ମୁମ୍ବାଇର ଧନୀ ଚୋର; ଆଲିସାନ ଫ୍ଲାଟକୁ ଦାମୀ ଗାଡ଼ି, ଲାଇଫ ଷ୍ଟାଇଲ୍ ଦେଖିଲେ ଚମକି ପଡିବେ…
ମୁମ୍ବାଇର ଧନୀ ଚୋର, ଆଲିସାନ ଫ୍ଲାଟକୁ ଦାମୀ ଗାଡ଼ି। ଯାହାଙ୍କ ଲାଇଫ ଷ୍ଟାଇଲ୍ ଓ ଧନ ସମ୍ପତ୍ତି କେଉଁ ବ୍ୟବସାୟଙ୍କଠୁ କମ୍ ନୁହେଁ। ଅଭିଯୁକ୍ତ ଚୋର କୋଟିଏ ଟଙ୍କାର ଫ୍ଲାଟରେ ରହିବା ସହ ଅଡ଼ି କାର୍ ଚଲାଉଥିବା ଜଣାପଡିଛି। ଏଭଳି ଏକ ଧନୀ ଚୋରକୁ ଧରିବାରେ ସଫଳ ହୋଇଛି ଗୁଜୁରାଟ ପୋଲିସ।…