ବିଦେଶରେ ଭାରତୀୟଙ୍କ କମାଲ: ଜୋହରାନ୍ ମାମଦାନିଙ୍କ ପରେ, ଭର୍ଜିନିଆର ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେଲେ ଆଉ ଜଣେ…
ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀମାନେ ଆମେରିକା ନିର୍ବାଚନରେ ଇତିହାସ ରଚିଛନ୍ତି। ଜୋହରାନ୍ ମାମଦାନି ନ୍ୟୁୟର୍କ ସିଟି ମେୟର ନିର୍ବାଚନରେ ବିଜୟୀ ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବା ବେଳେ, ଭାରତୀୟ ଜନ୍ମିତ ଗଜାଲା ହାସମି ଭର୍ଜିନିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ନିର୍ବାଚନରେ…