Latest Odisha News

ସରକାରୀ ବୈଠକରେ ମହେଶ୍ୱର ମହାନ୍ତି, ବିଧାୟକ ଜୟନ୍ତ କହିଲେ ବିନା ନିମନ୍ତ୍ରଣରେ ସେ କାହିଁକି ଆସିଛନ୍ତି ?

ପୁରୀ: ସରକାରୀ ବୈଠକରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ମହେଶ୍ୱର ମହାନ୍ତି। ପୁରୀ ସର୍କିଟ ହାଉସରେ ଏକ ବୈଠକ ବସିଥିଲା। ବନ୍ୟା କ୍ଷୟକ୍ଷତି ସମ୍ପର୍କିତକୁ ନେଇ ଏହି ବୈଠକରେ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଏହି ବୈଠକରେ…

ଆସନ୍ତାକାଲିଠୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ, ସଭାପତି କିଏ ହେବେ କହିଲେ ଭକ୍ତ ଦାସ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସେପ୍ଟେମ୍ବର ୨୦ ମଧ୍ୟରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ।  ହେଲେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ ଏହି ପଦରେ ବସିବାକୁ ରାଜି ହେଉ ନାହାନ୍ତି। ତେଣୁ ଦଳର ଅନ୍ୟ ଶୀର୍ଷ ନେତା ଅଣ ଗାନ୍ଧି ପରିବାରର ନାଁକୁ ନେଇ ବିଚାର ବିମର୍ଶ କରୁଛନ୍ତି। ଯେଉଁଥିରେ…

ବିଜେପି ସହ ଆପ୍ କରିପାରିବ ଫାଇଟ୍ ? କ’ଣ କହୁଛି ଟ୍ରାକ ରେକର୍ଡ

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦୧୩ଠୁ ଦିଲ୍ଲୀ ରାଜନୀତିର ବେତାଜ ବାଦଶାହ ଅରବିନ୍ଦ କେଜ୍ରିଓ୍ୱାଲ। କଂଗ୍ରେସର ଶୀଲା ଦୀକ୍ଷିତ ସରକାରକୁ ହଟାଇ ସରକାର ଗଢିଛନ୍ତି କେଜ୍ରିଓ୍ଲାଲ। କେନ୍ଦ୍ରରେ ବିଜେପି କ୍ଷମତାରେ ରହିଛି । କିନ୍ତୁ ଏଯାବତ କେଜ୍ରିଓ୍ୱାଲକୁ ବିଧାନସଭା ନିର୍ବାଚନରେ  ମାତ୍ ଦେବାରେ ସଫଳ…

ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବ, ବନ୍ୟା ଆଶଙ୍କା କମ୍: ଏସଆରସି

ଭୁବନେଶ୍ୱର: ବଙ୍ଗୋପସାଗରେ ସୃଷ୍ଟ ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ଗତକାଲିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି। ତେଣୁ ସବୁର୍ଣ୍ଣରେଖାରେ ଜଳସ୍ତର ବଢିବ ବୋଲି ଏସଆରସି ସୂଚନା ଦେଇଛନ୍ତି। ମୟୂରଭଞ୍ଜର ଉପରମୁଣ୍ଡରେ ରହିଥିବା ଝାଡଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ହେଲେ…

ଓଡ଼ିଶାରେ ବିଜେଡି-ବିଜେପିର ବିକଳ୍ପ ହେବ କହିଲା ଆମ୍ ଆଦମୀ ପାର୍ଟି, ଜବାବ ଦେଲେ ଅପରାଜିତା

ଭୁବନେଶ୍ୱର: ଆମ୍ ଆଦମୀ ପାର୍ଟି ଶୁକ୍ରବାର ଦିନ କହିଛି ଯେ ଓଡିଶାରେ ବିଜେଡି ଏବଂ ବିଜେପିର ବିକଳ୍ପ ଭାବରେ ନିଜକୁ ମଜବୁତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ରବିବାର ଭୁବନେଶ୍ୱରରେ କର୍ମୀଙ୍କୁ ନେଇ ଏକ ସମ୍ମିଳନୀ କରିବ ବୋଲି ଦଳ କହିଛି। ଏହି କାର୍ଯ୍ୟକ୍ରମକୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ…

ଦିଲ୍ଲୀ ଅବକାରୀ ନୀତି କ’ଣ? କାହିଁକି ସିବିଆଇ ସ୍କାନରରେ କେଜ୍ରିଓ୍ୱାଲ ସରକାର?

ନୂଆଦିଲ୍ଲୀ: ଯେଉଁ ଦଳ ଦୁର୍ନୀତି ବିରୋଧରେ ନାରା ଦେଇ କ୍ଷମତାକୁୁ ଆସିଥିଲା ସେହି ଦଳ ଏବେ ଦୁର୍ନୀତି ଅଭିଯୋଗରେ ଫସିଛି। ପ୍ରଥମେ ଆପର ନେତା ତଥା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମନି ଲଣ୍ଡରିଂ ମାମଲାରେ ଜେଲ୍ ଯାଇଛନ୍ତି। ଆଉ ଏବେ ଦିଲ୍ଲୀର ଅବକାରୀ ନୀତିରେ ଅନିୟମିତତା ହୋଇଥିବା ଅଭିଯୋଗରେ…

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଗତ ୧୦ ଦିନ ଧରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଥିବା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କର ପ୍ରଶଂସକ ଅପେକ୍ଷା କରିଛନ୍ତି। ଏବେ ତାଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ…

୧୬ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ପାଣି ନିଷ୍କାସିତ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମୁଛି । ତେଣୁ ପର୍ଯ୍ୟାୟକ୍ରମେ ଗେଟ୍ ଗୁଡିକୁ ବନ୍ଦ କରାଯାଉଛି। ଯଦିଓ ଉତ୍ତର ଓଡିଶାରେ ବର୍ଷା ହେଉଛି ହେଲେ ଏହାର ପ୍ରଭାବ ମହାନଦୀ ସହିତ ନାହିଁ। ଗତକାଲି ଏହି ସୂଚନା ଦେଇଥିଲେ ଏସଆରସି ପ୍ରଦୀପ ଜେନା। ତେଣୁ ଆଜି ଆଉ ୪ଟି ଗେଟ୍ ବନ୍ଦ କରାଯାଇଛି।…

ସେନାକୁ ମିଳିଲା ସ୍ୱତନ୍ତ୍ର ଡିଭାଇସ: ଶତ୍ରୁର ଗତିବିଧି ଉପରେ ରଖିବ ନଜର

ନୂଆଦିଲ୍ଲୀ: ଏଲଏସିରେ ଚୀନ୍ ସହିତ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ସେନାର ହେଲିକପ୍ଟରକୁ ଏକ ସ୍ୱତନ୍ତ୍ର ଉପକରଣ ମିଳିଛି । ଯାହା ସୀମାରେ ପଇଁତରା ମାରିବା ସମୟରେ ଶତ୍ରୁ ବଙ୍କ ଭିତରେ ଲୁଚି ରହିଥିଲେ କିମ୍ବା ଏକ ନିର୍ଦ୍ଦିଷ୍ଟ ପରିଧି ଭିତରେ ଅନ୍ୟ କୈଣସି ସ୍ଥାନରେ ଲୁଚିଥିଲେ ଗତିବିଧି ଉପରେ…

ରୁଷ ରାଷ୍ଟ୍ରପତିଙ୍କ ଘୋଷଣା ୧୦ଟି ସନ୍ତାନ ଜନ୍ମ ଦେଲେ ମିଳିବ ୧୩ଲକ୍ଷ ଟଙ୍କା !

ମସ୍କୋ: ବିଶ୍ୱର ସର୍ବବୃହତ ଦେଶର ଜନସଂଖ୍ୟା ସଙ୍କଟ । କରୋନା ମହାମାରୀ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ପରେ ଦେଶ ଏବେ ନିଜର ଭବିଷ୍ୟତକୁ ନେଇ ଚିନ୍ତାରେ ରହିଛି। ଏହାପରେ ଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଅଜବ ନିର୍ଦ୍ଦେଶ ଦେଇଛନ୍ତି। ପୁଟିନ୍ ମହିଳାମାନଙ୍କୁ ୧୦ଟି…