Latest Odisha News

BREAKING NEWS

ବିଜେପି ପ୍ରାର୍ଥୀଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ, ଗୁରୁତରଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ନର: ପୋଷ୍ଟର ମାରିବାକୁ ନେଇ ରାଜଧାନୀରେ ହିଂସା । ବିଜେପି କର୍ପୋରେଟର ପ୍ରାର୍ଥୀ ଧରିତ୍ରୀ ଜେନାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତ୍ରିରେ ସଂଘବଦ୍ଧ ଭାବେ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତରଙ୍କୁ ରାଜଧାନୀ…

ଦୁର୍ଘଟଣା ପରେ ଲଙ୍କାକାଣ୍ଡ

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ଜାତୀୟ ରାଜପଥର ୫୩ରେ ସର୍ଲାପାଲି ଛକ ନିକଟରେ ଦୁର୍ଘଟଣା । ମର୍ଣ୍ଣିଂୱାକରେ ଯିବା ବେଳେ ବରିଷ୍ଠ ଆଇନଜିବୀଙ୍କ ଉପରେ ଅଙ୍ଗୁର ବୋଝେଇ ଟ୍ରକ୍‌ ମାଡ଼ି ଗଲା । ମୃତକଙ୍କ ନାଁ ଉମେଶ ଚନ୍ଦ୍ର ପ୍ରଧାନ ଓ ଘର ସାକ୍ଷୀପଡ଼ାରେ । ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ, ୭ ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ । ୭ଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିଥିଲେ । ସେଠାରୁ ୭ ଜଣଙ୍କର ପୋଡି…

ରାଜ୍ୟରେ ୨-୩ ଡିଗ୍ରୀ ଯାଏ ବଢ଼ିବ ଦିନର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ବଢିବ ତାତି । ୨ ରୁ ୩ ଡ଼ିଗ୍ରୀ ଯାଏ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ୨ରୁ ୩ ଡ଼ିଗ୍ରୀ ଯାଏ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।…

କବିତା ଅତୀତର ଅନୁଭୂତି ସହ ଭବିଷ୍ୟତର ସ୍ୱର

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ଗୋବିନ୍ଦ ଚନ୍ଦ୍ର ଦାଶଙ୍କର ଚାରିଗୋଟି କବିତା ସଙ୍କଳନ ଫେରିବା ବାଟରେ , ଅମୃତ ଆଲେଖ୍ୟ , ଶ୍ରୀଜଗନ୍ନାଥ ଭଜନ ଶତକ ଓ ଶ୍ରୁତି ସଂଜୀବନୀ ସହିତ ଏ ବି ପ୍ରଡକ୍ସନ ଦ୍ୱାରା ଏକ ମ୍ୟୁଜିକ ଭିଡ଼ିଓ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ…

ଗଳ୍ପ : ସଂସ୍କାର

ରଶ୍ମିତା ଦାସ ରୀନା ନୂଆ ବାହା ହେଇ ଦୁଇ ମାସ ପରେ ପ୍ରଥମ ଥର ଘରକୁ ଫେରିଛି । ଘରର କିଛି ଅସୁବିଧା ବଶତଃ ପ୍ରଥମ ଥର ଫେରିବାରେ ଡେରି ହେଇ ଯାଇଥିଲା ।ଫେରିଲା ବେଳକୁ ଘର ବନ୍ଧୁ ବାନ୍ଧବରେ ଭରି ହେଇ ଯାଇଥିଲା । ସାହି ପଡିଶା ଲୋକ ମଧ୍ୟ ଅପେକ୍ଷାରେ ଅଛନ୍ତି । ରୀନାକୁ ଦେଖିବା ପାଇଁ ।…

ସିକେ ନାଇଡୁ ଟ୍ରଫି: ଆୟୋଜକଙ୍କ ମଧ୍ୟରେ ରହିଲା ଓସିଏ, ତ୍ରିଭେନ୍ଦ୍ରମରେ ଖେଳିବ ଓଡିଶା ଟିମ

ଭୁବନେଶ୍ୱର: ସିକେ ନାଇଡୁ କ୍ରିକେଟ ଟ୍ରଫି ଆୟୋଜକଙ୍କ ମଧ୍ୟରେ ଓସିଏ ସ୍ଥାନ ପାଇଛି । ନାଗାଲାଣ୍ଡ, ମିଜୋରମ, ମେଘାଳୟ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ଲେଟ ଗ୍ରୁପର ମୁକାବିଲା ମାର୍ଚ୍ଚ ୧୭ରୁ ଓଡିଶାର ୨ଟି ଭେନ୍ୟୁରେ ଖେଳାଯିବ । ଏହା ପୂର୍ବରୁ ଏଠାରେ ରଣଜୀ ଟ୍ରଫି…

କେଶ ପ୍ରତିରୋପଣ କରିବାର ୨୪ ଘଣ୍ଟା ପରେ ଯବାନଙ୍କ ମୃତ୍ୟୁ, ମେ’ରେ ହୋଇଥାନ୍ତା ବାହାଘର

ପାଟଣା: ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ବିହାରରେ ଜଣେ ଯୁବକ କେଶ ପ୍ରତିରୋପଣ କରିବାର ୨୪ ଘଣ୍ଟା ପରେ ପ୍ରାଣ ହରାଇଛନ୍ତି । ମୃତକ ଜଣଙ୍କ ହେଉଛନ୍ତି ବିହାରର ସ୍ପେଶାଲ ପୋଲିସର ଜଣେ ଯବାନ । ସେ ପାଟନାରେ ନିୟୋଜିତ ଥିଲେ । ମୁଣ୍ଡରେ କେଶ ପ୍ରତିରୋପଣ ପରେ ଯୁବକ ଜଣକ ତାଙ୍କ କ୍ୱାର୍ଟରକୁ…

କିଏ ଏହି ‘ସାହେବ’?, ଯାହାଙ୍କ ଜାଲରେ ନପଡିବାକୁ ନିବେଦନ କଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ସାହେବ ବୋଲି ସମ୍ବୋଧନ କରି ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କ ଉପରେ ମାନସିକ ଚାପ ପ୍ରୟୋଗ କରାଯାଉଛି । ଏଥିରେ ନପଡିବାକୁ ଅନୁରୋଧ…

ଭାରତ-ଶ୍ରୀଲଙ୍କା ଦିବାରାତ୍ର ଟେଷ୍ଟରେ ଏହି ରେକର୍ଡ ପ୍ରତି ନଜର ରହିବ

ବାଙ୍ଗାଲୋର: ଭାରତ-ଶ୍ରୀଲଙ୍କା ମଧ୍ୟରେ ଶନିବାର ଏଠାରେ ଚଳିତ ଟେଷ୍ଟ କ୍ରିକେଟ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମୁକାବିଲା ଖେଳାଯିବ । ଆସନ୍ତୁ ଜାଣିବା ଏହି ଦିବାରାତ୍ର ଟେଷ୍ଟରେ କେଉଁ କେଉଁ ରେକର୍ଡ ପ୍ରତି ନଜର ରହିବ । କ୍ରମାଗତ ୧୫ ସିରିଜ ଜିତିବା ଲକ୍ଷ୍ୟରେ ଟିମ ଇଣ୍ଡିଆ: ଭାରତ ଏହି…