Latest Odisha News

BREAKING NEWS

ଦେଶଦ୍ରୋହ ଆଇନ୍ ବ୍ୟବହାର ଉପରେ ‘ସୁପ୍ରିମ’ ବ୍ରେକ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦେଶଦ୍ରୋହ ଆଇନ ତଥା ଦଫା ୧୨୪ଏ ନୂଆ କରି କାହା ଉପରେ ବ୍ୟବହାର କରନାହିଁ । ଯେପର୍ୟ୍ୟନ୍ତ ପରବର୍ତ୍ତୀ ଶୁଣାଣି ନହୋଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଏନ. ଭି ରମନ୍ନାଙ୍କ ଖଣ୍ଡପୀଠ ଶୁଣାଣି କରି ଏପରି କହିଛନ୍ତି। ଏଥିସହ ଯେଉଁମାନେ ଏହି…

ପୁରୀ ଗସ୍ତ ବେଳେ ସମ୍ବିତ ପାତ୍ରଙ୍କୁ କଳାପତାକା ପ୍ରଦର୍ଶନ

ପୁରୀ: ପୁରୀ ଗସ୍ତରେ ଆସି ବିଚ ରାସ୍ତାରେ ହଟହଟା ହୋଇଛନ୍ତି ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଆଜି ପୁରୀ ଗସ୍ତରେ ଆସିଥିବା ବେଳେ ତାଙ୍କୁ ରାସ୍ତା ମଝିରେ ଛାତ୍ର କଂଗ୍ରେସ ଘେରିଥିଲା । ଦଳୀୟ ପତାକା ଦେଖାଇବା ସହିତ କଳା ପତାକା…

ନିଜ ଉପରେ ଲାଗିଥିବା ଆତଙ୍କବାଦ ଅଭିଯୋଗକୁ ସ୍ୱୀକାର କଲା ୟାସିନ ମଲ୍ଲିକ

ନୂଆଦିଲ୍ଲୀ: ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ମଙ୍ଗଳବାର ଦିନ ଦିଲ୍ଲୀର ଏକ ଅଦାଲତରେ କଶ୍ମୀରରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହିତ ଜଡିତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛି। ୟାସିନ ବିରୋଧରେ ଆତଙ୍କବାଦୀ କାର୍ୟ୍ୟକଳାପ ପାଇଁ ୟୁଏପିଏର ଧାରା 16 ଅନୁଯାୟୀ ମାମଲା ରୁଜୁ…

ଦେଶର ୪୦ଟି ସ୍ଥାନରେ ଏକକାଳୀନ ସିବିଆଇ ରେଡ୍, ଟାର୍ଗେଟରେ ଗୃହ ମନ୍ତ୍ରାଳୟର ଅଧିକାରୀ

ନୂଆଦିଲ୍ଲୀ: ବିଦେଶୀ ଚାନ୍ଦା ପାଇବାରେ ଆବଶ୍ୟକ ନିୟମ ଅନୁପାଳନ ହୋଇନଥିବା ଅଭିଯୋଗରେ ସିବିଆଇ ରେଡ୍ । ଦେଶର ୪୦ଟି ସ୍ଥାନରେ ସିବିଆଇ ଏହି ରେଡ୍ କରିଛି । ମଙ୍ଗଳବାର ଏହି ସୂଚନା ମିଳିଛି । ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ଆଇନ (ଏଫସିଆରଏ)ର ଉଲ୍ଲଂଘନ ଅଭିଯୋଗରେ ଦିଲ୍ଲୀ, ଚେନ୍ନାଇ,…

ଶ୍ରୀଲଙ୍କାରେ ହିଂସା ଉସକାଉଥିବା ବ୍ୟକ୍ତିକୁ ଗୁଳି କରିବାକୁ ନିର୍ଦ୍ଦେଶ

କଲମ୍ବୋ: ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରାଳୟ ମଙ୍ଗଳବାର କହିଛି ଯେ ଏକ ଅପ୍ରତ୍ୟାଶିତ ଆର୍ଥିକ ସଙ୍କଟର ମୁକାବିଲା ପାଇଁ ଦେଶର ସେନାକୁ ହାଇ ଆଲର୍ଟରେ ରଖାଯାଇଛି । ତେବେ ଏହି ସମୟରେ ଅନେକ ହିଂସା ପରାୟଣ ହୋଇ ଉଠିଛନ୍ତି । ବିଭିନ୍ନ ସ୍ଥାନରେ ରାସ୍ତା ଘାଟ ବନ୍ଦ କରିବା ସହିତ ପୋଡା ଜଳା…

ପୁରୀ ଐତିହ୍ୟ ପ୍ରକଳ୍ପ: ଏଏସଆଇ ରିପୋର୍ଟ ପରେ ବ୍ୟାକଫୁଟରେ ବିଜେଡି, କେନ୍ଦ୍ରମନ୍ତ୍ରୀ ନିରବ

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପକୁ ନେଇ ଏଏସଆଇ ସତ୍ୟପାଠ ଦାଖଲ କରିଛି । ଏସଆଇର ରିପୋର୍ଟ ରାଜ୍ୟ ସରକାରକୁ ଘାଇଲା କରିଛି । କିନ୍ତୁ ରାଜ୍ୟ ସରକାର ବେଶ ବେଶ ଆଶ୍ୱସ୍ତ । କାରଣ ବିରୋଧୀ ବିଜେପିର ଦୁଇ ଜଣ ନେତା କେବଳ ବିରୋଧ କରୁଛନ୍ତି । ବାକି ସମସ୍ତେ ନିରବ ରହିଛନ୍ତି । ଯେଉଁମାନଙ୍କ…

ଓଡ଼ିଶାରେ ୮୩ ପ୍ରତିଶତ ମହିଳା କହିଲେ ସ୍ୱାମୀଙ୍କ ସହ ସମ୍ଭୋଗ ରଖିବା ବାଧ୍ୟତାମୂଳକ ନୁହେଁ, ପୁରୁଷଙ୍କ ମତ ?

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଶିଶୁ ଜନ୍ମ ପୂର୍ବ ଭଳି କରୁନାହାନ୍ତି । ସ୍ୱାସ୍ଥ୍ୟ ବିଭାଗ ସର୍ଭେ କରି ଏପରି ଏକ ରିପୋର୍ଟ ଦେବା ପରେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଦେଶର ୮୨% ମହିଳା ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିପାରନ୍ତି ବା ବାଧ୍ୟତାମୂଳକ…

ଅଶାନ୍ତ ସମୁଦ୍ର: ମରଣଯନ୍ତାରୁ ଖସିଆସିଲେ ମତ୍ସ୍ୟଜୀବୀ

ଗୋପାଳପୁର: ସମୁଦ୍ର ଅଶାନ୍ତ ଥିବା ବେଳେ ଦରିଆ ଭିତରକୁ ଯାଉଛନ୍ତି ମତ୍ସ୍ୟଜୀବୀ । ଯାହାର ପରିଣାମ ଆଜି ବ୍ରହ୍ନପୁର ଗୋପାଳପୁର ବନ୍ଦର ନିକଟରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଡଙ୍ଗାଟି ବୁଡି ଯାଇଥିଲା ହେଲେ ମତ୍ସ୍ୟଜୀବୀ ମାନେ ମରଣଯନ୍ତାକୁ ଖସି ଆସିବାରେ ସକ୍ଷମ ହୋଇଛନ୍ତି। ମଙ୍ଗଳବାର…

‘ଅହଙ୍କାର ଏବଂ ଅବହେଳା ପାଇଁ ଜଗନ୍ନାଥ ପ୍ରେମୀ କ୍ଷତି ସହୁଛନ୍ତି’

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପ ବିନା ଅନୁମତିରେ ତିଆରି ହେଉଛି ବୋଲି ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କହିଛି । ଏହାପରେ ବିରୋଧୀ ବିଜେପି ଫ୍ରଣ୍ଟଫୁଟକୁ ଆସି ରାଜ୍ୟ ସରକାରକୁ ଘେରିଛି । ଏବେ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରେସମିଟ୍ କରି ଉଭୟ ଏଏସଆଇ ଏବଂ ରାଜ୍ୟ ସରକାରଙ୍କ…

ମାମଲା ଗଡୁଛି କୋର୍ଟରେ, ଛାତ ପଡ଼ି ଚାଲିଛି ନିଷିଦ୍ଧାଞ୍ଚଳରେ

ପୁରୀ: ଐତିହ୍ୟ ପ୍ରକଳ୍ପ ମାମଲା ହାଇକୋର୍ଟ ବିଚାରଧୀନ ରହିଛି। ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କହିଛି, ୧୦୦ ମିଟିର ପରିଧି ଭିତରେ ଖନନ କରିବାକୁ ଏଏସଆଇ ଅନୁମତି ଦେଇନାହିଁ । ଅନ୍ୟପଟେ ନିଷିଦ୍ଧାଞ୍ଚଳରେ ଛାତ ପଡ଼ି ଚାଲିଛି । ବିରୋଧୀ ଏବଂ ବୁଦ୍ଧୀଜୀବୀ ଯେତେବେଳେ ବେଆଇନ କାମକୁ…