Latest Odisha News

BREAKING NEWS

ପାକଶାଳା ଉଦ୍ୟାନ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ଚାଷ ଏକ ବହୁ ପୁରାତନ ପାରମ୍ପରିକ କାର୍ଯ୍ୟ। କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାର। ଅର୍ଥାତ୍ ଚାଷ କାମ ଗୋଟେ ଆନନ୍ଦରେ ଭରା କର୍ମ, ବ୍ୟବସାୟ ତଥା ବୃତ୍ତି ଅଟେ। ମାତ୍ର ସହରାଞ୍ଚଳରେ ଚାଷ କାମ କରିବା ଏକ ସ୍ବପ୍ନ ପରି ଲାଗେ। ଚାଷ ପାଇଁ ଆବଶ୍ୟକୀୟ…

ତମାଖୁ ସେବନ ଓ ଜଳବାୟୁ ପରିବର୍ତ୍ତନ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ତମାଖୁ ଉଦ୍ଭିଦ ଜାତ ଜିନିଷ ଅଟେ। ତମାଖୁରେ ନିକୋଟିନ୍ ରହିଥାଏ । ଯାହାକି, ଉଭୟ ଉତ୍ସାହକାରୀ ଏବଂ ଉଦାସୀନ ପ୍ରଭାବକାରୀ ନିଶାର ପ୍ରକାରରେ ଅନ୍ତର୍ଭୁକ୍ତ। ତମାଖୁ ପତ୍ର, ତମାଖୁ ଉତ୍ପାଦ ତିଆରି ପାଇଁ ବ୍ୟବହୃତ ହୁଏ ; ଯାହା ମୁଖ୍ୟତଃ ତିନୋଟି ଉପାୟରେ ସେବନ…

ତମାଖୁ ସେବନ ଏବଂ ମଧୁମେହ

ମହମ୍ମଦ ଇମ୍ରାନ୍ ଅଲୀଙ୍କ ଆଲେଖ୍ୟ ତମାଖୁ ଏକ ଉଦ୍ଭିଦ ଜାତୀୟ ଜିନିଷ ଅଟେ । ଏହି ତମାଖୁ ପତ୍ରକୁ ବ୍ୟବହାର ତମାଖୁ ଜାତୀୟ ଦ୍ରବ୍ୟ ପ୍ରସ୍ତୁତ କରାଯାଉଛି। ଯାହା ବଜାରରେ ଅତି ସହଜରେ ଉପଲବ୍ଧ ହେଉଛି । ସାଧାରଣତଃ ବଜାରରେ ତିନି ପ୍ରକାରର ତମାଖୁ ଦ୍ରବ୍ୟ ଦେଖିବାକୁ ମିଳୁଛି । ଯେଉଁ ତମାଖୁ…

ମିଶନ ରକ୍ତଦାନ: ଏକ ନିଆରା ଢଙ୍ଗରେ ଜନ୍ମ ଦିନ ଓ ବିବାହ ବାର୍ଷିକୀ ପାଳନ

ରକ୍ତଦାନ ମହତ୍ ଦାନ ଶିର୍ଷକଟି ସମସ୍ତେ ଜାଣନ୍ତି ଏବଂ ଏହାର ଆବଶ୍ୟକତା ସେହି ବ୍ୟକ୍ତି ନିଶ୍ଚିତ ଭାବରେ ହୃଦବୋଧ କରିଥିବେ ଯିଏ ନିଜେ କେବେ ଆତ୍ମୀୟ ପାଇଁ ବୁନ୍ଦାଏ ରକ୍ତ ପାଇଁ ଆକୁଳ ନିବେଦନ କରିଥିବେ । ରକ୍ତ ର ବିକଳ୍ପ ନାହିଁ ! ଜଣେ ମଣିଷର ଜୀବନ ବଞ୍ଚାଇବାକୁ ହେଲେ ଆଉ ଜଣଙ୍କର ରକ୍ତ…

ଯକ୍ଷ୍ମା ବିରୋଧରେ ଓଡ଼ିଶାର ଜୋରଦାର ଲଢେଇ, ଶ୍ରେଷ୍ଠ ଦୁଇ ରାଜ୍ୟ ମଧ୍ୟରେ ପାଇଲା ସ୍ଥାନ

ପ୍ରତିଦିନ ଯକ୍ଷ୍ମା ରୋଗ ଦ୍ବାରା ଭାରତରେ ଏକ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଥାନ୍ତି । ତେଣୁ ଯକ୍ଷ୍ମାର ନିୟନ୍ତ୍ରଣ ଭାରତବର୍ଷରେ ଅନ୍ୟତମ ଏକ ପ୍ରମୁଖ ଆହ୍ବାନ ପାଲଟିଛି । ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ବିଭିନ୍ନ ପଦକ୍ଷେପ ନିଆଯାଉଛି । ୨୦୨୫ ସୁଦ୍ଧା…

ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମରୁ ବାଦ ନପଡ଼ନ୍ତୁ ରାସ୍ତାରେ ବୁଲୁଥିବା ମାନସିକ ବିକାରଗ୍ରସ୍ତରୋଗୀ

(ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ) ଭାରତର ସମ୍ବିଧାନରେ ‘ଜୀବନ ବଞ୍ଚିବାର ଅଧିକାର’ କୁ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ରୂପେ ବର୍ଣ୍ଣନା କରାଯାଇଛି । ତେଣୁ ସରକାର ସମସ୍ତ ନାଗରିକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର ଅଧିକାର ସୁନିଶ୍ଚିତ କରନ୍ତି । ଏଥିପାଇଁ ସଂକ୍ରମିତ ଓ…

ଲକ୍ଷ୍ମଣ ହୋନାଗା: ଯକ୍ଷ୍ମା ବିରୋଧି ଲଢେଇର ଜାଗ୍ରତ ସିପାହୀ

ଭାରତବର୍ଷ ଏକ ଯୁବରାଷ୍ଟ୍ର । କାରଣ ଭାରତ ଦେଶର ୫୦ ପ୍ରତିଶତରୁ ଅଧିକ ଜନସଂଖ୍ୟା ଯୁବ ବର୍ଗ। ତେଣୁ ସାରା ଦୁନିଆରେ ଭାରତର ସ୍ୱତନ୍ତ୍ର ପରିଚୟ ରହିଛି । ଏହି ଯୁବଶକ୍ତିର ସଂପୂର୍ଣ୍ଣ ସହଯୋଗରେ ଦେଶରେ ବ୍ରିଟିଶ ଶାସନ ପତନ ଏବଂ ସ୍ୱରାଜ ସ୍ଥାପନ ହୋଇପାରିଛି । ଆଜିବି ଦେଶରେ ଉପୁଜିଥିବା ସମସ୍ୟାର…

ଗପ: ଆତ୍ମାର ଶାନ୍ତି!

ବସ୍‌ରେ ଯାତ୍ରା କରୁଥିଲେ ଶ୍ୟାମ ବାବୁ । ବୟସ ହୋଇ ଗଲାଣି । ଏକା ଏକା ବସ୍‌ରେ ଯାତ୍ରା କରିବାକୁ ଆଉ ଭଲ ଲାଗୁନି । ହେଲେ ଛୁଆ ବେଳର ସାଙ୍ଗ ରବିଙ୍କ ଏକାଦଶ କୁ ତ ଯିବାକୁ ପଡିବ । ନ ହେଲେ ତାଙ୍କ ପିଲା ଛୁଆ ଖରାପ ଭାବିବେ । ଏମିତି ବାଧ୍ୟବାଧକତାରେ ସିଂହପୁର ସ୍ଥାନୀୟ ବସ୍ ଧରି ଟାଉନରୁ…

ଈଶ୍ୱର ଅଲ୍ଲାହ ତେରୋନାମ….

ଗୋଟେ ସାମାଜିକ କାର୍ଯ୍ୟକ୍ରମର ପ୍ରସ୍ତୁତି ପାଇଁ ଅନୁଜ ଆଉ ମୁଁ ବ୍ୟସ୍ତ ଥିଲୁ । କେଉଁଠୁ ଜଳଖିଆ ଆସିବ, କେଉଁଠି ବ୍ୟାନର ତିଆରି ହେବ, ଅତିଥିଙ୍କ ପାଇଁ କେଉଁଠୁ ଉପହାର ଆସିବ ସେହି କାମରେ ଦି ଜଣ ଯାକ ବ୍ୟସ୍ତ ଥାଉ । ଆମେ ଅତିଥିଙ୍କୁ ଫୁଲତୋଡା ଦେବା ପରିବର୍ତ୍ତେ ଗଛ ଉପହାର ଦେଉ । ଏହାରି…

ଟିବି ହାରିବ, ଦେଶ ଜିତିବ…

ଯକ୍ଷ୍ମା ବା ଟିବି, ଆପଣ ନିଶ୍ଚିତ ଶୁଣିଥିବେ । ଆଉ ଏକଥା ବି ଜାଣିନିଅନ୍ତୁ, ଭାରତରେ ଦୈନିକ ପ୍ରାୟ ୧୨୦୦ ଲୋକଙ୍କ ଜୀବନ ନେଉଛି ଏହି ଯକ୍ଷ୍ମା । ଧନୀଠୁ ଗରୀବ, ଶିକ୍ଷିତଠୁ ଟିପ ଦିଆ ବ୍ୟକ୍ତି ବିଶେଷ କାହାକୁ ବାଛ ବିଚାର କରେନି ଯକ୍ଷ୍ମା । ଗୋଟେ ଦୁର୍ଗମ ଗାଁର କଥା । ରଶ୍ମୀ କୁ ମନେ ମନେ…