ମାନବାଧିକାର ପ୍ରସଙ୍ଗରେ ଆମେରିକାକୁ କଡ଼ା ଜବାବ ଦେଲେ ଜୟଶଙ୍କର
ନୂଆଦିଲ୍ଲୀ: ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ବୟାନର ଜବାବ ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ସେ କହିଛନ୍ତି ଯେ ଭାରତ-ଆମେରିକା ୨+୨ ମନ୍ତ୍ରୀସ୍ତରୀୟ ବୈଠକରେ ମାନବାଧିକାର ପ୍ରସଙ୍ଗ ଆଲୋଚନା ହୋଇନି। କିନ୍ତୁ ଯେଉଁ ମାନବାଧିକାର ପ୍ରସଙ୍ଗ ଉଠିଛି ତାର ଜବାବ ସଠିକ ଫୋରମରେ ଭାରତ ଦେବ…