Latest Odisha News

BREAKING NEWS

ସୁନ୍ଦରଗଡ଼ର କ୍ବାରେନଣ୍ଟାଇନ ସେଣ୍ଟରରୁ ୪ ପ୍ରବାସୀ ଶ୍ରମିକ ଫେରାର

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ସୋଲା ବିଦ୍ୟାଳୟର କ୍ବାରେନଣ୍ଟାଇନ ସେଣ୍ଟରରୁ ସୋମବାର ଦିନ ୪ଜଣ ପ୍ରବାସୀ ଶ୍ରମିକ ଫେରାର ହୋଇଯାଇଛନ୍ତି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ଚାରିଜଣ ପ୍ରବାସୀ ସୋଲା ପଞ୍ଚାୟତ ଅନ୍ତର୍ଗତ ନୁଆପାଲି ଏବଂ…

ପ୍ରବାସୀଙ୍କ ପାଇଁ ରାସ୍ତାରେ ଗଡିବ ମୋ ବସ୍

ଭୁବନେଶ୍ୱର: ଲକଡାଉନ ଯୋଗୁଁ ବାହାର ରାଜ୍ୟ ଅଥବା ଦେଶରେ ଫସି ରହିଥିବା ଅନେକ ପ୍ରବାସୀ ଓଡ଼ିଆ ଟ୍ରେନ୍‌ ଓ ବିମାନ ଯୋଗେ ଓଡ଼ିଶା ଫେରୁଛନ୍ତି । ଏହି ପ୍ରବାସୀ ମାନଙ୍କ ପାଇଁ ବିଏମ୍‌ସି ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ବିଭିନ୍ନ କାରଣରୁ ଘରୋଇ ବସ୍‌ ଚଳାଚଳ ସମସ୍ୟା ଥିବାରୁ…

ବେଲଗାମ ହେଉଛି କରୋନା, ଆଉ ୧୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ଭଦ୍ରକ ଜିଲ୍ଲାର ୬ ଜଣ ଏବଂ ଯାଜପୁରର ୪ ଜଣ ଆକ୍ରାନ୍ତ । ବର୍ତ୍ତମାନର ଆକ୍ରାନ୍ତଙ୍କୁ ମିଶାଇ ଯାଜପୁରରେ ସଂଖ୍ୟା ୫୯ରେ ପହଂଚିଛି । ସେହିପରି ଭଦ୍ରକରେ ୩୧ ଜଣ ଆକ୍ରାନ୍ତ ଚିହ୍ନଟ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର: ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ସୁବାସ ଚୌହ୍ୱାନଙ୍କର  ପରଲୋକ ଘଟିଛି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ୫ ଦିନ ପୂର୍ବେ  ସୁବାସଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ୫୪ ବର୍ଷରେ ତାଙ୍କର ପରଲୋକ ଘଟିଛି । ଲିଭର…

ଜାଣନ୍ତୁ, ‘କନ୍ୟାକୁମାରୀ’ ନାମକରଣ ହେବା ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର: ଭାରତୀୟ ସାହିତ୍ୟରେ ଅନେକ ପୌରାଣିକ କଥାବସ୍ତୁ ରହିଛି, ଯାହାକି ସମଗ୍ର ବିଶ୍ୱରେ ଏହା ଆଦୃତି ଲାଭ କରିପାରିଛି । ରାମାୟଣ ଓ ମହାଭାରତ ବ୍ୟତୀତ ଆହୁରି ଅନେକ ପୌରାଣିକ ଗ୍ରନ୍ଥ ଭାରତୀୟ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିଛି । ଭଗବାନ ଶିବଙ୍କ ଉପରେ ଅନେକ କଥାବସ୍ତୁ ଶିବ ପୁରାଣରେ…

ଭାରତରେ ବଢୁଛି କରୋନା ମାମଲା: ୪୬୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା,୧୫ ଶହରୁ ଅଧିକ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ଅନ୍ୟ ରାଷ୍ଟ୍ର ଗୁଡିକ ଭଳି ଭାରତରେ ମଧ୍ୟ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ବର୍ତ୍ତମାନ ସୁଦ୍ଧା ୪୬,୪୩୩ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

କୋଭିଡ୧୯: ଭାରତରେ ୩୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେତେ ମୃତ  

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୫,୦୪୩ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ…

ଆସନ୍ତୁ ଜାଣିବା ବ୍ରିଟେନର ଭ୍ୟାକ୍ସିନୋଲୋଜି ସାରା ଗିଲବର୍ଟଙ୍କ ସମ୍ପର୍କରେ

ଲଣ୍ଡନ: କରୋନା ଭାଇରସ ଭ୍ୟାକ୍ସିନ ପ୍ରସ୍ତୁତରେ ପ୍ରଫେସର ସାରା ଗିଲବର୍ଟ ଏବଂ ତାଙ୍କ ଟିମ୍ ସଫଳତାଠାରୁ କିଛି ପାଦ ଦୂରରେ ଅଛନ୍ତି । ଆସନ୍ତୁ ଜାଣିବା ସାରାଙ୍କ ବିଷୟରେ- ୧. ୧୯୬୨ ଏପ୍ରିଲରେ ସେ ଜନ୍ମ ଗ୍ରହଣ କରିଥିଲେ । ୨. କେଟରିଙ୍ଗ ବାଳିକା ହାଇସ୍କୁଲରେ ସାରା ଗିଲବର୍ଟ ପାଠପଢ଼ା ଆରମ୍ଭ…

୬ ମାସ ମଧ୍ୟରେ ଭ୍ୟାକ୍ସିନ ପ୍ରସ୍ତୁତ ହେବ: ସାରା ଗିଲବର୍ଟ

ଲଣ୍ଡନ: ସାରା ଗିଲବର୍ଟ ଏବେ ସାରା ବିଶ୍ୱରେ ଚର୍ଚ୍ଚାର କାରଣ ସାଜିଛନ୍ତି । କରୋନା ଭାଇରସ ଭ୍ୟାକ୍ସିନ ପ୍ରସ୍ତୁତ ହେବାରେ ଅନ୍ତିମ ପର୍ଯ୍ୟାୟରେ ପହଂଚିଛି ବୋଲି ସେ ଦି ଟାଇମ୍ସକୁ କହିଛନ୍ତି । ଯଦି ଏହା ହୁଏ ତାହାହେଲେ ଗିଲବର୍ଟ ଏବଂ ତାଙ୍କ ଟିମର ନାମ ଇତିହାସ ସୃଷ୍ଟି କରିବ । କିଲର କରୋନାକୁ…

କରୋନା ମହାମାରୀ ସମୟରେ ସମର୍ପିତ ଓଡ଼ିଶାର ରକ୍ତଦାନ ଶିବିର

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ଆଜି ପଳାଶୁଣି ଦୁର୍ଗାପୂଜା ମଣ୍ଡପରେ ଅମୃତ ସଂଜୀବନି କାର୍ଯ୍ୟକ୍ରମ ଅନ୍ତର୍ଗତଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ସରକାରଙ୍କର ସାମାଜିକ ଦୂରତ୍ୱ ନିୟମକୁ ମାନି ସମସ୍ତ ସ୍ବେଚ୍ଛାକୃତ…