ସୂର୍ଯ୍ୟପରାଗ ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ
ଭୁବନେଶ୍ୱର: ସୂର୍ଯ୍ୟପରାଗ ପାଇଁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ନୀତିନିର୍ଘଣ୍ଟ । ସମସ୍ତ ସେବାୟତ ଓ ନିଯୋଗଙ୍କ ସହ ଆଲୋଚନା ପରେ ଗୁରୁବାର ଦିନ ମନ୍ଦିର ପ୍ରଶାସନ ନିତିନିର୍ଘଣ୍ଟ ପ୍ରସ୍ତୁତ କରିଛନ୍ତି ।
ଆସନ୍ତା ରବିବାର ରାହୁ କଙ୍କଣ ଗ୍ରାସ ସୂର୍ଯ୍ୟୋପରାଗ…