Latest Odisha News

ଚାଲ, ଚନ୍ଦ୍ରର ଖଣି ସମ୍ପତ୍ତି ଚଳୁ କରିବା !

ମାୟାଧର ନାୟକଙ୍କ ସ୍ତମ୍ଭ ‘ଶବ୍ଦ ତୂଣୀର’ ଏବେ ଚନ୍ଦ୍ରରେ ଅମ୍ଳଜାନର ସନ୍ଧାନ ମିଳିଲାଣି ବୋଲି ଚନ୍ଦ୍ରାୟନ-୩ ଜରିଆରେ ‘ଇସ୍ରୋ’ କହୁଛି । ସେଠାକୁ ଯାଇ ଖଣିଖୋଳିଲେ ମୃତ୍ୟୁ ହେବନି । ସେହି ଚନ୍ଦ୍ରର ଦକ୍ଷିଣମେରୁରେ ଗନ୍ଧକ (ସଲଫର), ଆଲୁମିନିୟମ୍‍, କ୍ୟାଲସିୟମ୍‍, ଲୌହ, କ୍ରୋମିୟମ୍‍ ଓ…

ଟଙ୍କା ଖାଇ ଗୋଡ଼ାଏ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ‘ଟଙ୍କା ମୁହଁ କରିଦିଏ ବଙ୍କା’ । ଏ ପ୍ରବାଦଟି କେବେଠୁ ଗଡିଆସୁଛି । ଟଙ୍କା କେବଳ ଏକ ମାଧ୍ୟମ । କାଗଜରେ ଛପାଟଙ୍କା କି ଧାତୁରେ ତିଆରି ଟଙ୍କାପଇସାମାନେ ସବୁବେଳେ ଚାହାଁନ୍ତି – ଏ ପକେଟରୁ ସେ ପକେଟ ଏ ମୁଣିରୁ ସେ ମୁଣି ଏ ଆଲମାରିରୁ ସେ…

ବୈଚିତ୍ର୍ୟମୟ ବିଜୁ ପଟ୍ଟନାୟକ 

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଗଣତନ୍ତ୍ରର ସେ ଥିଲେ ଗଣ୍ୟମାନ୍ୟ ରଣହୁଂକାରୀ ରାଜନେତା । ଜନତାର ଜୟଜୟକାର ଥିଲା ତାଙ୍କ ତୁଙ୍ଗ ରାଜନୈତିକ ସଂଗ୍ରାମୀ ଜୀବନର ସଂକଳ୍ପବଦ୍ଧ ସ୍ୱର । ସେ ସ୍ୱର ସବୁଠି ସ୍ପଷ୍ଟ, ଶାଣିତ, ସାହସିକ, ସାଗ୍ନିକ । ଅନେକେ ଆକ୍ଷେପ କରନ୍ତି…

ବିକଳ୍ପ ବଜେଟ୍‍ ବାବଦରେ ବିହିତ ବିଚାରଭିତ୍ତିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବେ କି ରାଜ୍ୟ ସରକାର ?

ଭୁବନେଶ୍ୱର: ଭାରତର ଧନୀରାଜ୍ୟ ଓଡ଼ିଶା । ଲୋକେ କିନ୍ତୁ ଦିନ ଦରିଦ୍ର । ଦି’ଓଳା ଦି’ମୁଠା ପେଟପୁରା ଖାଇବା ସାତସପନ । କ’ଣ ନାହିଁ ଓଡିଶାରେ – ଯାହାର ମାଟିତଳେ, ମାଟିଉପରେ ଅଜସ୍ର ଖଣିଜ ସମ୍ପଦ, ହୀରା, ମୋତି, ମାଣିକ, ସୁନାପଥର, ୟୁରାନିୟମ, କୋଇଲା, କ୍ରୋମାଇଟ୍‍, ଲୁହାପଥର, ମାଙ୍ଗାନିଜ୍‍,…

ଓଡ଼ିଶା : ଧନକୁବେରଙ୍କ ହସ୍ତ ମୁଦିମାହାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଗଞ୍ଜମବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଟାଟା କମ୍ପାନୀକୁ ମାଗଣାରେ ଗୋପାଳପୁର ଶୀତଳାପଲ୍ଲୀ ଠାରେ ଜମି ୨୦୧୪ରେ ଯୋଗାଇଦେଇଥିଲେ । ଦୀର୍ଘ ୮ ବର୍ଷ ହେଲା ସେ ଜମିରେ ଟାଟା କୋଠାବାଡି, ହସ୍‍ପିଟାଲ ପାଇଁ…

ଦେଶର ବଜେଟ : ଗୁଳି ଆଉ ଶୂଳୀର ବଜେଟ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ରାତ୍ର ୧୨, ରକ୍ତନଦୀରେ ଜୋର୍‍ଦାର୍‍ ଜୀବନ ଜୁଆର । ଅଗଷ୍ଟ ୧୫.... ମଶାଲ ଲିଭିଯିବା ପରେ ଘଣ୍ଟା କଣ୍ଟା ପାଖରେ କିନ୍ତୁ ଅଣ୍ଟା ନୂଆଁଇ ଦେଇଛି ମୁକ୍ତିର ମିନିଟ୍ । ଘଣ୍ଟା କଣ୍ଟା ଘାଏଲ ହୋଇଛି ସ୍ୱପ୍ନର ସେକେଣ୍ଡ୍ । ରାଜନେତାମାନଙ୍କ…

ଶପଥ ହିଁ ସମାଧାନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ମାୟାଧର ନାୟକଯେଉଁଠି ଭୋକ ଆଉ ରୋଗ ନଥିବ, ସେଇଭଳି ପୃଥିବୀ ଆବଶ୍ୟକ । ଭୋକ, ରୋଗ ଏ ଧରଣୀବକ୍ଷରୁ ପୋଛିଦେବାକୁ ହେବ । ଆମ ପ୍ରିୟ ବିଶ୍ୱର ବିଜ୍ଞାନ ଏଯାବତ୍‍ ସେଭଳି ପରମାଣୁ ବୋମା ତିଆରି କରିପାରିନି, ଯାହା ଏ ଦୁଇ ଛୋଟ ଅଥଚ ସବୁଠୁ ବଡ…

ବିନା ବ୍ୟୟରେ ବ୍ୟାଧିର ବିନାଶ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଏଇ ଆଠଶହ କୋଟି ଜନସଂଖ୍ୟା ପୃଥିବୀର ସମସ୍ତ ଜନଗଣ ଚାହାଁନ୍ତି – ରୋଗମୁକ୍ତ, କ୍ଷୁଧାମୁକ୍ତ, ପାପମୁକ୍ତ ସମାଜ । ଏ ତିନୋଟି ମହା ଶକ୍ତିଶାଳୀ ଶଦ୍ଧ ରୋଗ, କ୍ଷୁଧା, ପାପ ଯେଉଁଦିନ ବିନାଶ ହେବ – ସେଦିନ ଜାଣିବ ସମଗ୍ର ବିଶ୍ୱରେ ଶାନ୍ତି, ସୁଖ,…

ମାରକ ମୂଲକ : ମହାମାରୁ ମାହାଳିଆ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଙ୍କ ମାର୍ଫତ୍‍ ଦେଶରେ ଥିବା ୮୧ କୋଟି ୩୦ ଲକ୍ଷ ଗରିବଙ୍କୁ ୨୦୨୩ ଡିସେମ୍ବର ମାସ ଯାଏଁ ମାଗଣା ରାସନ୍‍ ପ୍ରଦାନ ଉଦ୍ଦେଶ୍ୟରେ କ୍ୟାବିନେଟ୍‍ରେ ନିଷ୍ପତି ନିଆସରିଛି । ସେହିଭଳି ଆମ ରାଜ୍ୟର…

ଗଣ ଆନ୍ଦୋଳନ : ସେଦିନ ଓ ଆଜି, କେତେ ତଫାତ୍‍ !

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ 'ଶବ୍ଦ ତୂଣୀର' ଆମେ ଜାଣନ୍ତି, ଟ୍ରେଡ୍‌ୟୁନିୟନ ଓ ଗଣତାନ୍ତ୍ରୀକ ଆନ୍ଦୋଳନ ଧାରା ଅତି ପୁରୁଣା ଓ ଚିରାଚରିତ । ଶହେବର୍ଷ ପୂର୍ବେ ସେତେବେଳର ପୁଞ୍ଜିବାଦର ଉତ୍ପତ୍ତି ଓ କ୍ରମୋନ୍ନତିକୁ ବିରୋଧ କରିବା ପାଇଁ ଶ୍ରମିକ ଆନ୍ଦୋଳନ ଜନ୍ମ ନେଇଥିଲା । ବର୍ତ୍ତମାନର…