ମୋଦୀ ସରକାର କେମିତି ଗାଦିଚ୍ୟୁତ ହୋଇପାରିବେ, ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଲେ ଟିଏମସି ସାଂସଦ
ଗୌହାଟି: ଯଦି ପଶ୍ଚିମ ଓ ଉତ୍ତର ଭାରତରେ ବିରୋଧୀ ଦଳ ଅଧିକ ଶକ୍ତିଶାଳୀ ହେବ ତାହେଲେ 2024 ସାଧାରଣ ନିର୍ବାଚନରେ ବିଜେପି ନିର୍ବାଚନରେ ହାରିଯିବ । ବୁଧବାର ଟିଏମସି ସାଂସଦ ମହୁଆ ମୈତ୍ର ଏହା କହିଛନ୍ତି।
ଆସାମର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେବେ ବେଳେ ସେ…