ମାନବିକତା ଆଗରେ ହାର ମାନିଲା ଲୋଭ, ସୁନା ହାର ଫେରାଇ ଦେଲେ ଅଟୋ ଚାଳକ
ଭୁବନେଶ୍ୱର: ସମାଜରେ ଗୋଟିଏ ଧାରଣା ରହିଛି ଯେଉଁମାନେ ଗାଡି ଚଳାନ୍ତି ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ । ତେଣୁ ତାଙ୍କ ଚିନ୍ତାଧାର ଟିକିଏ ଭିନ୍ନ ଆଉ ସେମାନେ ନିଜର ସ୍ୱାର୍ଥକୁ ଆଗ ଦେଖନ୍ତି । କିନ୍ତୁ ଏପରି ଏକ ଚିନ୍ତାଧାରାକୁ ମିଛ ବୋଲି ପ୍ରମାଣିତ କରିଛନ୍ତି ରାଜଧାନୀ ଭୁବନେଶ୍ୱରର…