ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର…
(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ)
ଶ୍ରୀଜଗନ୍ନାଥ । ସେ ସମସ୍ତଙ୍କର। ସାରା ଜଗତର । ସେ ଏମିତି ଠାକୁର,ଯାହାଙ୍କୁ ଆଖି ପାଏ ନାହିଁ । ଆଖି ପାଏ ନାହିଁ ବୋଲି ସେ ଅନନ୍ତ । ସେ ଆକାଶଠାରୁ ଆହୁରି ବିସ୍ତୃତ, ସମୁଦ୍ରଠାରୁ…