Latest Odisha News

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାହୁରେଖା ଲାଗି ଅନୁଷ୍ଠିତ

ଆଜି ପବିତ୍ର ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷାପଞ୍ଚମୀ ବା ରେଖାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କୁ ସୁବର୍ଣ୍ଣ ରାହୁରେଖା ଲାଗି କରାଯାଏ । ଯେଉଁ ରତ୍ନଚିତା ଓ ସ୍ୱର୍ଣ୍ଣ ରାହୁରେଖା ସ୍ନାନପୂର୍ଣ୍ଣିମା ରାତିରେ ଅଣସର ଘରେ…

ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି..

''ସୁଦ୍ଧ ସ୍ପଟିକ ପ୍ରାୟେକ ତନୁ ବର୍ଣ୍ଣ ଶଙ୍ଖ ଆକାର କୁଣ୍ଡଳ ବେନି କର୍ଣ୍ଣ ।। ଶିରେଶ ସପତ ଅହରି ମୁକୁଟ ମୁକୁତା କଦମ୍ବ ହାର ଶୋହେ କଣ୍ଠତଟ ।।'' ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରା ଯାଇଥାଏ । ଏହି ପବିତ୍ର ଜନ୍ମୋତ୍ସଵ…

ଆଜି ପବିତ୍ର ହରିଶୟନ ଏକାଦଶୀରେ ମହାପ୍ରଭୁଙ୍କ ଶୟନ ନୀତି

ଚଳିତ ବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ହରିଶୟନ ଏକାଦଶୀ (ବଡ ଏକାଦଶୀ) ପାଳନ ହୋଇ ନାହିଁ । ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପବିତ୍ର ହରିଶୟନ ଏକାଦଶୀ ନୀତି ପାଳନ ହେବ । “ ନୀଳାଦ୍ରି ମହୋଦୟ ” ର ସଂଗୃହିତ ... ଚାତୁର୍ମାସ୍ୟାନ୍ତରେ ରାଜନ୍ ମାସବୃଦ୍ଧିର‌୍ୟଥାଭବେତ୍…

ଆଜି ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା, ସାତ ଦିନ ଧରି ହେବ ପାଳନ

ଝୁଲଣ ଯାତ୍ରା ଅବସରରେ କୁମାର ଭୀମସେନଙ୍କ ସ୍ୱତନ୍ତ୍ର ଉପସ୍ଥାପନା ଶ୍ରୀମନ୍ଦିରରେ ପାଳିତ ତ୍ରୟୋଦଶ ଯାତ୍ରା, ଉପଯାତ୍ରା ତଥା ଉତ୍ସବାଦି ମଧ୍ୟରେ ଝୁଲଣ ଯାତ୍ରା ଏକ ପ୍ରମୁଖ ଯାତ୍ରା ଅଟେ । ଏହି ଯାତ୍ରା ସାତ ଦିନ ବ୍ୟାପୀ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ବିଭିନ୍ନ ମଠ ଓ ଆଶ୍ରମରେ ଅନୁଷ୍ଠିତ…

ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ଜୟନ୍ତୀ ଉପଲକ୍ଷେ ..

ମହାନ୍ ସାରସ୍ଵତ ସାଧକ, କାଳଜୟୀ ସୃଷ୍ଟି ରାମ ଚରିତ ମାନସ ସ୍ରଷ୍ଟା ଗୋସ୍ୱାମୀ ସନ୍ଥ ତୁଳସୀ ଦାସଙ୍କ ଜୟନ୍ତୀରେ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଗୋସ୍ୱାମୀ ତୁଳସୀ ଦାସଙ୍କର ସବୁଠାରୁ ବଡ଼ କୃତି ହେଉଛି ହନୁମାନ ଚାଳିସା । ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ…

ଆଜି ଚିତାଲାଗି ଅମାବାସ୍ୟା : ମହାପ୍ରଭୁଙ୍କୁ ଲାଗିହେବ ସ୍ଵର୍ଣ୍ଣ ଏବଂ ରତ୍ନ ଚିତା

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଶ୍ରୀମନ୍ଦିରରେ ଶ୍ରାବଣ ଅମାବାସ୍ୟା ଦିନ ଅର୍ଥାତ ଆଜି ଚିତା ଲାଗି ଅମାବାସ୍ୟା ନୀତି ପାଳିତ ହୋଇଥାଏ । ଏହି ଦିନ ମହାପ୍ରଭୁଙ୍କ ସ୍ଵର୍ଣଚିତା ଲାଗି ହୋଇଥାଏ । ହୀରା ଲୀଳା ଏବଂ…

ଶ୍ରୀଜଗନ୍ନାଥ ଚେତନା …

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀଜଗନ୍ନାଥ ଏକ ଚେତନାର, ଚିନ୍ତାସାଗର, ସଂସ୍କୃତିର ସଂକେତ । ବିଶ୍ୱପ୍ରେମ, ଶାନ୍ତି, ସାମ୍ୟ, ମୁକ୍ତି ଓ ଅନନ୍ତ ବ୍ୟାପ୍ତିର ପ୍ରତୀକ । ସେ ଜଗତର ନାଥ ଅର୍ଥାତ୍, ଅସୀମ…

ପରମବ୍ରହ୍ମ ଶ୍ରୀଜଗନ୍ନାଥ…

''ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ'' ନୀଳାଚଳ ନିବାସୀ, ନିତି ଆନନ୍ଦ ଲୀଳାରେ ମଗ୍ନ ଥିବା ଜୀବ ପରମ ତତ୍ତ୍ୱର ସାକାର ନିରାକାର ପୂର୍ଣ୍ଣବ୍ରହ୍ମ ଏହି ଦିବ୍ୟ ବ୍ରହ୍ମଦାରୁ ବିଷୟରେ ସମ୍ୟକ ଶାସ୍ତ୍ରୀୟ ମତ । ଶ୍ରୀଜୀଉଙ୍କର ପୂଜାର୍ଚ୍ଚନାରେ…

ପୋଡ଼ିଗଲା ପାଦ, ଛିଣ୍ଡିଗଲା କାନ୍ଧ; ବିସ୍ମୟ ଠାକୁରଙ୍କ ରଥ ଟାଣିନେଲେ ସେବକ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ରାତିରେ (ରଥଯାତ୍ରା ପୂର୍ବଦିନ) ଆଖିକୁ ମୋର ନିଦ ନାହିଁ, ତମକୁ ବି ନିଦ ନାହିଁ, ତମେ  ଜନ୍ମବେଦିକୁ ଯାତ୍ରା କରିବ ଆଉ ତୁମ ଭକ୍ତକୁ   ନିଦ ନାହିଁ, ମୁଁ ତୁମକୁ ଦେଖିବି, ନା ...…

ଜନ୍ମବେଦୀରେ ଶ୍ରୀଜଗନ୍ନାଥ: ଜାଣନ୍ତୁ, ଶରଧାବାଲି ପଛରେ ଥିବା କିମ୍ବଦନ୍ତୀ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶରଧାବାଲି ପୁରୀ ବଡ଼ଦାଣ୍ଡର ଅଂଶ ବିଶେଷ । ପୁରାତନ କାଳରେ ପୁରୀ ମାଳିନୀ ନଦୀକୁ ପୋତି ଗୁଣ୍ଡିଚା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିରକୁ ଏକ ସିଧା ରାସ୍ତା ସଂଯୋଗ ସକାଶେ ବାଲି ପକାଇ…