ଫ୍ୟାକ୍ଟ ଚେକ୍: ଅକ୍ଟୋବର ୧ ରୁ ଖୋଲୁଛି ସିନେମା ହଲ !
ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ମାସ ୧ ତାରିଖରୁ ଦେଶରେ ସିନେମା ହଲ ଖୋଲୁଥିବା ନେଇ ସ୍ଥାନୀୟ ବକ ୱେବ ପୋର୍ଟାଲ ରେ ସେପ୍ଟେମ୍ବର ୧୦ ତାରିଖରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ, ଅକ୍ଟୋବର 1 ରୁ ସାରା ଦେଶରେ ସିନେମା ହଲ୍ ଖୋଲିବାର ସମ୍ଭାବନା ରହିଛି। “ଅଲ…