ବଢ଼ିଲା ସିଏନଜି ଏବଂ ପିଏନଜି ଦର
ନୂଆଦିଲ୍ଲୀ: ସାରା ଦେଶରେ ଉତ୍ସବ ମୁଖର ଥିବା ବେଳେ ସିଏନଜି ଏବଂ ପିଏନଜିର ମୂଲ୍ୟ ବୃଦ୍ଧି ହୋଇଛି। ସିଏନଜି କିଲୋଗ୍ରାମ ପିଛା ୬ ଟଙ୍କା ବୃଦ୍ଧି ହୋଇଥିବା ବେଳେ ପାଇପ୍ ଯୋଗେ ଆସୁଥିବା ରନ୍ଧନ ଗ୍ୟାସ୍ ପିଏନଜିର ମୂଲ୍ୟ ୟୁନିଟ୍ ପିଛା ୪ ଟଙ୍କା ବୃଦ୍ଧି ହୋଇଛି । ସୋମବାର ମଧ୍ୟରାତ୍ରିରୁ…