Latest Odisha News

ଜଙ୍ଗଲରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର: ମଙ୍ଗଳବାର ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଅନ୍ତର୍ଗତ ଡେଢେଲ ଗାଁ ନିକଟ ଜଙ୍ଗଲରୁ ଏହି ମୃତ ଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଥୁଲଣିକାନି ଗ୍ରାମର ୫୫ ବର୍ଷୀୟ ରତନୀ ରଣା। ସୋମବାରଠୁ ସେ ଘରୁ ନିଖୋଜ…

ରାଜ୍ୟରେ ଖଣି ନିଲାମୀରେ ଅନିୟମିତତା ହୋଇଥିବା ସରକାର ମାନିଛନ୍ତି, କାହା ପକେଟକୁ ଦୁର୍ନୀତି ଟଙ୍କା ଯାଇଛି?

ଭୁବନେଶ୍ୱର: ଖଣି ନିଲାମରେ ବ୍ୟାପକ ଅନିୟମିତତା ହୋଇଛି। ଏହାଦ୍ୱାରା ରାଜ୍ୟ ରାଜକୋଷକୁ ହଜାର ହଜାର କୋଟି ଟଙ୍କାର କ୍ଷତି ହୋଇଛି। ଓଡ଼ିଶା ସରକାର ଏହା ସ୍ୱୀକାର କରିଛନ୍ତି। ମଙ୍ଗଳବାର ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି।…

କାହିଁକି ବିଜେପି ଛାଡିବେ ଗିରିଧର ଗମାଙ୍ଗ, ଜବାବ ସୁଆଲରେ କହିଲେ ଶିଶିର

ଜବାବ ସୁଆଲ: ଓଡ଼ିଶା ବିଜେପିର ଅସନ୍ତୁଷ୍ଟ ନେତା କୁହାଯାଉଥିବା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ। ଯଦିଓ ତାରିଖ କେବେ କହି ନାହାନ୍ତି ହେଲେ ଉଭୟ ବିଆରଏସରେ ଯୋଗ ଦେବେ ନେଇ…

ଗର୍ଭାଶୟ କର୍କଟ ପାଇଁ ଏସଆଇଆଇର ସ୍ୱଦେଶୀ ଟିକା, ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ମହିଳାମାନଙ୍କୁ ଅଧିକ ପ୍ରଭାବିତ କରୁଥିବା ଦ୍ୱିତୀୟ ମାରାତ୍ମକ ରୋଗ ହେଉଛି ଗର୍ଭାଶୟ କର୍କଟ। ଗର୍ଭାଶୟ କର୍କଟ ଭାରତର ମହିଳାମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବଢୁିଥିବା ବିପଦଜନକ ରୋଗରେ ପରିଣତ ହୋଇଛି। ଯାହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ସ୍କୁଲ ଗୁଡିକରେ ଟିକାକରଣ…

ଭାରତର ‘BharOS’ ଆଣ୍ଡ୍ରଏଡ୍ ଏବଂ ଆଇଓଏସଠୁ କେତେ ଅଲଗା?

ନୂଆଦିଲ୍ଲୀ: ଯେତେବେଳେ ଆମେ ମୋବାଇଲ୍ ଅପରେଟିଂ ସିଷ୍ଟମ୍ ବିଷୟରେ କଥା ହେଉ ଭାରତୀୟମାନେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ବାବଦରେ ଆଲୋଚନା କରନ୍ତି। ଆମେରିକାନ କମ୍ପାନୀ ଗୁଗୁଲ୍ ଏବଂ ଆପଲ୍ ଦ୍ୱାରା ନିର୍ମିତ ଏହି ଉଭୟ ଅପରେଟିଂ ସଫ୍ଟୱେର୍ ହେଉଛି ବିଶ୍ୱ ବଜାରରେ ଏବେ ବି ଅଗ୍ରଣୀ ରହିଛି। ଏବେ ଭାରତ…

ତିନି ବର୍ଷ ପରେ ‘ହିଟ୍ ମ୍ୟାନ’ଙ୍କ ଶତକୀୟ ଇନିଂସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ତିନି ବର୍ଷ ପରେ ଟିମ୍ ଇଣ୍ଡିଆ ଦିନିକିଆର ଅଧିନାୟକ ରୋହିତ ଶର୍ମା ଶତକୀୟ ଇନିଂସ ମାରିଛନ୍ତି। ମଧ୍ୟପ୍ରଦେଶ ଇନ୍ଦୋରରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ରୋହିତଙ୍କ ଶତକୀୟ ଇନିଂସ ଦେଖିବାକୁ ମିଳିଛି। ଶତକୀୟ ଇନିଂସ ଖେଳି ଦିନିକିଆରେ ୩୦ଟି ଶତକ…

କୋର୍ଟରେ ହାଜର ହେଲେନି ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: କୋର୍ଟରେ ହାଜର ହେଲେନି ଶ୍ରଦ୍ଧାଞ୍ଜଳି ବେହେରା। ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରା ଆଜି କୋର୍ଟରେ ହାଜର ହେବାର ଥିଲା। ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ସହଯୋଗୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ସୂଚନା ମୁତାବକ, ଶ୍ରଦ୍ଧାଞ୍ଜଳି…

‘ନାଟୁ ନାଟୁ’ ଓସ୍କାର ପାଇଁ ମନୋନୀତ, କିଏ ଏହି ଗୀତର ଲେଖକ ଏବଂ ମ୍ୟୁଜିକ କମ୍ପୋଜର ?

ନୂଆଦିଲ୍ଲୀ: ଚଳିତ ବର୍ଷ ଓସ୍କାର ପାଇଁ ଭାରତର ଏକମାତ୍ର ଫିଲ୍ମ ଭାବେ ଦକ୍ଷିଣ ଭାରତର ଫିଲ୍ମ ଆରଆରଆରର 'ନାଟୁ ନାଟୁ' ଗୀତ ନୋମିନେଟେ ହୋଇଛି। ବେଷ୍ଟ ଅରିଜିନାଲ ସଙ୍ଗ କ୍ୟାଟାଗୋରୀରେ ୫ଟି ଫିଲ୍ମର ଗୀତ ସାମିଲ ହୋଇଛି। ଏଥିରେ ଏସ୍ ଏସ ରାଜାମୌଲିଙ୍କ ଫିଲ୍ମ ଆରଆରଆରର 'ନାଟୁ ନାଟୁ' ଗୀତ…

ପ୍ରତି ମାସ ୧ ଲକ୍ଷ ୩୦ ହଜାର ଟଙ୍କା ପତ୍ନୀଙ୍କୁ ଦେବେ ମହମ୍ମଦ ଶାମି

କୋଲକାତା: ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଝଟକା। ପତ୍ନୀ ହସିନ ଜହାନଙ୍କ ସହ ଛାଡପତ୍ର ମାମଲା କୋର୍ଟରେ ଚାଲିଥିବା ବେଳେ ମାସିକ ୧ ଲକ୍ଷ ୩୦ ହଜାର ଟଙ୍କା ରକ୍ଷଣାବେକ୍ଷଣ ଦେବାକୁ କୋଲକାତାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ…

ନିଜ ସରକାରର ପୋଲ୍ ଖୋଲିଲେ ଗୃହରାଷ୍ଟ୍ର ମନ୍ତ୍ରୀ, କହିଲେ ପୋଲିସ ନେଉଛି ଲାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ପୋଲିସ ଏବଂ ଓକିଲ କମିଶନ ନେଉଛନ୍ତି। ଖୋଦ୍ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କିହଛନ୍ତି। ରାଜ୍ୟରେ ସ୍ୱଚ୍ଛା ଶାସନ ଚାଲିଛି। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ୫ଟି ସେବା ଆରମ୍ଭ କରିଛନ୍ତି। ୫ଟି ସରକାର ବେଳେ ଦୁର୍ନୀତି…