ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି
ଆବେଗର ଡେଣା
ଆଖି ବନ୍ଦ କଲେ ଉଜ୍ଜ୍ଵଳ ରଙ୍ଗର ଆଲୋକ ହିଁ ଭରି ରହିଥାଏ ସେହି ନିର୍ଜୀବ ଦୁନିଆଁରେ ଯେଉଁଠି ତୁମେ ଅଛ । ଆଖି ଖୋଲା ରଖିଲେ ସାମ୍ନାରେ ଥାଏ ସଫେଦ ନୀଳରଙ୍ଗୀ ଆକାଶର ଆସ୍ତରଣ ଯେଉଁଠି ମୋ' କଳ୍ପନାର ବିଚରଣ । ଟିକେ ତଳକୁ ଝୁଙ୍କେଇ ନେଲେ ଆଖି ଦେଖାଯାଏ ମୋର ପାଦତତଳର ମାଟି…