Latest Odisha News

କାଲିଠୁ ପ୍ରବଳ ବର୍ଷିବ, ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର: ଆସନ୍ତା ୩ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଜୁଲାଇ ୭ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏସବୁ ସ୍ଥାନରେ ୟେଲୋ…

ଦୁବାଇରେ ଫସିଛନ୍ତି ୮ ଓଡିଆ, ଉଦ୍ଧାର ପାଇଁ ବୈଜୟନ୍ତଙ୍କ ଉଦ୍ୟମ

ଭୁବନେଶ୍ବର: ଦୁବାଇରେ ଫସିଛନ୍ତି ୮ ଓଡିଆ। ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ କରିଛନ୍ତି ସ‌େ।…

ବିଏସପି ନେତା ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ଘଟଣାରେ ୮ ଗିରଫ

ଚେନ୍ନାଇ: ତାମିଲନାଡୁର ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗ ହତ୍ୟାକାଣ୍ଡରେ ୮ ଜଣ ଗିରଫ। ସେମାନଙ୍କୁ ପଚରାଉଚରା କରାଯାଉଛି। ତେବେ ଆର୍ମଷ୍ଟ୍ରଙ୍ଗଙ୍କୁ କାହିଁକି ହତ୍ୟା କରାଯାଇଛି, ସେନେଇ ଜେରା ପରେ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ। ତେବେ ଏହି ଘଟଣାରେ ପାର୍ଟି…

ଅଧାରୁ ବନ୍ଦ ହେଲା ଅମରନାଥ ଯାତ୍ରା, ଜାଣନ୍ତୁ କାରଣ…

ଶ୍ରୀନଗର: ପ୍ରବଳ ବର୍ଷା ଯୋଗୁଁ ଅସ୍ଥାୟୀ ଭାବେ ଅଧାରୁ ବନ୍ଦ ହେଲା ଅମରନାଥ ଯାତ୍ରା। ବର୍ଷା ଛାଡିବା ପରେ ଆଉ ଥରେ ଯାତ୍ରା ଆରମ୍ଭ ହେବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ଗତକାଲି ରାତିରୁ ବାଲ୍ଟାଲ ଏବଂ ପହଲଗାମ ମାର୍ଗରେ ପ୍ରବଳ ବର୍ଷା ହେବାରେ ଲାଗିଛି। ଏଭଳି ସ୍ଥିତିରେ…

ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ: ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବର୍ଷା ଆରମ୍ଭରୁ ଚିନ୍ତା ବଢ଼ାଇଲାଣି ଡେଙ୍ଗୁ। ଗତ ବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ଅଛି। ଗତ ବର୍ଷ ଏହି ସମୟ ସୁଦ୍ଧା ୨୨୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସାରା ରାଜ୍ୟରେ ୩୮୯ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସର୍ବାଧିକ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବୋଲଗଡର ଜଣେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି। ବୋଲଗଡ ବ୍ଲକ ଗ୍ରାମ ପଞ୍ଚାୟତ ବୈଷୟିକ ସହାୟକ (JE) ଭାବରେ କାର୍ଯ୍ୟ କରୁଥିଲେ ନୃସିଂହ ନାଥ ପ୍ରଧାନ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକର ଖଙ୍ଗୁରିଆ ଗ୍ରାମ ପଞ୍ଚାୟତର…

୧୦ ବର୍ଷ ପରେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା, ଆୟୋଜକ ଟିମ ନିରାଶ

ଆଂଟିଗୁଆ: ଦକ୍ଷିଣ ଆଫ୍ରିକା ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ଆୟୋଜକ ୱେଷ୍ଟଇଣ୍ଡିଜକୁ ଡକ୍ୱୱର୍ଥ ଲୁଇସ ନିୟମରେ ଦକ୍ଷିଣ ଆଫ୍ରିକା ୩ ୱିକେଟରେ ପରାସ୍ତ କରିଛି । ୧୦ ବର୍ଷ ପରେ ଦକ୍ଷିଣ ଆଫ୍ରିକା ସେମିକୁ ଉନ୍ନୀତ ହୋଇଛି । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ଆଜି…

ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋ ଡିଲିଟ କଲେ ରଣବୀର

ମୁମ୍ବାଇ:ରଣବୀର ସିଂ ଓ ଦୀପିକା ପାଦୁକୋନ ଖୁବ ଶୀଘ୍ର ୨ରୁ ୩ ହେବାକୁ ଯାଉଛନ୍ତି । ଏହି ଖୁସି ଖବର ବେଳେ ହଠାତ ରଣବୀର ଇନଷ୍ଟାଗ୍ରାମରେ ଦୀପିକାଙ୍କ ସହ ବିବାହର ସମସ୍ତ ଫଟୋକୁ ଡିଲିଟ କରି ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି । ଅବଶ୍ୟ ସେ ଅନ୍ୟ ଫଟୋ ବି ଡିଲିଟ କରିଛନ୍ତି ମାତ୍ର ସ୍ମରଣୀୟ…

ସୁରେନ୍ଦ୍ର ସିଂ ଭୋଇ ହେବେ ବିଜେଡିର ବଲାଙ୍ଗିର ସାଂସଦ ପ୍ରାର୍ଥୀ !

ଭୁବନେଶ୍ୱର: ନିର୍ବାଚନ ପାଖେଇବା ସହ ଜୋର ଧରିଛି ଦଳ ଡିଆଁ ପର୍ବ । ବିଭିନ୍ନ ଦଳର ପ୍ରତିଦିନନ ମାରାଥନ୍ ମିଶ୍ରଣ ପର୍ବ ହେଉଛ । ଆଜି ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ସୁରେନ୍ଦ୍ର ସିଂ ଭୋଇ । କଂଗ୍ରେସରୁ ଇସ୍ତଫା ଦେବାର କିଛି ଘଣ୍ଟା ଭିତରେ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ…

୧୨୫ ବର୍ଷୀୟ ବୟସ୍କ କଇଁଛ ଚାଣକ୍ୟର ପରଲୋକ

ହାଇଦ୍ରାବାଦ: ଏଠାକାର ଜୁଲୋଜିକାଲ ପାର୍କରେ ମୂଖ୍ୟ ଆକର୍ଷଣ କେନ୍ଦ୍ର ସାଜିଥିବା ବୟସ୍କ କଇଁଛ ଚାଣକ୍ୟର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ଚାଣକ୍ୟକୁ ୧୨୫ ବର୍ଷ ବୟସ ହୋଇଥିଲା । ୧୦ ଦିନ ହେବ ଏହି ବୟସ୍କ କଇଁଛଟି ଖାଦ୍ୟ ଖାଉ ନ ଥିଲା । ଯାହାକୁ ନେଇ ଅଧିକାରୀମାନେ ଚିନ୍ତିତ ହୋଇ ପଡିଥିଲେ ।…