ଜଣେ ଭାଗ୍ୟବାନ ପାଠକର କ୍ଷୁଦ୍ର ଅନୁଭୂତି
(ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅବସରରେ ...)
ସ୍କୁଲରେ ପଢ଼ୁଥାଏ, ସେ ସମୟ ‘ସଚିତ୍ର ବିଜୟା’ର ସମୟ । ଘରକୁ ସଚିତ୍ର ବିଜୟା ଆସିଲେ, ତାର ରଙ୍ଗ ଓ ଲେଖା ସବୁଦିନେ ଜାବୁଡି ଧରୁଥିଲା । ସେହି ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ ହେଉଥାଏ ‘ସମୁଦ୍ର କୂଳର ଏକ ଗ୍ରାମ’ । ଗୋଟେ ବଡ ପାଲଟଣା…