Latest Odisha News

BREAKING NEWS

ଜୀବନ ସଂଗ୍ରାମର ସ୍ୱାଧୀନତା କ’ଣ ?

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ବିଦେଶର ବନ୍ଦୀବଖରାରେ ମିଆଦ ପୂରିଯିବା ପରେ ମୁକ୍ତଭାରତର ଜନଗଣ ଯେଉଁ ନୂଆ ସକାଳର ଚେହେରା ଦେଖିବେ ବୋଲି ରାତି ବାରଟାରେ ସ୍ୱପ୍ନ ଦେଖୁଥିଲେ, ସେ ସ୍ୱପ୍ନ କୁହୁଡି କେବଳ । ଗାନ୍ଧୀଙ୍କ ଦ୍ୱାରା ଜୀବନ୍ୟାସ ପାଇଥିବା କଂଗ୍ରେସ୍ ଦଳକୁ…

ରାଜନୀତି ଆଜି କୁବେରକୃତ କୁଚକ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  କଳାଟଙ୍କାର ବସ୍ତା ଉଠାଇଚାଲୁଥିବା ଧଳାହାତୀମାନଙ୍କ ଗୋଦରା ଗୋଡ ତଳେ ଦଳାଚକଟା ଖାଇ ଖାଇ ଆମ ଗଣତନ୍ତ୍ର ଆଜି ରକ୍ତବାନ୍ତି କରୁଛି ! ଏ ରକ୍ତବାନ୍ତିର ରାଜନୀତି ସହର ସଡକରୁ ଗଡିଆସୁଛି ଗାଆଁ ଗଡଜାତକୁ । ଏବକୁ ଏବେ ଗରିବ ଗ୍ରାମବାସୀ ଓ…

ସବୁଆଡେ ଶସ୍ତା ସ୍ଲୋଗାନ୍‌

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  କୃଷିପ୍ରଧାନ ଭାରତବର୍ଷରେ ମର୍ଯ୍ୟାଦାସମ୍ପନ୍ନ ବଞ୍ଚିବାର ବାଟକୁ ବଦଳାଇ ଦେଇସାରିଛନ୍ତି ଗଣତାନ୍ତ୍ରିକ ଗର୍ଦ୍ଦଭ ଓ ଅର୍ଥନୈତିକ ଅଥର୍ବମାନେ । ସାତସାତଟା ଦଶନ୍ଧି ଧରି ଏମାନେ ମିଳିମିଶି ପ୍ରଗତିର ପରିଭାଷା ପ୍ରସ୍ତୁତ କରିଛନ୍ତି…

ଦଳ ବହୁଳ ରାଜନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଦଳବହୁଳ ରାଜନୀତି । ଏକଦଳୀୟ, ଦ୍ୱିଦଳୀୟ, ବହୁଦଳୀୟ ଶାସନବ୍ୟବସ୍ଥାରେ ବ୍ୟୂହବଦ୍ଧ ନିର୍ଦଳୀୟ ଜନସମୁଦାୟ । ସେମାନେ ରାଜନୀତି କରନ୍ତି ନାହିଁ, ଦଳ ଗଢନ୍ତି ନାହିଁ  କିନ୍ତୁ ସେମାନଙ୍କ ନାଆଁରେ ରାଜନୀତି କରାଯାଏ, ଦଳ ଗଢାଯାଏ । ଶାସନର…

ଖଣିଜ ସମ୍ପଦ ଓଡ଼ିଶାର ରତ୍ନଭଣ୍ଡାର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଓଡ଼ିଶା ଖଣିଜ ସମ୍ପଦର ଭବିଷ୍ୟତ, ଚାଇନା, ଜାପାନ, ଆମେରିକା । ଯେଉଁ ଦେଶର ଖଣିଜ ସମ୍ପଦ ବିଦେଶକୁ ରପ୍ତାନୀ ହୁଏ, ସେ ଦେଶର ଲୋକେ ହତଭାଗା, ଅପଦାର୍ଥ, ଅଯୋଗ୍ୟ । ଆମେ ସେଇ ହତଭାଗା ଓଡିଆ - ଆମ ରାଜ୍ୟରୁ କ୍ରୋମାଇଟ୍ ଲୁହାପଥର ଚୀନ୍‌,…

ଜନମାନସର ସଭାକବି ସଚ୍ଚି ରାଉତରାୟ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ସଚ୍ଚି ରାଉତରାୟ କେବଳ ଓଡ଼ିଆ ସାହିତ୍ୟରେ ଜନମାନସର ମନସ୍କ ମନୀଷୀ ରୂପେ ପରିଗୃହୀତ ନୁହନ୍ତି, ତାହା ନୁହେଁ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ତାଙ୍କର ସୁଖ୍ୟାତି ସମ୍ପ୍ରସାରିତ । ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ…

କୃଷକମାନେ ଜନ-ସମାଜର ଜାଗ୍ରତ ପ୍ରହରୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  କୃଷି ହିଁ କୃଷ୍ଟି  । ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ  । ଏଇଠି ହିଁ ସେମାନେ ଆଦିମ ଅଧିବାସୀ, ବନବାସୀ ଓ…

ଭଲ ଉପନ୍ୟାସ ସୃଷ୍ଟି ହେବା କାଠିକର ପାଠ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଆଜି ଉତ୍ତମ ଉପନ୍ୟାସ ଉତ୍ପାଦନ ଏକ ପ୍ରଶ୍ନବାଚୀ ? ସାହିତ୍ୟ ଖାତାରେ ଉପନ୍ୟାସର ଉପସ୍ଥାନ ଶୂନ୍ୟ ! ଏସବୁ ଘଟଣା ଘଟୁଛି କାହିଁକି ? ସତରେ କ’ଣ ଆଉ ଭଲ ଉପନ୍ୟାସଟିଏ ପଢିବାକୁ ପାଇବାନାହିଁ ? ବର୍ତ୍ତମାନ ସାହିତ୍ୟକ୍ଷେତ୍ରରେ ଘୋର…

ବନ୍ୟା ନିୟନ୍ତ୍ରଣ ଅସମ୍ଭବ ନୁହେଁ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ସମ୍ପ୍ରତି ୨୦୨୨ ପ୍ରଳୟଙ୍କରୀ ବନ୍ୟାର କରାଳ ରୂପ ତାଣ୍ଡବ ସୃଷ୍ଟି କରିଚାଲିଛି । କେବେଠାରୁ ଆଜିପର୍ଯ୍ୟନ୍ତ ବନ୍ୟା ତ କେବେ ମରୁଡି, ମଝିରେ ମଝିରେ ବାତ୍ୟା ପ୍ରତ୍ୟେକବର୍ଷ ଏଇ ଖବରରୁ ଓଡ଼ିଶା  ନିସ୍ତାର ପାଇଲାନାହିଁ । ପ୍ରାକୃତିକ…

ସ୍ୱଭାବ କବି ଗଙ୍ଗାଧର ମେହେର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ଇତିହାସ ପୃଷ୍ଠା ଲେଉଟାଇଲେ ଜଣାଯାଏ, ଏଇ ଓଡ଼ିଶା ରେ ଦିନେ ମୁକୁନ୍ଦଦେବ ଗଙ୍ଗା ନଦୀକୁ ଓଡ଼ିଶା ଆଣିବାକୁ ତପସ୍ୟାରେ ବସିଲେ ଏବଂ ଘୋଷଣା କଲେ ଯିଏ ମୋ ତପସ୍ୟା ଭଙ୍ଗ କରିବ, ତାକୁ ଦି’ଖଣ୍ଡ କରିଦେବି । ରାଜାଙ୍କ ତପସ୍ୟା ଦିନପରେ ଦିନ…