ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୨୯)
ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଏତିକି ବେଳେ ଧଳା ନେଭି ୟୁନିଫର୍ମ ପିନ୍ଧିଥିବା ଜଣେ ଲୋକ ଆସି ମାଇକ୍ରେ କିଛି ଘୋଷଣା କଲେ । “ପ୍ରିୟ, ଯାତ୍ରୀଗଣ, ଆମେ ଦୁଃଖର ସହ ଆପଣମାନଙ୍କୁ ଜଣାଉଛୁ ଯେ, ଇଂଜିନ୍ରେ କିଛି ଯାବିକ ତ୍ରୁଟି ଯୋଗୁଁ ଆମେ…