Latest Odisha News

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ଟଳିଲେ ତିନି ଆତଙ୍କୀ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ଆତଙ୍କୀ । ଜମ୍ମୁର ସିଧରା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଛନ୍ତି । ଏହି ତିନିଜଣ ଆତଙ୍କୀ ଟ୍ରକରେ ସୀମା ପାର କରି କାଶ୍ମୀର ଆସୁଥିଲେ ।…

କେମିତି ମଲେ ଦୁଇ ରୁଷ ପର୍ଯ୍ୟଟକ ? ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ରାୟଗଡା: ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଖବରକୁ ନେଇ ପୋଲିସ ଛାନଭିନ କରୁଥିବାବେଳେ  ଆସିଲା   ଶବ ବ୍ୟବଚ୍ଛେଦ ରିପୋର୍ଟ  ।  ଏହି ଶବ ବ୍ୟବଚ୍ଛେଦ ରିପୋର୍ଟ କହିବ ମୃତ୍ୟୁର କାରଣ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ଜଣଙ୍କର ହାର୍ଟଆଟାକରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କର…

କମିବ ପ୍ଲାଷ୍ଟିକ ପ୍ରଦୂଷଣ: ପାଣି ପିଇ ବୋତଲ ଖାଇବେ

ନୂଆଦିଲ୍ଲୀ: ଏଣିକି କମିଯିବ ପ୍ଲାଷ୍ଟିକ ପ୍ରଦୂଷଣ । ପ୍ଲାଷ୍ଟିକ ଅଳିଆକୁ ନେଇ ଚିନ୍ତା କରିବାର ଦିନ ଶେଷ ହୋଇ ଆସିଲା । ପ୍ଲାଷ୍ଟିକ  ଆବର୍ଜନା ମଧ୍ୟରେ ସବୁଠାରୁ ବଡ ଅଳିଆ ଥିଲା ପାଣି ବୋତଲ । ହେଲେ ଏଣିକି ପ୍ଲାଷ୍ଟିକ ବୋତଲ ପାଇଁ ପ୍ରଦୂଷିତ ହେବନି ମାଟି କି ପାଣି । କାରଣ ଏଣିକି ଏମିତି…

ଠୁଳ କରିଥିଲେ ଆୟ ବହିର୍ଭୂତ ସମ୍ପତ୍ତି; ମାଡି ବସିଲା ଭିଜିଲାନ୍ସ  

ଭବାନୀପାଟଣା: ଠୁଳ କରିଥିଲେ ଆୟ ବହିର୍ଭୂତ ସମ୍ପତ୍ତି । ମାଡି ବସିଲା ଭିଜିଲାନ୍ସ ।   ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁର।  ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।…

୧୦୨ ସନ୍ତାନ ଜନ୍ମ ପରେ ବୁଦ୍ଧି ପଶିଲା, କଲେ ପରିବାର ନିୟୋଜନ

ନୂଆଦିଲ୍ଲୀ: ହୁ ହୁ ବଢୁଛି ଜନସଂଖ୍ୟା । ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ  କାର୍ଯ୍ୟକାରୀ ହୋଇଛି ପରିବାର ନିୟନ୍ତ୍ରଣ ଯୋଜନା ।  ହେଲେ ଏହାର ବ୍ୟତ୍ରିକମ ହେଉଛନ୍ତି ମୁସା ହସାହୟା  ।  ତାଙ୍କର ୨ ବା ୪ ପତ୍ନୀ ନୁହଁନ୍ତି, ୧୨ ଜଣ ପତ୍ନୀ । ଆଉ ସନ୍ତାନ ସଂଖ୍ୟା ଶୁଣିଲେ…

ପଞ୍ଚାୟତ କାର୍ଯ୍ୟାଳୟରେ ଓଲଟା ଝୁଲୁଛି ଜାତୀୟ ପତାକା

ଢେଙ୍କାନାଳ: ଜାତୀୟ ପତାକାକୁ ଅସମ୍ମାନ ।  ଜାତୀୟ ପତାକାକୁ ଝାଲର କରି ଟଙ୍ଗା ଯାଇଛ ଦରଜା ଓ କବାଟରେ  ।   ଓଲଟା ମାଳ କରି ଝୁଲା ଯାଇଛି । ଗୋଟିଏ ବା ଦୁଇ ଦିନ ନୁହେଁ, ଦୀର୍ଘ ଦିନ ହେଲା ଏହି ମାଳ ଏଠାରେ ଝୁଲୁଥିବାବେଳେ କାହାର ଏଥିପ୍ରତି ନଜର ନାହିଁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି…

ରୁଷରୁ ରାୟଗଡ଼ା…ସଂଯୋଗ ନା ସୁପରିକଳ୍ପିତ ଷଡଯନ୍ତ୍ର ?

ଭୁବନେଶ୍ୱର:ରୁଷରୁ.. ରାୟଗଡା । ଜନ୍ମଦିନ ପାଳନରୁ. ଜୀବନ ଯିବା ସଂଯୋଗ ନା ସୁପରିକଳ୍ପିତ ? ଜନ୍ମଦିନ ପାଳନ ପାଇଁ ରାୟଗଡାକୁ କାହିଁକି ବାଛିଥିଲେ ଏଇ ରୁଷୀୟ ନାଗରିକ ?  ତାଙ୍କର ମୃତ୍ୟୁ ଆତ୍ମହତ୍ୟା ନା ଏହା ପଛରେ ରହିଛି ଷଡଯନ୍ତ୍ର ? ଯଦି ଆତ୍ମହତ୍ୟା, ତେବେ  ବୁଲିବାକୁ ଆସି ଏମିତି ଚରମ…

ଜଗନମୋହନ ରେଡ୍ଡି ଦେଶର ଧନୀ ମୁଖ୍ୟମନ୍ତ୍ରୀ, ତୃତୀୟ ଧନୀ ନବୀନ

ନୂଆଦିଲ୍ଲୀ: କିଏ ଦେଶର ଧନୀ ମୁଖ୍ୟମନ୍ତ୍ରୀ ? କିଏ ଗରିବ ? କାହାର ଅଛି କେତେ ସମ୍ପତି ?  କେଉଁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ?  ଏ ପ୍ରଶ୍ନ ହୁଏତ ସମସ୍ତଙ୍କ ମନରେ ଥିବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ।  ଆନ୍ଧ୍ର…