Latest Odisha News

BREAKING NEWS

କଡା ସୁରକ୍ଷା ଭିତରେ କେମିତି ଭାଙ୍ଗିଲା ରୋଷ ଘର ?

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଅଜଣା ଦୁର୍ବୃତ୍ତମାନେ ପୁରୀ ଗୁଣ୍ଡିଚା ମନ୍ଦିର ରୋଷେଇ ଘର (ରୋଷଘର) ଭିତରେ ୨୦ରୁ ଊର୍ଦ୍ଧ୍ୱ ମାଟି ଚୁଲିକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଶନିବାର ଏହି ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଗୁଣ୍ଡିଚା…

ବୁମ୍ରାଙ୍କ ପ୍ରଦର୍ଶନକୁ ଅନନ୍ୟ କହିଲେ ରବି ଶାସ୍ତ୍ରୀ

ବର୍ମିଂହାମ: ଇଂଲଣ୍ଡର ଏଜବାଷ୍ଟନ୍ ଟେଷ୍ଟରେ ଟିମ୍ ଇଣ୍ଡିଆର କ୍ୟାପଟେନ ଜସପ୍ରୀତ ବୁମ୍ରାଙ୍କ ପ୍ରଶଂସନୀୟ ପ୍ରଦର୍ଶନ । ଶନିବାର ପଞ୍ଚମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନରେ ଇଂଲଣ୍ଡର ପେଶ ବୋଲର ଷ୍ଟୁଆର୍ଟ ବ୍ରଡ଼ ଗୋଟିଏ ଓଭରରେ ୩୫ ରନ ଦେଇଛନ୍ତି । ଇନିଂସର ୮୪ ତମ ଓଭରରେ ବୁମ୍ରା ବ୍ରଡଙ୍କ ଏହି…

ହାଜର ହେଲେନି ନୂପୁର ଶର୍ମା, ଜାରି ହେଲା ଲୁକ୍ ଆଉଟ୍ ନୋଟିସ

କୋଲକାତା: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବା ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି କୋଲକାତା ପୋଲିସ । ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ନୂପୁରଙ୍କ ବିରୋଧରେ ପୁଲିସ ଏଫଆଇଆର ରୁଜୁ କରିଛି। ଏଥିସହ…

ବାଚସ୍ପତି ନିର୍ବାଚନ: ସଣ୍ଡେରେ ସିନ୍ଦେ ଦେଖାଇବେ ଦମ୍?

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କେବଳ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଗଲେ କିମ୍ବା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ହୋଇଗଲେ ମହାରାଷ୍ଟ୍ର ରାଜନୀତିର ମହାନାଟକ ଶେଷ ହୋଇନି । ବରଂ ଆଜି ସଣ୍ଡେରେ (ରବିବାର) ସିନ୍ଦେ ନିଜ ନେତୃତ୍ୱ ଦେଖାଇବାର…

ସଞ୍ଜୟ ରାଉତଙ୍କୁ ୧୦ ଘଣ୍ଟା ଜେରା କଲେ ଇଡି ଅଧିକାରୀ

ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ଇଡି ଶୁକ୍ରବାର ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରାୟ ୧୦ ଘଣ୍ଟା ଜେରା କରିଛି। ସଞ୍ଜୟ ରାଉତ ସକାଳ ପ୍ରାୟ ୧୧ଟା ୩୦ ସମୟରେ ଦକ୍ଷିଣ ମୁମ୍ବାଇର ବଲାର୍ଡ ଇଷ୍ଟେଟରେ ଥିବା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ସେ ରାତି ପ୍ରାୟ ୯ଟା ୩୦ ସମୟରେ ଇଡି…

ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ବଢ଼ିଲା କଂଗ୍ରେସର ଚିନ୍ତା

ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଭାଙ୍ଗିଯାଇଛି। ଏବେ ଏକନାଥ ସିନ୍ଦେ ସେନା ଏବଂ ବିଜେପି ମିଳିତ ଭାବେ ସରକାର ଗଠନ କରିଛନ୍ତି । ଏହାର ପ୍ରଭାବ ଏବେ ବିରୋଧୀ ଦଳର ରଣନୀତି ଉପରେ ପଡୁଥିବା ଜଣାପଡିଛି। ଏକନାଥ ଏବଂ ବିଜେପି ସରକାର ଗଢିବା ପରେ ପୂର୍ବରୁ କ୍ଷମତାରେ…

ଏକନାଥଙ୍କୁ ଦଳର ସମସ୍ତ ପଦରୁ ହଟାଇଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ

ମୁମ୍ବାଇ: ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକନାଥ ନିଜକୁ ଶିବସେନାର ଏକ ଅଂଶ ବୋଲି ଦାବି କରୁଛନ୍ତି । କିନ୍ତୁ ଏହାରି ଭିତରେ ଉଦ୍ଧବ ସିନ୍ଦେଙ୍କୁ ଦଳର ନେତା ପଦରୁ ହଟାଇ ଦେଇଛନ୍ତି।…

ବିଜେପିରେ ମିଶିବ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପଞ୍ଜାବ ଲୋକ କଂଗ୍ରେସ ଦଳ !

ନୂଆଦିଲ୍ଲୀ: ଲଣ୍ଡନରୁ ଫେରିବା ପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେବେ। ଆସନ୍ତା ସପ୍ତାହ ଶେଷରେ ସେ ଭାରତ ଫେରିବେ ବୋଲି ଜଣାପଡ଼ିଛି। ଗତବର୍ଷ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅମରିନ୍ଦର ସିଂହ ପଞ୍ଜାବ ଲୋକ…

ଜୁଲାଇ ୧୮ ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଗୁରୁବାର ଲୋକସଭା ସଚିବାଳୟ ଦ୍ୱାରା ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ଚଳିତ ବର୍ଷର ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୮ ରୁ ଆରମ୍ଭ ହେବ। ସଂସଦର ଉଭୟ ଗୃହ ଜୁଲାଇ ୧୮ରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୧୩ ରେ ଶେଷ ହେବ । ମୌସୁମୀ ସାଧାରଣତଃ ଜୁଲାଇର ତୃତୀୟ…

ନୂଆ ସରକାର ଗଠନ ପରେ ଏନସିପି ସୁପ୍ରିମୋଙ୍କୁ ଆୟକର ବିଭାଗର ନୋଟିସ୍

ମୁମ୍ବାଇ: ମହାରାଷ୍ଟ୍ର ଆରମ୍ଭ ହେବ କି ପ୍ରତିଶୋଧ ରାଜନୀତି ? ରାଜ୍ୟରେ ଶିବସେନାରେ ବିଦ୍ରୋହ ଭିତରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଇଡି ନୋଟିସ କରି ହାଜର ହେବାକୁ କହିଥିଲା। ଏହି ସମୟରେ ମନ୍ତ୍ରୀଥିବା ଅନୀଲ ପରବ ଇଡିରେ ହାଜର ହୋଇ ବେଆଇନ କାରବାର ସଂପର୍କିତ ମାମଲାର ଉତ୍ତର…