ଚିକିତ୍ସା ପରେ ସୁସ୍ଥ ହେଲେ ଚାରି କରୋନା ପଜିଟିଭ୍
ଭୁବନେଶ୍ୱର : ରାଜ୍ୟରେ ସୁସ୍ଥ ହେଲେ ଚାରି କରୋନା ପଜିଟିଭ ରୋଗୀ । ଏମାନଙ୍କ ମଧ୍ୟରୁ ତିନି ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ୱର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚାରି ଜଣଙ୍କର ନମୁନା ନେଗେଟିଭ୍ ବାହାରିଥିବା…