୫ ବର୍ଷ ଧରି ବନ୍ଦ ସ୍କୁଲ ଦୁଆର: ଅନ୍ଧାରରେ ଆଫଗାନ୍ ଝିଅଙ୍କ ଭବିଷ୍ୟତ
କାବୁଲ: ଅଧିକାର ଛଡ଼ାଇ ନିଆଯାଇଛି, ଆଶାକୁ ଦଳି ଦିଆଯାଇଛି! ଆଫଗାନିସ୍ତାନରେ ଝିଅ ମାନଙ୍କ ସ୍କୁଲ ଏବଂ କଲେଜରୁ ବାସନ୍ଦ କରାଯିବାର ଦୀର୍ଘ ୫ ବର୍ଷ ବିତିଯାଇଥିଲେ ବି ତାଲିବାନ୍ ଶାସକଙ୍କ ନିର୍ଦ୍ଦୟ ମନୋଭାବ ବଦଳିନାହିଁ। ଏହାକୁ ନେଇ ଅନ୍ତର୍ଜାତୀୟ ଅଧିକାର ସଂଗଠନ 'ଆମ୍ନେଷ୍ଟି…