Latest Odisha News

BREAKING NEWS

ଭିଡ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ଆପଣାଇବ ଭ୍ରାମ୍ୟମାଣ ଟ୍ରାଫିକ ସିଗନାଲ ବ୍ୟବସ୍ଥା

ଭୁବନେଶ୍ୱର: ପର୍ବପର୍ବାଣୀ ବେଳେ ପୂଜା ମଣ୍ଡପ, ସମାବେଶ ସ୍ଥଳରେ କିମ୍ବା ହଠାତ କୌଣସି ସ୍ଥାନରେ ଗହଳି ହୋଇଗଲେ ଭିଡ ନିୟନ୍ତ୍ରଣ କରିବା ସହ ଟ୍ରାଫିକ ପରିଚାଳନା କରିବା ଭାରି ମୁସକିଲ। କାରଣ ଏହି ସ୍ଥାନରେ ଟ୍ରାଫିକ ସିଗନାଲ ପାଇଁ ସ୍ଥାୟୀ ଖୁଣ୍ଟି ବ୍ୟବସ୍ଥା ନଥାଏ । ତେଣୁ ଅନେକ ସମସ୍ୟାର…

କଂଗ୍ରେସ ଛାଡ଼ିବେ କି ହରିଶ ରାଓ୍ୱତ?

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସ ଛାଡି ପାରନ୍ତି। ଦୀର୍ଘ ଦିନ ହେବ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କର ଅନୁପସ୍ଥିତି ରାଜନୀତିରୁ ଅବସର ନେବେ ବୋଲି ଆଶଙ୍କା କରାଯାଉଥିଲା ଏବେ କିନ୍ତୁ ସେ କରିଥିବା ଫେସବୁକ ପୋଷ୍ଟ ସେ ଦଳ ଛାଡିବା ନେଇ ଇସାରା ଦେଇଛନ୍ତି ବୋଲି…

ବଢ଼ିଲା ସିଏନଜି ଏବଂ ପିଏନଜି ଦର

ନୂଆଦିଲ୍ଲୀ: ସାରା ଦେଶରେ ଉତ୍ସବ ମୁଖର ଥିବା ବେଳେ ସିଏନଜି ଏବଂ ପିଏନଜିର ମୂଲ୍ୟ ବୃଦ୍ଧି ହୋଇଛି। ସିଏନଜି କିଲୋଗ୍ରାମ ପିଛା ୬ ଟଙ୍କା ବୃଦ୍ଧି ହୋଇଥିବା ବେଳେ ପାଇପ୍ ଯୋଗେ ଆସୁଥିବା ରନ୍ଧନ ଗ୍ୟାସ୍ ପିଏନଜିର ମୂଲ୍ୟ ୟୁନିଟ୍ ପିଛା ୪ ଟଙ୍କା ବୃଦ୍ଧି ହୋଇଛି ।  ସୋମବାର ମଧ୍ୟରାତ୍ରିରୁ…

କର୍ଣ୍ଣାଟକର ପତାକାରେ ରାହୁଲଙ୍କ ଫଟୋ, କ୍ଷମା ଦାବି କଲା ନବନିର୍ମାଣ ସମିତି

ବେଙ୍ଗାଲୁରୁ: କର୍ଣ୍ଣାଟକର ପତାକା ଉପରେ ରାହୁଲ ଗାନ୍ଧୀଙ୍କ ଫଟୋ ଲଗାଇବା କଂଗ୍ରେସକୁ ଭାରତ ଯୋଡୋ ଯାତ୍ରା ବେଳେ ଅଡୁଆରେ ପକାଇଛି। କନ୍ନଡ ସମର୍ଥକ ଚେତାବନୀ ଦେଇଛନ୍ତି ଯେ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କ ଫଟୋକୁ 'କର୍ଣ୍ଣାଟକ ପତାକା'ରେ ବ୍ୟବହାର କରିବା ଉଚିତ ନୁହେଁ। ସାଧାରଣତଃ ହଳଦିଆ…

ବିମାନରେ ବୋମା: ଘଟଣାର ସତ୍ୟତା କ’ଣ?

ନୂଆଦିଲ୍ଲୀ: ଇରାନର ରାଜଧାନୀ ତେହେରାନରୁ ଚୀନ୍ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବିମାନରେ ବୋମା ଥିବା ସୂଚନା ମିଳିବା ପରେ କିଛି ସମୟ ପାଇଁ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ। ଏହି ବିମାନଟି ୪୫ ମିନିଟ୍ ପାଇଁ ଭାରତର ଆକାଶମାର୍ଗରେ ଚକ୍କର କାଟିଥିଲା। ପ୍ରଥମେ ଦିଲ୍ଲୀ ପରେ ଚଣ୍ଡିଗଡ ଏବଂ…

ଥରୁରଙ୍କ ‘ବ୍ରିଟେନ ଫର୍ମୁଲା’କୁ ଗ୍ରହଣ କରିବେ ଖଡଗେ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଏନ.କେ ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ଖାରଜ ହେବା ପରେ ଏବେ ଦୁଇ ପ୍ରାର୍ଥୀ ଶଶୀ ଥରୁର ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ଅକ୍ଚୋବର ୧୭ରେ ନିର୍ବାଚନ ହେବାକୁ ଯାଉଛି। ୨୨ ବର୍ଷ ପରେ କଂଗ୍ରେସର ମୁଖିଆ ଅଣ ଗାନ୍ଧୀ ନେତା ହେବାକୁ ଯାଉଛନ୍ତି। ଥରୁର…

ଦଶହରାରେ ଦାରିଦ୍ର୍ଯ, ବେରୋଜଗାର ପ୍ରସଙ୍ଗ ଉଠାଇଲେ ଆରଏସଏସ ପ୍ରମୁଖ

ନୂଆଦିଲ୍ଲୀ: ଦେଶରେ ବିରୋଧୀଙ୍କ ଯେଉଁ ପ୍ରସଙ୍ଗକୁ କେନ୍ଦ୍ର ସରକାର ତଥା ଶାସକ ଦଳ ବିଜେପି ଏଡାଇ ଦେଉଛି ସେହି ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଚାରଧାରାର ପ୍ରୟୋଗଶାଳା କୁହାଯାଉଥିବା ଆରଏସଏସ ବା ରାଷ୍ଚ୍ରୀୟ ସ୍ବଯଂସେବକ ସଂଗଠନର ନେତା ତଥା ମହାସଚିବ ଦତ୍ତାତ୍ରେୟ ହୋସବାଲେ। ଦଶହରା ଅବସରରେ…

ବର୍ଷାରେ ଭିଜି ଭିଜି ରାହୁଲ ଦେଲେ କର୍ମୀଙ୍କୁ ଉଦବୋଧନ

ବେଙ୍ଗାଲୁରୁ: ବର୍ଷାରେ ଭିଜି ଭିଜି କର୍ମୀଙ୍କୁ ଉଦବୋଧନ ଦେଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। କର୍ଣ୍ଣାଟକର ମହୀଶୂରରେ ପ୍ରବଳ ବର୍ଷା ମଧ୍ୟରେ ରବିବାର ଭାରତ ଯୋଡ଼ ଯାତ୍ରା ଅବସରରେ ରାହୁଲ ଗାନ୍ଧୀ ହଜାର ହଜାର ସମର୍ଥକ ଏବଂ କର୍ମୀଙ୍କୁ ବର୍ଷାରେ ଭିଜି ଭିଜି ଉଦବୋଧନ ଦେଇଛନ୍ତି। ଯାହାକୁ…

ଆଜି ବାୟୁସେନାକୁ ମିଳିବ ପ୍ରଥମ ସ୍ବଦେଶୀ ଲଢୁଆ ହେଲିକପ୍ଟର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (IAF)ରେ ସାମିଲ ହେବ ଲାଇଟ୍ କମ୍ବାଟ୍ ହେଲିକପ୍ଟର (LCH)। ଆଜି ଏହା ବାୟୁସେନାରେ ସାମିଲ ହେବା ପରେ ପାହାଡିଆ ଏବଂ ସମୁଦ୍ର ଅଞ୍ଚଳରେ ଶକ୍ତି ବଢିବ । ଦେଶରେ ବିକଶିତ ହୋଇଥିବା ଏହି ଏଲସିଏଚ ଏକାଧିକ କ୍ଷେପଣାସ୍ତ୍ର ଗୁଳି ଚଳାଇବା ଏବଂ ଅସ୍ତ୍ର ବ୍ୟବହାର…

ପରଲୋକରେ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହା

ଭୁବନେଶ୍ୱର: ପରଲୋକରେ ବରଗଡ ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂହ ବରିହା । ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। କିଡନୀ ରୋଗ ସହିତ ଅନେକ ରୋଗର ଆକ୍ରାନ୍ତ ହେବା ପରେ ନିକଟରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବିଳମ୍ବିତ ରାତିରେ…