ମୋଦୀଙ୍କ ନେପାଳ ଗସ୍ତ ଉପରେ ଡ୍ରାଗନର ନଜର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଅବସରରେ ନେପାଳ ଗସ୍ତ କରିବେ। ମୋଦୀଙ୍କର ମେ ୧୬ର ଏହି ଗସ୍ତ ଉପରେ ଚୀନର ନଜର ରହିଛି । ମୋଦୀଙ୍କ ନେପାଳ ଗସ୍ତକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରୁଛି ଚୀନ୍ ।
ବିିଭିନ୍ନ ମିଡିଆ ରିପୋର୍ଟ ଅନୁଯାୟୀ, ନେପାଳ ସରକାର…