‘ଡର୍ଟି ବୋମା’ ପକାଇପାରେ ୟୁକ୍ରେନ, ଆଶଙ୍କା କଲା ଋଷ
ମସ୍କୋ: ବାରମ୍ବାର ମିସାଇଲ, ବୋମା ପକାଇ ୟୁକ୍ରେନକୁ ଧ୍ବଂସ କରିବାକୁ ପ୍ରୟାସ କରୁଥିବା ଋଷ ଶେଷରେ ଏବେ ନିଜର ସ୍ଥିତିକୁ ନେଇ ବ୍ୟଥିତ ବୋଲି ଜଣାପଡିଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଋଷ ବୈଦେଶିକ ମନ୍ତ୍ରୀ ଆଶଙ୍କା କରିଛନ୍ତି ଯେ ୟୁକ୍ରେନ ମୁକାବିଲା କରିବାକୁ ଯାଇ…