Latest Odisha News

BREAKING NEWS

ଆସିଲା ସାଇରସ ମିସ୍ତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ଶରୀରର ଅନେକ ଅଙ୍ଗର ଆଭ୍ୟନ୍ତରୀଣ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ସୂଚନା ମିଳିଛି। ସୋମବାର ସରକାରୀ ଜେଜେ…

ପାକିସ୍ତାନ ବିପକ୍ଷ ମ୍ଯାଚରେ ହାରିବା ପରେ ଅର୍ଶଦୀପ ସିଂ ବାପା-ମାଙ୍କୁ ଫୋନ୍ କରି ‘ହସିଲେ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୁପର ୪ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ପୂର୍ବରୁ ଅର୍ଶଦୀପ ସିଂ ଏକ ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ ବିପକ୍ଷ ଶେଷ ମ୍ୟାଚରେ ଆସିଫ ଅଲିଙ୍କ କ୍ୟାଚ୍ ଡ୍ରପ କରିବା ପରେ ପ୍ରଥମ ଥର ପାଇଁ ଅର୍ଶଦୀପ…

୨୦୨୪ ଦଖଲ ପାଇଁ ପ୍ରଭାରୀ ବଂଶଲ ପ୍ରସ୍ତୁତ କଲେ ରଣନୀତି

ଭୁବନେଶ୍ୱର: ପ୍ରଭାରୀ ସୁନୀଲ ବଂଶଲଙ୍କ ଅଧ୍ୟକ୍ଷତାରେ ଆଜି ଦ୍ୱିତୀୟ ଦିନରେ ପଦାଧିକାରୀ ଓ କୋର କମିଟିଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ବିଜେପି କିଭଳି ୨୦୨୪ ନିର୍ବାଚନରେ ସଫଳ ହେବ ସେ ନେଇ ଆଲୋଚନା କରିଛନ୍ତି। ବୁଥ ସ୍ତରୀୟ ଅଭିଯାନ ପାଇଁ ଖସଡା ପ୍ରସ୍ତୁତ ହୋଇଥିବା ବେଳେ ରାଜ୍ୟର ୩୭…

ଦୁର୍ନୀତି କରେନି… ଦଳୀୟ କଣ୍ଟ୍ରାକ୍ଟର ଚାନ୍ଦା ଦିଅନ୍ତି: ବିଜେଡି ବିଧାୟକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆନନ୍ଦପୁର ଜିଲ୍ଲା ପରିଷଦ ସଦସ୍ୟା ଅଷିମା ମିଶ୍ରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିକରି ଥିବା ଅଭିଯୋଗରେ ଚର୍ଚ୍ଚାରେ ଥିବା କେନ୍ଦୁଝର ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ 'ସନ୍ଦୀପଙ୍କ ସହ ଜବାବ ସୁଆଲ’ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଛନ୍ତି ଦଳୀୟ କଣ୍ଟ୍ରାକ୍ଟର…

‘କାର ପଛ ସିଟରେ ବସୁଥିବା ଯାତ୍ରୀ ଭାବୁଛନ୍ତି ସିଟ୍ ବେଲ୍ଟ ବାନ୍ଧିବା ଦରକାର ନାହିଁ’

ନୂଆଦିଲ୍ଲୀ: ମର୍ସିଡିଜ ଭଳି ଦାମୀ କାରରେ ଯିବା ବେଳେ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ସୋମବାର ଆଇଏଏର ସର୍ବଭାରତୀୟ ସମ୍ମିଳନୀ ’ନେସନ୍ସ ବ୍ରାଣ୍ଡ’ କୁ ସମ୍ବୋଧିତ କରି କାରରେ ଯାତ୍ରା କରିବା ବେଳେ ଲୋକମାନେ କିଭଳି ସିଟ୍ ବେଲ୍ଟ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ୩୧୮ କୋଟି ଟଙ୍କା ପୈଠ କଲେନି ବିଜୟ ମାଲ୍ୟା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏପର୍ଯ୍ୟନ୍ତ ୩୧୮ କୋଟି ଟଙ୍କା ଦେଇ ନାହାଁନ୍ତି ପଳାତକ ବିଜୟ ମାଲ୍ୟା। ସୋମବାର ସୁପ୍ରିମକୋର୍ଟ ଏହି ସୂଚନା ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ୩୧୮ କୋଟି ଟଙ୍କା ଦେବାକୁ ମାଲ୍ୟାଙ୍କୁ ଚାରି ସପ୍ତାହ ସମୟ ଦିଆଯାଇଛି। କିନ୍ତୁ ସେ…

ମିଶନ ୨୦୨୪: ମନ୍ତ୍ରୀ ଦେବେ ରିପୋର୍ଟ, ସମୀକ୍ଷା କରିବେ ଶାହ, ନଡ୍ଡା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି (ସେପ୍ଟେମ୍ବର ୬) ବିଜେପିର ବଡ ବୈଠକ ବସିବାକୁ ଯାଉଛି। ଏହି ବୈଠକ ଅପରାହ୍ନ ୪ଟା ୩୦ ସମୟରେ ଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ରାଜନୈତିକ ବିଶେଷଜ୍ଞଙ୍କ ମତ ଅନୁଯାୟୀ ଏହି ବୈଠକରେ ଦଳର ଆଗାମୀ ଯୋଜନା…

୩୨ ବର୍ଷରେ ବେଙ୍ଗାଲୁରୁରେ ସବୁଠୁ ବଡ଼ ବର୍ଷା

ବାଙ୍ଗାଲୋର: ଦେଶର ସିଲିକନ ଭ୍ୟାଲି ବି ଆଇଟି ସିଟି ଏବେ ପାଣିରେ ଉବୁଟୁବୁ ହେଉଛି। ପ୍ରବଳ ବର୍ଷା ହେତୁ ଲୋକମାନେ ବହୁ ଅସୁବିଧାର ସାମ୍ନା କରୁଛନ୍ତି। ଅନେକ ଅଞ୍ଚଳ ପାଣିରେ ବୁଡ଼ି ରହିଛି। ଯେଉଁ ରାସ୍ତାରେ କାର, ଗାଡି ଚାଲୁଥିଲା ସେଠି ଏବେ ଡଙ୍ଗା ବୁଲୁଛି। ଅନେକ ବ୍ୟସ୍ତବହୁଳ ରାସ୍ତାରେ…

ଦିଲ୍ଲୀ ଅବକାରୀ ନୀତି ଘୋଟାଲା: ୩୦ଟି ଜାଗାରେ ଇଡିର ରେଡ୍

ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ତଥା କଥିତ ଅବକାରୀ ନୀତି ଦୁର୍ନିତି ମାମଲାରେ ଇଡି ଅର୍ଥ ହେରଫେର ମାମଲା ରୁଜୁ କରିଛି। ଏ ନେଇ ଦିଲ୍ଲୀ ସମେତ ପ୍ରାୟ ୩୦ ଟି ସ୍ଥାନରେ ଇଡି ଚଢାଉ କରିଛି। ତେବେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ଚଢ଼ାଉ କରାଯାଇ ନାହିଁ। ଇଡି ସୂତ୍ରରୁ…

କଳାହାଣ୍ଡିରେ ଡାଇରିଆ ଆତଙ୍କ, ସପ୍ତାହକରେ ୪ ଜଣଙ୍କର ମୃତ୍ୟୁ ସୂଚନା

ଭବାନୀପାଟଣା: ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଝାଡାବାନ୍ତି ବ୍ୟାପିବା ପରେ ଏବେ କଳାହାଣ୍ଡିରେ ଝାଡାବାନ୍ତି ବ୍ୟାପିଛି। ସପ୍ତାହକ ମଧ୍ୟରେ ୪ ଜଣଙ୍କର ଡାଇରିଆରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲାର ବିରିକୋଟ, ଗୁଣପୁର, ବଡ ଛତରଙ୍ଗା ପଞ୍ଚାୟତ ଅଧୀନରେ ଥିବା ଗାଁ ଗୁଡ଼ିକ ଗତ…