Latest Odisha News

BREAKING NEWS

ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ…

ଅମରାବତୀ: ପାକିସ୍ତାନ ପାଇଁ ଗୁପ୍ତଚର ବୃତ୍ତି ଓ ଦେଶବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଆନ୍ଧ୍ରପ୍ରଦେଶ ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ଗୁପ୍ତଚରଙ୍କ ପର୍ଦ୍ଦାଫାଶ କରି ପୋଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାରେ ମୋଟ ୧୮ ଜଣ ସନ୍ଦିଗ୍ଧଙ୍କ ଭୂମିକା ସାମ୍ନାକୁ ଆସିଛି। ସବୁଠାରୁ…

ଋଷ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍‌ !

କିଭ୍ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ରେଳସେବା ଉପରେ ଋଷିଆର ଭୟଙ୍କର ଆକ୍ରମଣ ଜାରି ରହିଛି। ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ଯୋଗୁଁ ୟୁକ୍ରେନର ଶହ ଶହ ରେଳ ଇଞ୍ଜିନ୍ ନଷ୍ଟ ହୋଇଯାଇଛି, ଯାହାଫଳରେ ଦେଶରେ ରେଳ ଇଞ୍ଜିନର ଘୋର ଅଭାବ ଦେଖାଦେଇଛି।…

ଯନ୍ତର ମନ୍ତର ଯୌନ ନିର୍ଯାତନା ଅଭିଯୋଗ: ଦିଲ୍ଲୀ ACP ବିବେକ ଭଗତଙ୍କ ପଦୋନ୍ନତି ଉପରେ ରୋକ୍

ନୂଆଦିଲ୍ଲୀ: ଜନ୍ତର ମନ୍ତରଠାରେ ଆନ୍ଦୋଳନ କଭରେଜ୍ ସମୟରେ ଜଣେ ମହିଳା ସାମ୍ବାଦିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଛନ୍ଦି ହୋଇଥିବା ଦିଲ୍ଲୀ ପୁଲିସର ଏସିପି ବିବେକ ଭଗତଙ୍କ ପଦୋନ୍ନତି ନିର୍ଦ୍ଦେଶକୁ ସ୍ଥଗିତ ରଖାଯାଇଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ଏହି…

ରାଜ୍ୟସଭା ନିର୍ବାଚନ: ଉତ୍ତର ପ୍ରଦେଶରୁ ହରଦୀପ ସିଂହ ପୁରୀ ଓ ବିଏଲ ବର୍ମାଙ୍କ ସହ ୮ ଜଣଙ୍କୁ ବାଦ୍ ଦେଲା ବିଜେପି

ଦିଲ୍ଲୀ: ଉତ୍ତର ପ୍ରଦେଶରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ୮ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିବା ସହ ସମସ୍ତଙ୍କୁ ଚକିତ କରିଦେଇଛି। ଏହି ନୂଆ ତାଲିକାରେ ଦଳ ନିଜର ସମସ୍ତ ୮ ଜଣ ପୁରୁଣା ସାଂସଦଙ୍କୁ ବାଦ୍ ଦେଇ ସମ୍ପୂର୍ଣ୍ଣ ନୂଆ ଚେହେରାଙ୍କୁ…

‘ଇସ୍ତଫା ଦେବାର କୌଣସି ଅର୍ଥ ନାହିଁ’ : ଟି-୨୦ ଅଧିନାୟକ ପଦରୁ ଓହରିବେ ନାହିଁ ଲିଟନ ଦାସ

ଢାକା: ଏସୀୟ କ୍ରୀଡ଼ା ୨୦୨୬ରେ ବାଂଲାଦେଶ କ୍ରିକେଟ ଦଳର ନିରାଶାଜନକ ପ୍ରଦର୍ଶନ ଏବଂ କୌଣସି ପଦକ ନ ଜିତିବା ପରେ ବି ଟି-୨୦ ଅଧିନାୟକ ଲିଟନ ଦାସ ନିଜ ପଦରୁ ଓହରିବାକୁ ସଫା ସଫା ମନା କରିଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ୬୩ ରନର ଶୋଚନୀୟ ପରାଜୟ ପରେ ଅଧିନାୟକ ପଦରୁ ଇସ୍ତଫା ଦେବା ପ୍ରଶ୍ନରେ…

ଫ୍ଲାଇଦୁବାଇ ବିମାନ ୯/୧୧ ଶୈଳୀରେ ତେଲ୍ ଆଭିଭ୍‌ର ଅଟ୍ଟାଳିକାରେ ବିମାନ ପିଟିବାକୁ ଯୋଜନା କରିଥିଲା କୋ-ପାଇଲଟ୍

ଦୁବାଇ: ଫ୍ଲାଇଦୁବାଇ ବିମାନ FZ1073 ରେ କୋ-ପାଇଲଟ୍ ହମ୍ମାମ ଅଲ୍-ହାମାନି କକପିଟ୍ ଭିତରେ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମାଛାରଙ୍କୁ ଆକ୍ରମଣ କରି ବିମାନକୁ ଅପହରଣ କରିବାକୁ ଚେଷ୍ଟା କରିଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ୨୯ ବର୍ଷୀୟ ଓମାନୀ ନାଗରିକ ଅଲ୍-ହାମାନି ୯/୧୧ ଆକ୍ରମଣ ଶୈଳୀରେ…

ଇସ୍ରାଏଲ୍ ଗସ୍ତ ପାଇଁ କ୍ୟାପ୍ଟେନ୍ ସ୍ମିତ୍‌ଙ୍କୁ ନେତାନ୍ୟାହୁଙ୍କ ନିମନ୍ତ୍ରଣ: “ଆପଣ ସାରା ବିଶ୍ୱର…

ତେଲ୍ ଅଭିଭ୍: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ‘ଫ୍ଲାଇ ଦୁବାଇ’ର ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ୍ ମଚ୍ଛାରଙ୍କ ଅସାଧାରଣ ସାହସିକତାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଫୋନ୍‌ ମାଧ୍ୟମରେ ପ୍ରାୟ ୬ ମିନିଟ୍ କଥାବାର୍ତ୍ତା ବେଳେ ନେତାନ୍ୟାହୁ କହିଛନ୍ତି, "ଆପଣ କେବଳ ଭାରତ…

୧୦ ବର୍ଷ ବୟସରେ ମା’ଙ୍କୁ ହରାଇଲେ, ବର୍ଷକ ପରେ ପିତାଙ୍କୁ:ଏବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତି ରଚିଲେ ଇତିହାସ

ଜାପାନ: ଭାରତର ଯୁବ ରେସଲର ଅମନ ସେହରାୱତ ଏସିଆନ୍ ଗେମ୍ସ ୨୦୨୬ରେ ୫୭ କିଲୋଗ୍ରାମ ଫ୍ରି-ଷ୍ଟାଇଲ କୁସ୍ତି ବିଭାଗରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି। ଫାଇନାଲ ମ୍ୟାଚରେ ଉତ୍ତର କୋରିଆର ବିଶ୍ୱ ଚାମ୍ପିୟନ ହାନ ଚୋଙ୍ଗ ସଙ୍ଗଙ୍କୁ ପରାସ୍ତ କରି ସେ ଏହି ଐତିହାସିକ ସଫଳତା ହାସଲ…

ଫ୍ଲାଇଦୁବାଇ କୋ-ପାଇଲଟଙ୍କ ଆକ୍ରମଣ ଘଟଣାରେ କଣ କହିଲା ୟୁଏଇ?

ଦୁବାଇ: ଫ୍ଲାଇଦୁବାଇ ବିମାନରେ କୋ-ପାଇଲଟ୍ ନିଜର ମୁଖ୍ୟ ପାଇଲଟଙ୍କୁ ଜରୁରୀ କାଳିନ କୁରାଢ଼ିରେ ଆକ୍ରମଣ କରିବା ଘଟଣାକୁ ସଂଯୁକ୍ତ ଅରବ ଏମିରେଟ୍ସର ଆଟୋର୍ନୀ ଜେନେରାଲ ଏକ ‘ଆତଙ୍କବାଦୀ’ ଆକ୍ରମଣର ପ୍ରଚେଷ୍ଟା ବୋଲି ବର୍ଣ୍ଣନା କରିଛନ୍ତି। ସରକାରୀ ସମ୍ବାଦ ସଂସ୍ଥା ଅନୁଯାୟୀ, ଆଟୋର୍ନୀ ଜେନେରାଲ…

ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍

ମୁମ୍ବାଇ: ୨୦୨୭ ଅକ୍ଟୋବର ୭ରେ ଅଷ୍ଟ୍ରେଲିଆ ବିପକ୍ଷରୁ ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଏବଂ ଅକ୍ଟୋବର ୧୦ରେ ହାଇଭୋଲ୍ଟେଜ୍ ଭାରତ-ପାକିସ୍ତାନ ମହାମୁକାବିଲା ।ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ବହୁପ୍ରତୀକ୍ଷିତ ୨୦୨୭ ପୁରୁଷ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର…