ଡରାଉଛି ଡେଙ୍ଗୁ: ରାଜଧାନୀ ସମେତ ସାରା ରାଜ୍ୟରେ ଚିହ୍ନଟ ହେଲେଣି ୨ ହଜାରରୁ ଅଧିକ ଆକ୍ରାନ୍ତ
ଭୁବନେଶ୍ୱର: ଓଡ଼ିଶାର ଚିକ୍କଣ ସହର ରାଜଧାନୀ ଭୁବନେଶ୍ୱର। ଯେଉଁଠି ବଡ଼ ବଡ଼ିଆ ଏବଂ ଅଧିକ ଶିକ୍ଷିତ ରୁହନ୍ତି। ଏବେ କିନ୍ତୁ ଏହି ସହରରେ ବଢ଼ିଛି ଡେଙ୍ଗୁ ମଶା (ଏଡିସ)ର ଆତଙ୍କ। ଯାହାକି ସହର ବାସୀଙ୍କ ଚିନ୍ତାର କାରଣ ପାଲଟିଛି। କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ହାରାହାରି ପାଞ୍ଚରୁ ୧୦ ଜଣ…