Latest Odisha News

BREAKING NEWS

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଆବେଗର ଡେଣା  ଆଖି ବନ୍ଦ କଲେ ଉଜ୍ଜ୍ଵଳ ରଙ୍ଗର ଆଲୋକ ହିଁ ଭରି ରହିଥାଏ ସେହି ନିର୍ଜୀବ ଦୁନିଆଁରେ ଯେଉଁଠି ତୁମେ ଅଛ । ଆଖି ଖୋଲା ରଖିଲେ ସାମ୍ନାରେ ଥାଏ  ସଫେଦ ନୀଳରଙ୍ଗୀ ଆକାଶର ଆସ୍ତରଣ ଯେଉଁଠି ମୋ'  କଳ୍ପନାର  ବିଚରଣ । ଟିକେ ତଳକୁ  ଝୁଙ୍କେଇ ନେଲେ ଆଖି ଦେଖାଯାଏ ମୋର ପାଦତତଳର ମାଟି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ହତ୍ୟାକାରୀ  ପ୍ରଥମେ ଦେଖିଥିଲି ତତେ ଦାଣ୍ଡପଟକୁ ଲାଗିଥିବା ଗ୍ରୀଲ ଉହାଡ଼ରେ । ଆତଙ୍କରେ କି ସୁରକ୍ଷାର ଲୋଭରେ ତୁ ତୋର କୁନି ମୁହଁକୁ ଥରି ଯାଉଥିବା ଦେହର ବେଢଣି ମଧ୍ୟରେ ଲୁଚେଇ ରଖିବାକୁ ଚେଷ୍ଟା କରୁଥିଲୁ । ଠାଏ ଠାଏ ରୁମ ଉଲୁରି ଯାଇଥିବା ଦେହ ଓ ମୁହଁରେ ଆଙ୍କିଦେଲା ଭଳି ଧଳାରଙ୍ଗର…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ପ୍ରସାରିତ ଅସ୍ମିତା  ଜୀବନର ଗୌଣ ସତ୍ତା କଳ୍ପନାରେ ବ୍ୟାପି ଯାଏ ସାରାଟା ଆକାଶ । ଏମିତି ଗୋଟେ ଧାଡି଼ ବୋଧହୁଏ ଭାବି ପାରିଥିଲା ମୋ ବାଳୁତ ମନ ଭାବନାକୁ ଗଣ୍ଠିଲି କରି ବାନ୍ଧି ପାରୁନଥିବା କେଉଁ ଏକ କନକନିଆ ପିଲାଦିନେ । ଛଅ କି ସାତ ବର୍ଷ ବୟସରେ ସ୍ବପ୍ନଟେ ଦେଖିଥିଲି ଗୋଧୂଳି ଆକାଶକୁ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଚିତ୍ରିତ ଅନ୍ୟମନସ୍କତା  ବିଭକ୍ତ ଦିନର ଆକାରରେ ତୁମେ ଯେତିକି ରୂପାନ୍ତରିତ ହୁଅ ସେତିକି ଶକ୍ତ ଓ ଶୀତଳ ଲାଗ ରାତିର ଆୟୁଷରେ। ବିଷାଦ ଦେଉଥିବା ଅନ୍ଧାର ଚିରି ଆଜିକାଲି ଆକାଶରେ ମୋତେ ଦିଶୁଛି କରୁଣାମୁଦିତା ଏକ ବିଶାଳକାୟ ପକ୍ଷୀ । ସକାଳ ସୂର୍ଯ୍ୟର ସୁବର୍ଣ୍ଣରେ ମୁଁ କିନ୍ତୁ ଦେଖି…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅନୁରାଗ ଅନ୍ତରାଳେ ଅସରନ୍ତି ଚେଷ୍ଟାରେ ଅଛି ତୁମ ସତ୍ତାକୁ ବାସ୍ତବ ରୂପ ଦେଇ ପରିପୂର୍ଣ୍ଣତାର ବିଭୋରତାକୁ ଆତ୍ମସ୍ଥ କରିବାକୁ ।ଈଶ୍ୱରଙ୍କୁ ଖୋଜିବାର ବ୍ୟାକୁଳତା ନେଇ ବାଳକ ଧ୍ରୁବ ଯେଉଁଭଳି ଛୁଇଁ ଛୁଇଁ ଯାଉଥିଲା ହିଂସ୍ର ବନ୍ୟପ୍ରାଣୀଠାରୁ କାଳଖଣ୍ଡକୁ ଜାବୁଡି ଧରିଥିବା ମହାଦ୍ରୁମ ଯାଏଁ…

ପଞ୍ଜୁରି

ପଞ୍ଜୁରି ମାନମୟୀ ରଥ ଆମେ ଶିଖିବା ବନ୍ଦ କରିଥିବା ଶିକ୍ଷକ ଉଚ୍ଚାକାଂକ୍ଷୀ ଅଭିଭାବକ ଗଢିପାରୁକି ପିଲାମାନଙ୍କୁ ? ଆମେ ଚାହିଁ ରହୁ ଓ ଈର୍ଷା କରୁ ସେମାନଙ୍କ ସ୍ମିତକୁ ଓ ବିସ୍ମୟଵୋଧକୁ । ଆମେ ଅସହଣୀ ହୋଇ ଚାହୁଁ ସେମାନଙ୍କ ମୁହଁର ଫୁଲକୁ । ଆମ ଅନୁଷ୍ଠାନ ଓ ପରିବାରରେ ସେମାନେ…