Latest Odisha News

BREAKING NEWS

ଧାମନଗର ଉପନିର୍ବାଚନରେ ୬୬. ୬୩ ପ୍ରତିଶତ ଭୋଟ୍ ଦେଲେ

ଧାମନଗର: ଶେଷ ହେଲା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। ସଂଧ୍ୟା ୬ଟା ସୁଦ୍ଧା ୬୬. ୬୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କଠାରୁ ସୂଚନା ମିିଳିଛି। ସଂଧ୍ୟା ୫ଟା ସୁଦ୍ଧା ୫୮.୫୩% ଥିଲା ମତଦାନ। ଧାମନଗରର ଭୋଟର ସଂଖ୍ୟା ୨ ଲକ୍ଷ…

‘ଟିମ୍ ଇଣ୍ଡିଆକୁ ହରାଇଲେ ଜିମ୍ବାଓ୍ୱେର ଯୁବକଙ୍କୁ ବିବାହ କରିବି’

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ସେହର ସିନ୍ୱାରୀ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଯଦି ଜିମ୍ବାୱେ କ୍ରିକେଟ୍ ଟିମ୍ ଯଦି ଭାରତକୁ ପରାସ୍ତ କରିବ ତେବେ ସେ ଜିମ୍ବାୱେର ଜଣେ ଯୁବକଙ୍କୁ ବିବାହ କରିବେ। ଏହାପୂର୍ବରୁ ବୁଧବାର ଭାରତ ଏବଂ ବାଂଲାଦେଶ…

ଆକ୍ରମଣକାରୀ କହିଲେ କାହିଁକି ସେ ଇମ୍ରାନ ଖାନଙ୍କ ଉପରକୁ ଗୁଳି ମାଡ କଲେ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କଣ୍ଟେନର-ଟ୍ରକ ଉପରକୁ ଆକ୍ରମଣ କରିଥିବା ବ୍ୟକ୍ତି ଗିରଫ। ସେ କହିଛି, କାହିଁକି ଇମ୍ରାନ ଖାନଙ୍କ ଉପରକୁ ଆକ୍ରମଣ କରିଥିଲା। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଇମ୍ରାନଙ୍କ ଉପରକୁ ଗୁଳି ଚଳାଇଥିବା…

‘ବିଜୟ ମାଲ୍ୟାଙ୍କ ସହ ଯୋଗାଯୋଗ ହୋଇପାରୁନି, ଓକିଲ ଭାବେ ଓହରିବାକୁ ଚାହୁଁଛି’

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରୁ ନାହିଁ କି ଯୋଗାଯୋଗ କରିହେଉ ନାହିଁ। ତେଣୁ ସେ ମାଲ୍ୟାଙ୍କ ଓକିଲ ଭାବରେ କୋର୍ଟକୁ କୌଣସି ସୂଚନା ଦେବାକୁ ଆଗାମୀ ଦିନରେ ଅସମର୍ଥ। ଏହା କହିଛନ୍ତି ବିଜୟ ମାଲ୍ୟାଙ୍କ ସୁପ୍ରିମକୋର୍ଟ ଓକିଲ। ତେଣୁ ସେ…

ଇଡିରେ ହାଜର ହେଲେନି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ; କହିଲେ ସାହସ ଅଛି ତ ଗିରଫ କରି ଦେଖାଅ

ରାଞ୍ଚି: ଖଣି ଦୁର୍ନୀତି ମାମଲାରେ ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ରାଞ୍ଚି ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ସମନ ହୋଇଥିଲା। କିନ୍ତୁ ଆଜି ସେ ହାଜର ହୋଇନାହାନ୍ତି। ଏହାପରେ ସେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଟାର୍ଗେଟ…

ଇମ୍ରାନ୍ ଖାନଙ୍କୁ ଗୁଳି ମାରିଥିବା ଦୁର୍ବୃତ୍ତକୁ ହତ୍ୟା: ଏଏଫପି

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳି ଚଳାଇଥିବା ଆକ୍ରମଣକାରୀକୁ ହତ୍ୟା କରାଯାଇଛି। ଗୁଳି ମାରି ହତ୍ୟା କରାଯାଇଥିବା ସୂଚନା ରହିଛି। ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଏଏଫପି ଏହି ରିପୋର୍ଟ ପ୍ରକାଶ କରିଛି। ତେବେ ଆଉ କିଛି ଖବର ପ୍ରକାଶ ପାଇଛି…

ମାଗଣାରେ ସାନିଟାରୀ ପ୍ୟାଡ ବାଣ୍ଟିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ପଢୁଥିବା ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦିଆଯାଉ। ଏପରି ଏକ ଆବେଦନ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି ଯେ ଗରିବ ଶ୍ରେଣୀରୁ ଆସୁଥିବା ୧୧ ରୁ ୧୮ ବର୍ଷ ବୟସର କିଶୋର…

ମନ୍ତ୍ରୀ ରାଜା ସ୍ୱାଇଁଙ୍କ ପୁତୁରାଙ୍କ ଜାମିନ୍ ଖାରଜ, ୩୦ରୁ ଜେଲରେ କଟୁଛି ଦିନ

କଟକ: ବିଚ ରାସ୍ତାରେ ବସର ଦୁଇ କର୍ମଚାରୀଙ୍କୁ ଆଣ୍ଠେଇ ମାଡ ମାରିବା ଘଟଣାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁତୁରା ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁଙ୍କ ଜାମିନ୍ ଆବେଦନ ଖାରଜ। କଟକର ଜେଏମଏଫସି କୋର୍ଟ ବୁଧବାର ଜାମିନ ଆବେଦନ ଖାରଜ କରିଦେଇଛନ୍ତି।…

ଫେକ୍ ଅଡିଓ ଜାରି କରି ବିଜେଡି ହିଂସାକୁ ଉସକାଉଛି: ବିଜେପି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ପଡ଼ିବାର କେଇ ଘଣ୍ଟା ପୂର୍ବରୁ ଶାସକ ଦଳ ଏକ ପେନ୍ ଡ୍ରାଇଭରେ ରାଜ୍ୟ ବିଜେପି କର୍ମୀଙ୍କ ଏକ ଭିଡିଓ ଜାରି କରି ବିଜେପିକୁ ଟାର୍ଗେଟ୍ କରିଥିଲା। ସେହିପରି ବିଜେପି ମଧ୍ୟ ଏକ ଅଡିଓ କ୍ଲିପ ଜାରି କରି ବିଜେଡି ବିରୋଧରେ ବର୍ଷିଛି। ରାଜ୍ଯ ନିର୍ବାଚନ…

ଟ୍ବିଟରରେ ବ୍ଲ୍ୟୁ ଟିକ୍ ପାଇଁ ମାସିକ ପେମେଣ୍ଟ ମସ୍କଙ୍କୁ ବ୍ୟାକଫୁଟକୁ ଠେଲିବ?

ନୂଆଦିଲ୍ଲୀ: ଟ୍ବିଟରର ମାଲିକାନା ବଦଳିବା ପରେ ସିଇଓ ଏଲନ ମସ୍କ ଏହାକୁ ନୂଆ ଅବତାରରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରାଥମିକ ଭାବେ ମସ୍କ ବ୍ଲ୍ୟୁ ଟିକ୍ ୟୁଜରଙ୍କ ପାଇଁ ମାସିକ ଏକ ଦେୟ ସ୍ଥିର କରିଛନ୍ତି। ଯାହାକୁ ନେଇ ବ୍ଲ୍ୟୁ ଟିକ୍ ୟୁଜର ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିଛି। କାରଣ ପ୍ରତି…