Latest Odisha News

ଦେଶରେ ଦରଦାମ ନିୟନ୍ତ୍ରଣର ଚିତ୍ର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ କାରର ମୂଲ୍ୟ ହ୍ରାସ ପାଉଛି । ଏହାର ଏକ ପ୍ରଭାବ ହେଉଛି ବଜାରରେ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେଉଛି । କିଛି ଦିନ ପୂର୍ବରୁ, ଯଦି ଆପଣ ଏକ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ସହିତ ବଜାରକୁ ଯାଆନ୍ତି, ତେବେ ଆପଣ ଚାଉଳ -…

ଦେଶଦ୍ରୋହ ଆଇନର ଅପବ୍ୟବହାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟର ରୋକ୍

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଗତ ବର୍ଷ ଅକ୍ଟୋବର ୨୬ରେ, କାଶ୍ମୀରର ତିନିଜଣ ଛାତ୍ରଙ୍କୁ ଆଗ୍ରାରୁ ଗିରଫ କରାଯାଇଥିଲା । ସେଡିସନ ଆକ୍ଟ ଅନୁଯାୟୀ ସେମାନଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା । ଭାରତ-ପାକିସ୍ତାନ ଟି -୨୦ କ୍ରିକେଟ୍ ମ୍ୟାଚ୍ ସମୟରେ ଏହି ତିନି ଛାତ୍ର ପାକିସ୍ତାନ…

ସଙ୍ଗୀତମୟ ଜୀବନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଯେତେବେଳେ ମଣିଷ ବଣ ଜଙ୍ଗଲରେ ରହୁଥିଲା, ସେତେବେଳେ ଧାତୁ ବାସନକୁ ପିଟିବା କିମ୍ବା ଗଛର ଡାଳରେ ଡାଳ ପିଟି ହେବା ଦ୍ୱାରା ଶବ୍ଦ ଶୁଭେ । ଏପରିକି ବର୍ଷାର ଘଡଘଡି ଶବ୍ଦ ଦ୍ଵାରା କାନ ପ୍ରକମ୍ପିତ ହୋଇଥିବ । ବୋଧହୁଏ ଏହି କ୍ରମରେ ସଂଗୀତର ଗୀତଗୁଡ଼ିକ…

ପରମାଣୁ ଅସ୍ତ୍ର ବିଶ୍ୱ ଧ୍ୱଂସର କାରଣ ହୋଇପାରେ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେବଳ ନୂତନ ସଭ୍ୟତାର ହିସାବ ଦର୍ଶାଉଛି ଯେ ପ୍ରତ୍ୟେକ ପ୍ରମୁଖ ବିବାଦ କେବଳ ଇତିହାସ ନୁହେଁ ; ଧ୍ୱଂସ ଏବଂ ସୃଷ୍ଟି ସହିତ ବିଜଡ଼ିତ ହୋଇ ରହିଛି । ଅନେକ ସାମାଜିକ-ରାଜନୈତିକ ସମୀକରଣକୁ ମଧ୍ୟ ପରିବର୍ତ୍ତନ କରିଥାଏ । ବିଶେଷକରି ଯେତେବେଳେ ଅସ୍ତ୍ରଶସ୍ତ୍ର…

ସ୍ମୁତିରେ କମଳ ଦେଶ ରାଜକୁମାର

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଓଡ଼ିଆ ସଂସ୍କୃତି ପରମ୍ପରାର ଓଡ଼ିଆର କୋଟି ଜନତାଙ୍କ ହୃଦୟର ସମ୍ରାଟ କମଳ ଦେଶର ରାଜକୁମାର , ଜଗନ୍ନାଥ ପ୍ରେମୀ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କର ତେୟାଅଶୀ ବର୍ଷରେ ପରଲୋକ ଘଟିଛି । ଯାହାଙ୍କ ଅବର୍ତ୍ତମାନରେ ସାରା ସଂଗୀତ ଓ ଚଳଚ୍ଚିତ୍ର ଜଗତ…

ପାରମ୍ପରିକ ନୀତିରେ ମହା ବିଷୁବ ସଂକ୍ରାନ୍ତି

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଭାରତବର୍ଷରେ ବର୍ଷଗଣନା ସୌରମାସ ସଂକ୍ରାନ୍ତିଠାରୁ ଆରମ୍ଭ ହେଉଥିବା ବେଳେ ଚାନ୍ଦ୍ରମାସ ପୂର୍ଣ୍ଣମୀଠାରୁ ହୋଇଥାଏ । ବୈଶାଖ ମାସର ସଂକ୍ରାନ୍ତିକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥିବୀର କ୍ରାନ୍ତି ପଥକୁ ୧୨ ଭାଗ ବା ୧୨ ମାସ କିମ୍ବା ୧୨ ରାଶିରେ…

ଓଡ଼ିଆ ଭାଷା ଆନ୍ଦୋଳନର ଆଦ୍ୟ କଥନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଉନବିଂଶ ଶତାବ୍ଦୀର ଆରମ୍ଭ କାଳରେ ଇଂରେଜମାନଙ୍କ ଓଡ଼ିଶା ଭୂଖଣ୍ଡକୁ ଅକ୍ତିଆର କରିବା ସହିତ ଶାସନାଧୀନ କରିବାରେ ସଫଳ ହୋଇଥିଲେ । ସେହି ସମୟରେ ଏକ ସ୍ୱତନ୍ତ୍ର ଅଞ୍ଚଳ ରୂପେ ଓଡ଼ିଶାର ସ୍ଥିତି ସେଭଳି କିଛି ନଥିଲା । ବିଶେଷ କରି ଗଞ୍ଜାମ, କୋରାପୁଟ ଓ…

ଅନ୍ତର୍ଦ୍ୱନ୍ଦ୍ୱରେ କାଶ୍ମୀର ଫାଇଲ୍ସ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ନିକଟରେ ରିଲିଜ୍ ହେଇଛି 'ଦି କାଶ୍ମୀର ଫାଇଲ୍ସ' ସିନେମା । ସିନେମାଟି ନିଚ୍ଛକ ସତ୍ୟ ଘଟଣା ଉପରେ ଆଧାରିତ । ଏଥିରେ ରହିଛି ଦଳେ କ୍ରୁର, ହିଂସ୍ର ରାକ୍ଷସ କିଭଳି ଦାଦାଗିରି କରି ଲକ୍ଷାଧିକ କାଶ୍ମୀରୀ ପଣ୍ଡିତମାନଙ୍କ ଉପରେ ଦମନ ଲୀଳା ଚଳେଇ ତାଙ୍କୁ ନିଜ…

ଏକତାର ପର୍ବ ରଙ୍ଗ ମହୋତ୍ସବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଧରାପୃଷ୍ଠକୁ ଋତୁରାଜ ବସନ୍ତର ଆଗମନ । ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ବସନ୍ତ । ମୃଦୁ ମଳୟ , ଦୂର ଦିଗନ୍ତରେ ନାଲି ନେଳି କିଶଳୟ ହସ, ସୋରିଷ ଫୁଲର ଲହଡ଼ି, ସୁମନ ସୁରଭିତ ବାସ୍ନା ଦିଗ ଚହଟାଇ ପ୍ରକୃତିର ଜୟ ଗାନ କରୁଥିବା ବେଳେ…

ୟୁକ୍ରେନ-ରୁଷ ଯୁଦ୍ଧରେ ଭାରତର ଭୂମିକା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ୟୁକ୍ରେନ ଉପରେ ରୁଷର ସାମରିକ ଆକ୍ରମଣର ଭୟଙ୍କର ରୂପ ନେଲାଣି । ଆମେରିକା ଓ ନାଟୋ ନେତୃତ୍ୱାଧୀନ ସଂଗଠନରେ ଜଡିତ ଦେଶ ରୁଷ ସହିତ ବୁଝମଣା କରିବାରେ ବିଫଳ ହେବା ପରେ ଯୁଦ୍ଧ ବଢ଼ିଯାଇଛି । ଶେଷରେ, ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ଆଗେଇ ଆସିଛି ।…