ଭୁବନେଶ୍ୱରରେ ଯୌବନ
ଭାରତ ମାଝୀ (୧୯୭୨) ଯୁବପିଢ଼ିର ଏକମାତ୍ର କବି ଯିଏ ପାଣିକୁ ନିଆଁ, ନିଆଁକୁ ଆକାଶ, ଆକାଶକୁ ମାଟି, ମାଟିକୁ ପବନ କରି କବିତାକୁ ଘୋଷାଡ଼ି ଆଣିପାରନ୍ତି ଓ ଦେଇପାରନ୍ତି ସେମାନଙ୍କୁ ଅଭିନବ କାବ୍ୟିକ ଉପଲବ୍ଧି । ଚେହେରା ଓ ଚରିତ୍ରରେ ବୋହିମିଅନ୍, ଶବ୍ଦ ଓ ସଂଚାରଣରେ ବିକ୍ଷୁବ୍ଧ, ଭାବ ଓ…