Latest Odisha News

BREAKING NEWS

ଲେମ୍ବୁ ଗୋଟା ୧୦ ଟଙ୍କା ହେବା ପଛର କାରଣ କ’ଣ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୁଇ ସପ୍ତାହରୁ ଲେମ୍ବୁ ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି। ଯେଉଁ ଲେମ୍ବୁ ଖାଇବା ଥାଳିରେ ନରହିଲେ କିମ୍ବା ଅତିଥି ଚର୍ଚ୍ଚାରେ ପରସା ନଗଲେ ଭଲ ଲାଗିନେ । ଏବେ ସେହି ଲେମ୍ବୁ କିଣିବା ବହୁତ କଷ୍ଟକର ହୋଇପଡିଲାଣି । ବଜାରରେ ଗୋଟା ଲେମ୍ବୁ ଦେଖିଲେ ମଧ୍ୟ…

ଟ୍ୱିଟରକୁ କିଣିବାକୁ ସବୁଠୁ ବଡ ଅଫର ଦେଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲୋନ ମସ୍କ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ ସୋଶିଆଲ ମିଡିଆ କମ୍ପାନୀ ଜ୍ୟାକ ଡୋର୍ସିଙ୍କ ଟ୍ୱିଟରକୁ କିଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଟେସଲା କମ୍ପାନୀର ମାଲିକ ଏଲୋନ ମସ୍କ । ୩୨ ଲକ୍ଷ କୋଟି ଟଙ୍କାରେ କିଣିବା ପାଇଁ ଟ୍ୱିଟରକୁ ପ୍ରସ୍ତାବ ଦେଇଥିବା ସୂଚନା…

ଚଳିତ ବର୍ଷ ଦେଶରେ କେମିତ ରହିବ ମୌସୁମୀ ?

ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚଳିତ ବର୍ଷର ପ୍ରଥମ ଲଙ୍ଗ୍ ରେଞ୍ଜ୍ ଫୋରକାଷ୍ଟ (ଏଲ୍ଆରଏଫ) ଜାରି କରିଛି । ଯେଉଁଥିରେ କୁହାଯାଇଛି ଚଳିତ ବର୍ଷ ଦେଶରେ ସ୍ୱାଭାବିକ ମୌସୁମୀ ବର୍ଷା ହେବ। ଯଦି ଆକଳନ ସତ ହୁଏ ତାହେଲେ ଲଗାତର ଚତୁର୍ଥ ବର୍ଷ ସ୍ୱାଭାବିକ ବର୍ଷା ରହିବ।…

କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ , ବିଭିନ୍ନ ଉନ୍ନତିମୂଳକ କାମର କଲେ ସମୀକ୍ଷା

ନୟାଗଡ : ନୟାଗଡ ଜିଲ୍ଲାର କଣ୍ଟିଲୋ ନୀଳମାଧବ ମନ୍ଦିର ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ । ପାଣ୍ଡିଆନ ପ୍ରଥମେ ମନ୍ଦିରରେ ପହଁଞ୍ଚି ନୀଳ ମାଧବଙ୍କୁ ଦର୍ଶନ କରିଛନ୍ତି ।ପରେ ମନ୍ଦିର ପରିସର ପାଣ୍ଡିଆନ ବୁଲିଦେଖିବା ସହ ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି । କଣ୍ଟିଲୋ…

ମୋବାଇଲ ଫ୍ଲାସ ଲାଇଟ୍ ଜଳାଇ ପରୀକ୍ଷା ଖାତାରେ ଉତ୍ତର ଲେଖିଲେ ଛାତ୍ରଛାତ୍ରୀ

ଥିରୁଅନନ୍ତପୁରମ: ପରୀକ୍ଷାରେ ବଡ ବିଭ୍ରାଟ । ପରୀକ୍ଷା ହଲ ଭିତରେ ମୋବାଇଲ ଧରି ବିଦ୍ୟାର୍ଥୀ ପ୍ରଶ୍ନ ପତ୍ରରର ଉତ୍ତର ଲେଖିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କେରଳରେ । ଏର୍ଣ୍ଣାକୁଲମର ମହାରାଜା କଲେଜରେ ବିଜୁଳି ବିଭ୍ରାଟ ପରେ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ମୋବାଇଲ୍ ଫୋନ୍…

ରାଜଧାନୀ ପ୍ରତିଷ୍ଠା ଦିବସ, ସାଂସଦ ଅପରାଜିତାଙ୍କୁ ନାହିଁ ସରକାରୀ କାର୍ଯ୍ୟକ୍ରମରେ ନିମନ୍ତ୍ରଣ

ଭୁବନେଶ୍ୱର: ଆଜି ରାଜଧାନୀର 74 ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେବାକୁ ଯାଉଛି। ଏହିସବୁ କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧିଙ୍କ ନାଁ ଅତିଥି ତାଲିକାରେ ରହିଛି । କିନ୍ତୁ ରାଜ୍ୟ ସରକାର ଭୁବନେଶ୍ୱର ସାଂସଦଙ୍କ ନାଁକୁ ଏଥିରୁ ବାଦ୍ ଦେଇଛନ୍ତି।…

ନ୍ୟୁୟର୍କରେ ଫୁଟିଲା ଗୁଳି, ୧୬ ଆହତ

ନ୍ୟୁୟର୍କ: ମଙ୍ଗଳବାର ଆମେରିକାର ନ୍ୟୁୟର୍କର ଏକ ମେଟ୍ରୋ ଷ୍ଟେସନରେ ଗୁଳିକାଣ୍ଡ ଘଟିଛି । ଏଥିରେ ୧୬ ଜଣ ଆହତ ହୋଇଛନ୍ତି। ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ବ୍ରୁକଲିନ୍ ଷ୍ଟେସନରେ ଏହି ଘଟଣା ଘଟିଛି । ଘଟଣା ପରେ ଯେତେବେଳେ ସେଠାରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା ସେତେବେଳେ କିଛି…

ଉଦ୍ଦେଶ୍ୟ ପୂରଣ ନହେବା ଯାଏ ରୁଷ ସାମରିକ ଆକ୍ରମଣ ଜାରି ରଖିବ: ପୁଟିନ

ମସ୍କୋ: ଗୋଟିଏ ପଟେ ରୁଷ ବିରୋଧରେ ବିଭିନ୍ନ ପ୍ରତିବନ୍ଧକ ଲଗାଇ ଦୁର୍ବଳ କରିବାରୁ ଆମେରିକା ସମେତ ଅନେକ ଦେଶ ପ୍ରୟାସ କରୁଛନ୍ତି । ଅନ୍ୟପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏହା ଯେମିତି କୌଣସି ପ୍ରଭାବ ପକାଉନି । ମଙ୍ଗଳବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ,…

ଜଣେ ୫ ଜଣଙ୍କୁ ହତ୍ୟା କରିବା ସମ୍ଭବ ? ତଦନ୍ତ ବେଳେ ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ

ମାହାଙ୍ଗା: କଟକ ମାହାଙ୍ଗାରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସାରା ରାଜ୍ୟକୁ ସ୍ତବ୍ଧ କରାଇ ଦେଇଛି ।ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଶିବ ସାହୁ ନିଜ ବଡ଼ ଭାଇର ପୁରା ପରିବାରକୁ ହତ୍ୟା କରିଥିବା ଜଣାପଡିଛି। କିନ୍ତୁ ଜଣେ ଲୋକ କେମିତି ଏକା…

ସାଲୁର ବିଧାୟକ ହେଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, କୋଟିଆକୁ ନେଇ ବଢ଼ିବ ଓଡ଼ିଶାର ଅଡୁଆ !

କୋଟିଆ: ଆଗକୁ କୋରାପୁଟ କୋଟିଆ ପ୍ରସଙ୍ଗରେ ଓଡ଼ିଶା ସରକାର ବଡ ଚ୍ୟାଲେଞ୍ଜର ସାମ୍ନା କରିପାରନ୍ତି । ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ସାଲୁରର ବିଧାୟକ ପି ରାଜାନ୍ନା ଦୋରାଙ୍କୁ ସେ ଉପମୁଖ୍ୟମନ୍ତ୍ରୀ କରାଇଛନ୍ତି । ଏଥିସହ ତାଙ୍କୁ…