Latest Odisha News

BREAKING NEWS

ଆସନ୍ତୁ ବୁଲିଯିବା ଗୋଆ: ମାପୁସାର ମାଛ ତରକାରୀ

ପ୍ରକୃତରେ ଭ୍ରମଣ ଅନୁଭୂତି ଲେଖିବା ଏକ କଷ୍ଟକର କାର୍ଯ୍ୟ। ତାହା ଏବେ ମୋର ଅନୁଭବ ହେଲା। କାରଣ ବୁଲିବା ସମୟରେ ସବୁ ଘଟଣା ଅାଉ ଅନୁଭୂତିକୁ ଲେଖିବା ବା ମନେ ରଖିବା ଏକ ଦୁରୁହ ବ୍ୟାପର ତଥାପି ମୁଁ ଚେଷ୍ଟା କରି ସେ ସବୁ ଲେଖିବାକୁ ଚେଷ୍ଟା କରୁଛି। ଏବେ କିଛି ଦିନ ତଳେ ଏକ ସାମାଜିକ ଉତ୍ସବରେ…

ଆସନ୍ତୁ ବୁଲିଯିବା ଗୋଆ – ପ୍ରସିଦ୍ଧ ବଡ଼ଗେଶ୍ୱର ମନ୍ଦିର

ଗୋଟିଏ ଦିନ ସକାଳ ବେଳା ଦୁଇଟି ମନ୍ଦିର ଦେଖିବାର ସୌଭାଗ୍ୟ ବହୁତ କମ୍‌ ଲୋକଙ୍କୁ ମିଳେ। ମୋତେ କିନ୍ତୁ ଗୋଅାରେ ମିଳୁଥିଲା । ଶ୍ରୀ ସପ୍ତ କୋଟେଶ୍ୱରଙ୍କୁ ଦର୍ଶନ କରିବା ପରେ ଅାମେ ବାହାରିଥିଲୁ ଅାଉ ଏକ ମନ୍ଦିର ଅଭିମୁଖେ। ହେଲେ ସକାଳୁ କିଛି ଖାଇନଥିବାରୁ ଅାମେ ରାସ୍ତାରେ ରହିଲୁ ଏକ…

ଆସନ୍ତୁ ବୁଲିଯିବା ‘ଗୋଆ’ – ସୌନ୍ଦର୍ଯ୍ୟଭରା ନାରାୟଣୀ ମନ୍ଦିର

ଗୋଅାର ପାଣାଜୀରେ ମୋର ରହଣି ଧିରେ ଧିରେ୍‌ ଅାଗକୁ ବଢୁଥିଲା ଏବଂ ମୁଁ ପ୍ରତିଦିନ ନୂଅା ନୂଅା ସ୍ଥାନ ଦେଖିବାକୁ ପାଉଥିଲି ଏବଂ ନିଅାରା ଅନୁଭୂତି ବି ସାଉଁଟୁଥିଲି। ଏବେ ଅାମେ ରୁଦ୍ରେଶ୍ୱରଙ୍କ ଦର୍ଶନ ପରେ ଗୋଅାର ଦୁଇଟି ବଡ଼ ମନ୍ଦିର ଦେଖିବାର ସମୟ ହୋଇଯାଇଥିଲା। ପାଣାଜୀ ଠାରୁ ପ୍ରାୟ ୨୨ ରୁ…

ଆସନ୍ତୁ ବୁଲିଯିବା ଗୋଆ – ପ୍ରସିଦ୍ଧ ‘ଦେବକୀ-କୃଷ୍ଣ’ ମନ୍ଦିର…

ଗତ ସପ୍ତାହର ବୁଲିଯିବା ସ୍ତମ୍ଭରେ ମୁଁ ଆପଣଙ୍କୁ ଗୋଆର ଏକ ପ୍ରସିଦ୍ଧ ଲକ୍ଷ୍ମୀନୃସିଂହ ମନ୍ଦିର ସଂପର୍କରେ ସୂଚନା ଦେଇଥିଲି...ଯାହା ରହିଛି ଉତ୍ତର ଗୋଆରେ ଏବେ ଆସନ୍ତୁ ସେହି ଉତ୍ତର ଗୋଆର ଦେବକୀକୃଷ୍ଣ ମନ୍ଦିର ବିଷୟରେ ଜାଣିବା...ଯେତେବେଳେ ଆପଣ ମାନେ ଗୋଆକୁ ବୁଲିବା ପାଇଁ ଯିବେ ସେତେବେଳେ…

ଆସନ୍ତୁ ବୁଲିଯିବା ଗୋଆ – ଲକ୍ଷ୍ମୀ ନୃସିଂହ ମନ୍ଦିର…

ମଣିଷ ଜୀବନ ସହ ବୁଲିବା ଯୋଡ଼ି ହୋଇ ରହିଛି । କୁହାଯାଏ ଯେ ମଣିଷ ସଭ୍ୟତା ସୃଷ୍ଟି ହେବା ଦିନ ଠାରୁ ମଣିଷ ଭ୍ରମଣ ସହ ଯୋଡ଼ି ହୋଇ ରହିଛି ।ତାହା ନିଜ ପାଇଁ ବାସସ୍ଥାନ ଖୋଜିବା ପାଇଁ ହେଉ କିମ୍ବା ନୂଅା ନୂଅା ସ୍ଥାନ ଅନୁସନ୍ଧାନରେ । ତେଣୁ ମଣିଷର ଏକ ସହଜାତ ପ୍ରକୃତି ବା ପ୍ରବୃତ୍ତି ଭ୍ରମଣ…