ବଢ଼ିଲା ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି, ପତ୍ନୀ ବର୍ଷାଙ୍କୁ ସମନ୍ କଲା ଇଡି
ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ଇଡି ଗୁରୁବାର ଦିନ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ସମନ୍ କରିଛି। ଏହି ମାମଲାରେ କୋର୍ଟ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ବଢାଇବାର କିଛି ଘଣ୍ଟା ପରେ ବର୍ଷାଙ୍କୁ ସମନ୍ କରିଛି ଇଡି। ମହାରାଷ୍ଟ୍ରର ଗୋରେଗାଓଁରେ ପାତ୍ରା ଚୌଲର ନବୀକରଣ…