କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ଉମରାନଙ୍କ ତୋଫାନି ବୋଲିଂ: ୬୭ ରନରେ ହାରିଲା ଶ୍ରୀଲଙ୍କା
ଗୌହାଟି: ମଙ୍ଗଳବାର ଗୌହାଟିରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି। ଏଥିସହ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି…