Latest Odisha News

BREAKING NEWS

ସ୍କିଲଡ଼୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଦିନକୁ ଦିନ ଶିଳ୍ପ କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା। ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଉପରେ ସାରା ବିଶ୍ବର ନଜର । କର୍ପୋରେଟ ଦୁନିଆରେ ସ୍କିଲଡ଼୍ ଇନ୍ ଓଡ଼ିଶାର ଚାହିଦା ଅଧିକ । ଓଡ଼ିଶାରେ ରୂପାନ୍ତର ଚାଲିଥିବା ବେଳେ, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ସାଙ୍ଗକୁ ଦକ୍ଷତା ବିକାଶ ଉପରେ…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ନବୀନ ଦାସ

ଭୁବନେଶ୍ୱର:ହାତ ଛାଡ଼ିଲେ ନବୀନ ଦାସ। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନିଜ ନିଜର ଇସ୍ତଫା ପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। କେବଳ ସେ…

କାଲି ମାଟ୍ରିକ ପରୀକ୍ଷା, ଆଜି ରାଜରାସ୍ତାରେ ଶିକ୍ଷକ

ଭୁବନେଶ୍ୱର:ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ଆରମ୍ଭ ହୋଇଯିବ ସ୍କୁଲ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରସ୍ତୁତି ଚାଲିଥିବା ବେଳେ ରାଜରାସ୍ତାରେ ମାଧ୍ୟମିକ ସ୍କୁଲ ଶିକ୍ଷକ । ଦାବି ପୂରଣ ପାଇଁ ଦୀର୍ଘ ୧୨ ଦିନ ହେଲା ଭୁବନେଶ୍ବର ଗାନ୍ଧୀ ମାର୍ଗରେ…

ଓଡ଼ିଶା ସମେତ ୭ଟି ରାଜ୍ୟକୁ ଗୃହ ମନ୍ତ୍ରଣାଳୟର ଚିଠି; ଖାଲି ପଦବୀରେ ଡିଜିପିଙ୍କୁ ନିଯୁକ୍ତି ଦିଅ

ନୂଆଦିଲ୍ଲୀ: ରାଜ୍ୟର ଆଇଶୃଙ୍ଖଳାର ସୁରକ୍ଷା ପାଇଁ ଖାଲି ପଡିଛି ପୋଲିସ ଅଧିକାରୀଙ୍କ ପଦବୀ। ତାଙ୍କ ଜାଗାରେ ଅସ୍ଥାୟୀ ଡିଜିପିମାନେ ପୋଲିସ ମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି। ଯୋଗ୍ୟ ଅଧିକାରୀଙ୍କ ଉପଲବ୍ଧତା ସତ୍ତ୍ୱେ ରାଜ୍ୟ ସରକାର ନିୟମିତ ପୋଲିସ ମୁଖ୍ୟ ନିଯୁକ୍ତ କରୁନାହାନ୍ତି। ଯାହାକୁ ନେଇ…

ପ୍ରାର୍ଥୀଙ୍କୁ ଆଗୁଆ ଟିକେଟ ଦେବା ନେଇ ରାଜ୍ଯ କଂଗ୍ରେସର ବୈଠକ

ଭୁବନେଶ୍ୱର:ଅନଲାଇନ ଆବେଦନରେ ହଜାର ହଜାର ପ୍ରାର୍ଥୀ ଆବେଦନ କରିବା ପରେ କଂଗ୍ରେସ ଏବେ କେଉଁ ଯୋଗ୍ୟ ପ୍ରାର୍ଥୀ ବାଛିବା ସେ ନେଇ ଚାଳିଛି ତନାଘନା। ରାଜ୍ୟ କଂଗ୍ରେସର ଟିକେଟ କସରତ ଆଗୁଆ ଟିକେଟ ଦେବା ପାଇଁ ସୋମବାର କଂଗ୍ରେସର ବୈଠକ ବସିଛି। ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକରେ…

ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ନେତାଙ୍କୁ ମିଳିଲା ଗୁରୁମନ୍ତ୍ର

ନୂଆଦିଲ୍ଲୀ:ନିର୍ବାଚନକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ଭାରତୀୟ ଜନତା ପାର୍ଟି। ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଛି। ରବିବାର ବୈଠକରେ ଦ୍ବିତୀୟ ତଥା ଶେଷ ଦିନରେ ଦଳର ସମସ୍ତ ପଦାଧିକାରୀ ଓ ନେତା ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ…

ହଜାରେ କୋଟି ଟଙ୍କା ସହ ରେକର୍ଡ କଲା ବିଏମ୍‌ସି ବଜେଟ୍‌

ଭୁବନେଶ୍ୱର: ଇତିହାସ ରଚିଲା ବିଏମସି। ହଜାରେ ଟପିଲା ବିଏମ୍‌ସି ବଜେଟ୍‌। ଶନିବାର ସ୍ୱତନ୍ତ୍ର ଅଧିବେଶନରେ ୧୦୨୭ କୋଟି ଟଙ୍କାର ବିଏମ୍‌ସି ବଜେଟ୍‌ ପାରିତ ହୋଇଛି। ଯାହା ବିଏମ୍‌ସି ଇତିହାସର ସର୍ବକାଳୀନ ରେକର୍ଡ। ତେବେ ଏହା ଏକ ଲୋକାଭିମୂଖୀ ବଜେଟ୍‌ ଏବଂ ନାଗରିକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି…

ଏପ୍ରିଲରେ କାର୍ଯ୍ୟକାରୀ ହେବ ଭିମସାରର ସୁପର ସ୍ପେଶିଆଲିଟି କୋଠା; ୨୦୧୭ରୁ ଆରମ୍ଭ ହୋଇଥିଲା କାର୍ଯ୍ୟ

ବୁର୍ଲା:ଭିମସାରରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ସୁପର ସ୍ପେଶିଆଲିଟି କୋଠା। ଏପ୍ରିଲ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ମତପ୍ରକାଶ ପାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ସଂସ୍ଥାନ ବା ଭିମସାରରେ ନିର୍ମାଣାଧୀନ ସୁପର ସ୍ପେଶିଆଲିଟି କୋଠା ୨୦୧୭ ମସିହାରୁ…

ଶଙ୍ଖ ଫୁଙ୍କିଲେ ଅନୁଗୁଳ ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନା

ଭୁବନେଶ୍ୱର:ବିଜେଡିରେ ସାମିଲ ହେଲେ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା।କିଛି ଦିନ ତଳେ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ। ଶଙ୍ଖ ଭବନରେ ପାରମ୍ପରିକ ନୃତ୍ୟ ବାଦ୍ୟରେ ଅନୁଷ୍ଠିତ ହୋଇଥିଲା ମିଶ୍ରଣ ପର୍ବ। ବିପ୍ଳବଙ୍କ ସହ ୧୫ଶହ କଂଗ୍ରେସ ନେତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।…

ସାବାଡ ହେବେ ବାଲି ମାଫିଆ, ଏଣିକି ଅନଲାଇନରେ ବିକ୍ରି ହେବ ବାଲି

ମୁମ୍ବାଇ: ଥମୁନି ବାଲି ମାଫିଆଙ୍କ ରାଜୁତି। ଯାହାକୁ ରୋକିବା ପାଇଁ ନୂଆ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟରେ ବାଲି ମାଫିଆଙ୍କ ଉପଦ୍ରବ ରୋକିବା ପାଇଁ ଅନଲାଇନରେ ବାଲି ବିକ୍ରୟ କରିବାକୁ ନିଷ୍ପତ୍ତି ନିଆଯାଇଛି। 'ବିନା ଲାଭ ବିନା କ୍ଷତି'ରେ ଏହି ବିକ୍ରି ହେବ…