Latest Odisha News

BREAKING NEWS

ବାହା ହେବା ପାଇଁ କାର୍ତିକଙ୍କୁ ୨୦ କୋଟି ଟଙ୍କାର ଅଫର !

ମୁମ୍ବାଇ: ବଲିଉଡର ଉଦୀୟମାନ ଏବଂ ଲୋକପ୍ରିୟ କଳାକାର କାର୍ତିକ ଆର୍ଯ୍ୟନଙ୍କୁ ତାଙ୍କର ଏକ ମହିଳା ପ୍ରଶଂସିକା ବାହା ହେବା ପାଇଁ ୨୦ କୋଟି ଟଙ୍କାର ଅଫର ଦେଇଛନ୍ତି । ଏହାର ଉତରରେ କାର୍ତିକ ଲେଖିଛନ୍ତି କେବେ ? ଏହା ପରେ ପ୍ରଶଂସିକା ଜଣଙ୍କ ହସର ଇମୋଜି ଶେୟାର କରିଛନ୍ତି । କାର୍ତିକ ଏକ…

ଉତ୍ତରାଖଣ୍ଡରେ ହାରିଗଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଡେରାଡୁନ : ଉତ୍ତରାଖଣ୍ଡରେ ବିଜେପି ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ସତ୍ତ୍ବେ ଏକ ଝଟକାର ସମ୍ମୁଖୀନ ହୋଇଛି । ଉଦ୍ଧମ ସିଂ ନଗରର ଖାତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ବାଚନ ହାରିଯାଇଛନ୍ତି । ସେ କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପ୍ରିଙ୍କଠାରୁ ୭ ହଜାରରୁ ଅଧିକ…

ମହିଳା ବିଶ୍ୱକପ କ୍ରିକେଟ: ବେକାର ଗଲା ହରମନପ୍ରୀତଙ୍କ ବ୍ୟାଟିଂ, ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଚାଲିଥିବା ମହିଳା ବିଶ୍ୱକପ କ୍ରିକେଟରେ ହରମନପ୍ରୀତ କୌରଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ୱେ ଭାରତ ୬୨ ରନରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇଛି । ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହା ଓଭରାଲ ୧୦ମ ପରାଜୟ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୯…

”ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର” , ଆମ୍ ଆଦମୀ ପାର୍ଟିକୁ ଅଭିନନ୍ଦନ ଜଣାଇଲେ ନବଜୋତ୍ ସିଦ୍ଧୁ

ଦିଲ୍ଲୀ : ପଞ୍ଜାବ ନିର୍ବାଚନରେ ରେକର୍ଡ କରିଛି ଆମ୍ ଆଦମୀ ପାର୍ଟି । ଏନେଇ ଆମ ଆଦମୀ ପାର୍ଟିକୁ ଅଭିନନ୍ଦନ ଜଣାଇଛନ୍ତି କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ । ନବଜୋତ ଟ୍ୱିଟ କରି ଲେଖିଛନ୍ତି ''ଜନସାଧାରଣଙ୍କ ସ୍ୱର ହେଉଛି ଇଶ୍ୱରଙ୍କ ସ୍ୱର'' । ପଞ୍ଜାବବାସୀଙ୍କ ଜନମତକୁ ମୁଁ ସ୍ୱିକାର କରିଛି…

ପଞ୍ଜାବରେ ଆପ୍ ପ୍ରାର୍ଥୀ, କମେଡି କିଙ୍ଗରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍

ପଂଜାବ : ପଂଜାବରେ ରେକର୍ଡ କରିଛି ଆମ ଆଦମି ପାର୍ଟି । ପୂର୍ବର ରାଜନେତାଙ୍କୁ ବହୁ ପଛରେ ପକାଇ ବିଜୟ ଧ୍ୱଜା ଉଡାଇଛନ୍ତି ଆପ୍ ପ୍ରାର୍ଥୀ ଭଗୱନ୍ତ ମାନ୍ । ପଞ୍ଜାବ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ୱନ୍ତ ମାନ୍ ବିଜୟୀ ହୋଇଛନ୍ତି। ଧୁରି ଆସନରୁ ଭଗଓ୍ୱନ୍ତ ମାନ୍ ଜିତିଛନ୍ତି। ବିପୁଳ…

ପଞ୍ଜାବ ପରୀକ୍ଷାରେ କ୍ୟାପଟେନ ଫେଲ: ପଟିଆଲା ଆସନରୁ ପରାଜିତ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଞ୍ଜାବ: ପଞ୍ଜାବ ପରୀକ୍ଷାରେ ଫେଲ ମାରିଲେ କ୍ୟାପଟେନ୍ । ପରାଜିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ପଟିଆଲା ସହରାଞ୍ଚଳ ଆସନରୁ ପରାଜିତ ହେଲେ ଅମରିନ୍ଦର । କଂଗ୍ରେସ ହାତ ଛାଡିବା ପରେ ନିଜେ ଦଳ ଗଢି ନିର୍ବାଚନ ମୈଦାନକୁ ଓହ୍ଳାଇଥିଲେ ଅମରିନ୍ଦର । କିନ୍ତୁ ପଞ୍ଜାବ…

[ଦେଖନ୍ତୁ ଭିଡିଓ] ୫ଟି ରାଜ୍ୟରେ ଭୋଟ୍‌ ଗଣନା : ପୂର୍ବାହ୍ନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳମାନଙ୍କର ସ୍ଥିତି

ଦିଲ୍ଲୀ: ଆଜି ୫ଟି ରାଜ୍ୟରେ ଭୋଟ୍‌ ଗଣନା ଚାଲିଥିବା ବେଳେ ପୂର୍ବାହ୍ନ ସୁଦ୍ଧା ବିଭିନ୍ନ ରାଜନୈତିକ ଦଳମାନଙ୍କର ସ୍ଥିତି ଜଣାପଡ଼ିଛି । ପଞ୍ଜାବରେ ‘ଆପ୍‌’ ସଂଖ୍ୟାଗରିଷ୍ଠତା ହାସଲ ଦିଗରେ ଅଗ୍ରସର ହେଉଥିବା ଟ୍ରେଣ୍ଡ୍‌ରୁ ଆଭାସ ମିଳୁଛି । ସେହିପରି ଉତ୍ତର ପ୍ରଦେଶରେ ବିଜେପି ଆଗୁଆ ରହିଛି ।…

ମେଲବୋର୍ଣ୍ଣରେ ହେବ ୱାର୍ଣ୍ଣେଙ୍କ ଅନ୍ତିମ ସଂସ୍କାର, ଉପସ୍ଥିତ ହେବ ୧ ଲକ୍ଷ ଲୋକ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ମହାନ ଲେଗ ସ୍ପିନର ଶେନ ୱାର୍ଣ୍ଣେଙ୍କ ପାର୍ଥୀବ ଶରୀରକୁ ଅଷ୍ଟ୍ରେଲିଆ ଅଣାଯାଉଛି । ଥାଇଲାଣ୍ଡର କୋହ ଦ୍ୱୀପରୁ ପ୍ରଥମେ ସୁରତ ଥାନୀ ଏବଂ ପରେ ବ୍ୟାଙ୍କକ ଅଣାଯାଇଥିଲା । ମେଲବୋର୍ଣ୍ଣରେ ହେବାକୁ ଥିବା ୱାର୍ଣ୍ଣେଙ୍କ ଅନ୍ତିମ ସଂସ୍କାରରେ ୧ ଲକ୍ଷରୁ ଅଧିକ ବ୍ୟକ୍ତି…

ମୋଦୀ, ଯୋଗୀଙ୍କ ଆଗରେ ହାର ମାନିଲା ଅନ୍ଧବିଶ୍ୱାସ !

ଲକ୍ଷ୍ନୌ: ୟୁପି ରାଜନୀତିର ଗୋଟିଏ ଅନ୍ଧବିଶ୍ୱାସ ଏବେ ମିଛ ବୋଲି ପ୍ରମାଣିତ ହେବାକୁ ଯାଉଛି । ଯେଉଁ ମୁଖ୍ୟମନ୍ତ୍ରୀ ନୋଏଡାକୁ ବୁଲିବାକୁ ଆସନ୍ତି ସିଏ ନିର୍ବାଚନ ହାରିବେ । ହେଲେ ଏବେ ଏହା ଭୁଲ୍ ପ୍ରମାଣିତ ହେବାକୁ ଯାଉଛି । କାରଣ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ନୋଏଡା ଯାଇଥିଲେ…

[ଭିଡିଓ] ବିଜେପିର ବିଜୟ ନେଇ ଚାଲିଛି ”ମିର୍ଚି ଯଜ୍ଞ”

ଅମୃତସର : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପୁଣି ଥରେ କ୍ଷମତାକୁ ଫେରୁଛି ଭାରତୀୟ ଜନତା ପାର୍ଟି । ଟ୍ରେଣ୍ଡ ଅନୁସାରେ ବିଜେପି ଆଗୁଆ ମଧ୍ୟ ରହିଛି ।ଏନେଇ ଦଳର ନେତା ଓ କର୍ମୀମାନେ ଉତ୍ସାହିତ ଥିବା ସହ ''ମିର୍ଚି ଯଜ୍ଞ'' ଆୟୋଜନ କରିଛନ୍ତି । ୧୧ ଜଣ ପୁରୋହିତ ବସି ଏହି ଯଜ୍ଞ କରଛନ୍ତି ।…