Latest Odisha News

BREAKING NEWS

ପବିତ୍ର ପର୍ବ ମହାଶିବରାତ୍ରୀ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଭଗବାନ ଆଶୁତୋଷ ଶଙ୍କରଙ୍କର ସମସ୍ତ ପର୍ବ ବା ବ୍ରତମାନଙ୍କ ମଧ୍ଯରେ ଶିବରାତ୍ରି ବ୍ରତ ଶ୍ରେଷ୍ଠ ବୋଲି କୁହାଯାଇଅଛି । ଶିବରାତ୍ରି ଶବ୍ଦର ଅର୍ଥ ହେଉଛି - ଶିବଙ୍କର ପ୍ରିୟରାତ୍ରି (ଶିବପ୍ରିୟା ରାତ୍ରିଃ) ଅର୍ଥାତ୍ ଶିବ ଚତୁର୍ଦ୍ଦଶୀ । ଶିବରାତ୍ରି ବ୍ରତ…

ମନୋଜ ମନୋଜ୍ଞ ପୃଥିବୀର ବିଷ୍ଣୁ ଶର୍ମା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପ୍ରଜ୍ଞା ପୁରୁଷ, ବାଗ୍ମୀ ପୁରୁଷ, ଯୁଗ ଶତାବ୍ଦୀ ପୁରୁଷ, ବିଶ୍ୱ ପୁରୁଷ ମନୋଜ ଦାସ, ଓଡ଼ିଆ ସାହିତ୍ୟ ଜଗତରେ ନୁହଁନ୍ତି କି ଭାରତୀୟ ସାହିତ୍ୟ ଜଗତରେ ନୁହଁନ୍ତି ସେ ଅନ୍ତର୍ଜାତୀୟ ସାହିତ୍ୟ ଜଗତର ଜଣେ ଶ୍ରେଷ୍ଠ ମନୋଜ୍ଞ ପୁରୁଷ । କହିବାର ଅର୍ଥ ବିଶ୍ୱର…

ସ୍ୱର ସାମ୍ରାଜ୍ଞୀ ଲତା ଅମର ରହେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ପରଲୋକରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ସମସ୍ତଙ୍କ ପାଇଁ ଅବିଶ୍ବାସ ହେଲେ ବି ସତ ଥିଲା । ରବିବାର ସକାଳ ୮ଟାରେ ଲତା ମଙ୍ଗେସକରଙ୍କ ଦେହାନ୍ତ ଭାରତକୁ ଅଶ୍ରୁସିକ୍ତ କରିଛି । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ତାର କୋକିଳ କଣ୍ଠ ସୁର ସାମାଜ୍ଞୀ…

ଗାନ୍ଧୀନୀତି ପ୍ରଗତିର ଆଢ଼ୁଆଳେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଦକ୍ଷିଣ ଆଫ୍ରିକାରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦୀର୍ଘ ଏକୋଇଶ ବର୍ଷ ରହିବା ସମୟରେ ୧୯୦୩ ରୁ ୧୯୧୩ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ରହିଥିଲେ । ସେଠାରେ ସେ ହେନେରୀ ପୋଲକ୍ଙ୍କୁ ଭେଟିଥିଲେ । ସେତେବେଳେ ହେନେରୀ ଏକ ପ୍ରତିଷ୍ଠିତ 'ସମାଲୋଚନା' ମୂଳକ…

ଉତ୍କଳୀୟ ଆଧ୍ୟାତ୍ମିକ ଚେତନାରେ ଧାନମାଣିକା

 ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ 'ପର୍ବପର୍ବାଣୀ' ପର୍ବ ବହୁଳ ଉତ୍କଳରେ ମାର୍ଗଶୀର/ପୁଷ ମା‌ସର 'ମାଣବସା ଗୁରୁବାର' ଏକ ବିଶିଷ୍ଟ ପର୍ବ । ଓଡ଼ିଆ ଘରଣୀର ଧନର ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀଙ୍କ ପୂଜା ଆରାଧନାର ପ୍ରକୃଷ୍ଟ ସମୟ । ଲକ୍ଷ୍ମୀ ପୁରାଣ ବର୍ଣ୍ଣିତ ଶ୍ରୀୟା ଚଣ୍ଡାଳୁଣୀର ଚରିତ୍ର…

ଆଲୋକର ପର୍ବ ଦୀପାବଳି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଦୀପାବଳି ଭାରତୀୟମାନଙ୍କର ଏକ ଆଲୋକର ପର୍ବ । ଏହି ପର୍ବ ଅକ୍ଟୋବରର ଅଧାରୁ ନଭେମ୍ବର ଅଧା ଭିତରେ ପଡ଼ିଥାଏ । ହିନ୍ଦୁମାନେ ଏହାକୁ ଏକ ମୁଖ୍ୟ ପର୍ବ ଭାବେ ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରନ୍ତି । ରଙ୍ଗିନ୍ ସାଜସଜ୍ଜା ସହ ଦୀପାବଳିରେ ଜଳୁଥିବା…

ବିଶ୍ୱପ୍ରାଣ ଉତ୍କଳମଣି 

ଉତ୍କଳମଣିଙ୍କ ଜୟନ୍ତୀ ଉପଲକ୍ଷେ ........ ବିଶ୍ୱହିତେ  ଦୀନ,  ଦୁଃଖୀ,  ରଙ୍କୀର  ଆଖି  ଲୁହ  ଯାହାଙ୍କୁ  ବ୍ୟଥା  ମୂର୍ଚ୍ଛିତ   କରେ,  ଦଧିଚୀ  ଭଳି  ଯେ  ଆତ୍ମବଳୀ  ଦେଇଥିଲେ,  ସେ  ହେଉଛନ୍ତି  ଉତ୍କଳର  ଚଳନ୍ତି  ଦେବତା,  ଦୀନ  ଦରିଦ୍ରର  ବନ୍ଧୁ  ଉତ୍କଳରମଣି ଗୋପବନ୍ଧୁ  ଦାସ  । …

ପୂଜ୍ୟା ମା’ ମନୋରମା

ପୂଜ୍ୟା ମା' ମନୋରମାଙ୍କ ଅବର୍ତ୍ତମାନରେ ସ୍ମୁତି ଚାରଣ ସବୁ ବିଶେଷଣ ଉର୍ଦ୍ଧ୍ବରେ ଯେ ସେ ମା' । ମା' ମଧୁର ଶବ୍ଦ, ଯାହାର ତୁଳନା ନାହିଁ । ସ୍ୱତଃ ମା' ଉଚ୍ଚାରଣ ହୋଇଯାଏ ସେତେବେଳେ ଯେତେବେଳେ ସ୍ନେହ, ମମତାର ଡୋରିରେ ଜଣେ ମା' ନିକଟରେ ଜଣେ ବାନ୍ଧି ହୋଇଯାଏ । ତାଙ୍କର ପ୍ରେରଣା,…

ଜ୍ଞାନଦାତା ଶ୍ରୀଗଣେଶାୟଂ

ଓଁ ନମୋ ଗଣେଶାୟ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୃ !  ସର୍ବବିଘ୍ନ ନିହତ୍ୟାଶୁ ସର୍ବସିଦ୍ଧ ପ୍ରଦୋଭବ ।" ପବିତ୍ର ଗଣେଶ ପୂଜା ଉତ୍କଳରେ ନୁହେଁ, ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ସମଗ୍ର ଭାରତ ବର୍ଷରେ ପାଳିତ ହେଉଛି । ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୃ ଗଣନାଥ…