ନାଟୋରେ ସାମିଲ ହେବାକୁ ଯାଉଥିବା ଫିନଲାଣ୍ଡକୁ ବିଜୁଳି ସେବା କାଟିବ ରୁଷ
ମସ୍କୋ: ଫିନଲାଣ୍ଡ ନାଟୋରେ ସାମିଲ୍ ହେବାକୁ ଯାଉଛି । ଫିନଲାଣ୍ଡର ଏପରି ନିଷ୍ପତ୍ତିରେ ରୁଷ କ୍ଷୁବ୍ଧ । ଆଉ ପ୍ରତିଶୋଧ ନେବାକୁ ଯାଇ ରୁଷ ଫିନଲାଣ୍ଡକୁ ଶନିବାରଠୁ ବିଜୁଳି ଯୋଗାଣ ବନ୍ଦ କରିବ ବୋଲି କହିଛି। ଫିନଲାଣ୍ଡ ନାଟୋରେ ସାମିଲ ହେବା ନେଇ କହିବା ପରେ ପ୍ରତିକ୍ରିୟା ସ୍ୱରୂପ ରୁଷ ଏଭଳି…