Latest Odisha News

BREAKING NEWS

ଢାକା ବିଶ୍ୱବିଦ୍ୟାଳୟରେ ଫୋଟୋ ବିବାଦ: ବଙ୍ଗବନ୍ଧୁ ଆଉଟ୍, ଜିନ୍ନା ଇନ୍

ଢାକା : ଢାକା ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ଛାତ୍ର ସଂସଦ (ଡୁକ୍ସୁ/DUCSU) ସଂଗ୍ରହାଳୟର ପୁନଃଉଦ୍ଘାଟନ ପରେ ଏଠାରେ ପ୍ରଦର୍ଶିତ ଫଟୋଗ୍ରାଫ୍ ଓ ଐତିହାସିକ ତଥ୍ୟକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି। ସଂଗ୍ରହାଳୟରୁ ବାଂଲାଦେଶର ଜାତିର ଜନକ ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ବହୁ…

FATF ବୈଠକ ପୂର୍ବରୁ ପାକିସ୍ତାନର ନୂଆ ନାଟକ: ମସୁଦ ଅଜହର ଦେଶରୁ ଫେରାର

ଲାହୋର: ଆଗାମୀ ଅକ୍ଟୋବର ମାସରେ ଆର୍ଥିକ କାର୍ଯ୍ୟାନୁଷ୍ଠାନ ଟାସ୍କଫୋର୍ସ ବା FATFର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ପାକିସ୍ତାନ ନିଜକୁ ଗ୍ରେ-ଲିଷ୍ଟରୁ ବଞ୍ଚାଇବା ପାଇଁ ପୁଣି ଏକ ନୂଆ ନାଟକ ଆରମ୍ଭ କରିଛି। ପାକିସ୍ତାନର ସଂଘୀୟ ତଦନ୍ତକାରୀ ସଂସ୍ଥା (FIA) କୁଖ୍ୟାତ ଆତଙ୍କବାଦୀ ସଂଗଠନ…

ୟୁକ୍ରେନ ଯୁଦ୍ଧ: ବିଦେଶୀ ସୈନ୍ୟଙ୍କୁ ୧୬ ଲକ୍ଷ ଟଙ୍କାର ଅଫର୍ ଦେଲା ଋଷ

ମସ୍କୋ: ୟୁକ୍ରେନ୍ ବିପକ୍ଷରେ ଜାରି ରହିଥିବା ଯୁଦ୍ଧରେ ନିଜର ସୈନ୍ୟ ବଳ ବୃଦ୍ଧି କରିବା ପାଇଁ ରୁଷ୍ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସେନାରେ ଭର୍ତ୍ତି ହୋଇ ଯୁଦ୍ଧ ଲଢ଼ିବା ପାଇଁ ବିଦେଶୀ ନାଗରିକଙ୍କୁ ରୁଷ୍ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ଘୋଷଣା…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ହେୟାର ଷ୍ଟାଇଲ ଓ ମେକ ଅପ୍ ବାବଦରେ ଖର୍ଚ୍ଚ ହେଲା ୪.୪୯ କୋଟି ଟଙ୍କା

ଇସ୍ରାଏଲ : ୨୦୧୯ଠାରୁ ୨୦୨୬ ଅଗଷ୍ଟ ମଧ୍ୟରେ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀମାନଙ୍କ ହେୟାର ଷ୍ଟାଇଲିଂ, ମେକଅପ୍‌ ଏବଂ ଆନୁଷଙ୍ଗିକ ସରକାରୀ ପ୍ରତିନିଧିତ୍ୱ ବାବଦରେ ୪.୪୯ କୋଟି ଟଙ୍କା (ପ୍ରାୟ ୪ଲକ୍ଷ ୭୦,୦୦୦ ଆମେରିକୀୟ ଡଲାର) ଖର୍ଚ୍ଚ ହୋଇଥିବା ଏକ ସରକାରୀ ରିପୋର୍ଟରୁ ସାମ୍ନାକୁ ଆସିଛି।…

୧୯୯୮ରେ ଭାରତକୁ ଟାର୍ଗେଟ କରିବାକୁ ଯୋଜନା କରୁଥିଲା ଲାଡେନ

ନ୍ୟୁୟର୍କ:  ୯/୧୧ ଆମେରିକା ଆତଙ୍କବାଦୀ ଆକ୍ରମଣର ୨୫ ବର୍ଷ ପୂର୍ତ୍ତି ଅବସରରେ ଆମେରିକାର ଗୁପ୍ତଚର ସଂସ୍ଥା ସିଆଇଏ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ସାର୍ବଜନୀନ କରିଛି। ଏହି ରିପୋର୍ଟରୁ ଏକ ବଡ଼ ଖୁଲାସା ହୋଇଛି। ୧୯୯୮ ମସିହାରେ ଅଲ-କାଏଦା ମୁଖିଆ ଓସାମା ବିନ୍ ଲାଡେନ୍ ଭାରତ ସମେତ ବିଶ୍ୱର…

ବ୍ରିକ୍ସ୍ ସମ୍ମିଳନୀରେ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ବଲିଉଡ୍ ଅନ୍ଦାଜ୍

ନୂଆଦିଲ୍ଲୀ : ଆର୍ନ୍ତଜାତୀୟ ମଞ୍ଚରେ ଏବେ ବେଶ୍ ଚର୍ଚ୍ଚାରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ। ଭାରତ ମଣ୍ଡପମରେ ଆୟୋଜିତ ରାତ୍ରିଭୋଜନ କାର୍ଯ୍ୟକ୍ରମ ମଞ୍ଚରେ ଉପସ୍ଥିତ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଶ୍ୱର ବହୁ ପ୍ରତିଷ୍ଠିତ ନେତା। ଏହି ସମୟରେ ମାଲେସିଆ…

ଜି – ୨୦ରେ ପୁଟିନ – ଜେଲେନସ୍କି ସାକ୍ଷାତକାର ଅସମ୍ଭବ : କ୍ରେମଲିନ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସରେ ଆମେରିକାର ମିଆମିଠାରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ କୌଣସି ଦ୍ବିପାକ୍ଷିକ ସାକ୍ଷାତକାର ହେବାର ସମ୍ଭାବନାକୁ ସିଧାସଳଖ…

ଏସୀୟ କ୍ରୀଡ଼ା ପୂର୍ବରୁ ବଡ଼ ଖବର: ଦଳରୁ ବାଦ୍ ପଡ଼ିଲେ ଦିବ୍ୟାଂଶୀ ଚୌଧୁରୀ; ସୋସିଆଲ୍ ମିଡିଆରେ କାନ୍ଦି କାନ୍ଦି ଦେଲେ…

ରାଜସ୍ଥାନ: ବାପା-ମାଆ ମୋତେ କ୍ଷମା କରିଦିଅ...ମୁଁ ଜୀବନ ହାରିବାକୁ ଯାଉଛି । ଏସୀୟ କ୍ରୀଡ଼ାରୁ ବାଦ୍ ପଡ଼ିବା ପରେ ଭାବବିହ୍ବଳ ହେଲେ ଭାରତୀୟ ଖେଳାଳି, କହିଲେ- ‘ଏହା ମୋର ଶେଷ ଭିଡିଓ’ । ଏସୀୟ କ୍ରୀଡ଼ା ପାଇଁ ଦଳ ଚୟନକୁ ନେଇ ପୁଣି ଥରେ ବଡ଼ ବିବାଦ ସାମ୍ନାକୁ ଆସିଛି। ରାଜସ୍ଥାନର ଉଦୀୟମାନ…

ମୁମ୍ବାଇ କ୍ରିକେଟ୍ ଆସୋସିଏସନର ବଡ଼ ନିଷ୍ପତ୍ତି: ୫୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ଗଠନ

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସ୍ଥାନୀୟ ଏବଂ ତୃଣମୂଳ ସ୍ତରରୁ କ୍ରିକେଟର ବିକାଶ ତଥା କ୍ଲବଗୁଡ଼ିକର ଆର୍ଥିକ ସୁଦୃଢ଼ୀକରଣ ପାଇଁ ଏକ ଐତିହାସିକ ନିଷ୍ପତ୍ତି ଗ୍ରହଣ କରିଛି। ଏଥିପାଇଁ ଏମସିଏ ପକ୍ଷରୁ ୫୦୦ କୋଟି ଟଙ୍କାର ଏକ ବିଶାଳ ଅନୁଦାନ ପାଣ୍ଠି ବା କର୍ପସ ଫଣ୍ଡ ଗଠନ କରାଯିବ।…

ବନ୍ଦେ ମାତରମ୍ ବିବାଦ:କଂଗ୍ରେସ ଉପରେ ବର୍ଷିଲେ ଓମାର ଅବଦୁଲ୍ଲା

ଶ୍ରୀନଗର: ବନ୍ଦେ ମାତରମ୍ ଗାନକୁ ନେଇ ସହଯୋଗୀ ଦଳ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉପରେ ଶେଷରେ ମୁହଁ ଖୋଲିଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। କଂଗ୍ରେସକୁ କଡ଼ା ସମାଲୋଚନା କରି ସେ ପ୍ରଶ୍ନ କରିଛନ୍ତି, "କଂଗ୍ରେସ କ'ଣ ଚାହୁଁଛି ଯେ…