Latest Odisha News

BREAKING NEWS

ଓଡ଼ିଶା ମେଡିକାଲ ସେବା ସଂଘର ଚେତାବନୀ; ଦାବି ପୂରଣ ନହେଲେ ନଭେମ୍ବର ୩ରୁ ରାଜ୍ୟବ୍ୟାପୀ ଓପିଡି ବର୍ଜନ

ଭୁବନେଶ୍ବର: ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍‌ସା) ବିଭିନ୍ନ ଦାବି ନେଇ ଚଳିତମାସ ୨୧ରୁ ବିରୋଧ ପ୍ରଦର୍ଶନ କରିବ। ୨୧ ତାରିଖରେ ଓପିଡିରେ ଡାକ୍ତରମାନେ କଳା ଟି-ସାର୍ଟ ପିନ୍ଧି ପ୍ରତିବାଦ ଜଣାଇବେ। ଦାବି ପୂରଣ ନହେଲେ ନଭେମ୍ବର ୩ରୁ ରାଜ୍ୟବ୍ୟାପୀ ଓପିଡି ସମେତ ସରକାରୀ କାର୍ଯ୍ୟକ୍ରମକୁ ବର୍ଜନ…

Bali Yatra 2025: ବଢ଼ିଲା ବାଲିଯାତ୍ରା ପ୍ଲଟ ଆବଣ୍ଟନ ପଞ୍ଜୀକରଣ ଅବଧି; ପ୍ରଶାସନର ଅନୁରୋଧ ଯଥାଶୀଘ୍ର…

କଟକ: ବଢ଼ିଲା ବାଲିଯାତ୍ରା ପ୍ଲଟ ଆବଣ୍ଟନ ପଞ୍ଜୀକରଣ ଅବଧି । ଐତିହାସିକ ବାଲିଯାତ୍ରା କଟକ ୨୦୨୫ରେ ଷ୍ଟଲ ଖୋଲିବା ପାଇଁ ପ୍ଲଟ ପଞ୍ଜୀକରଣ ତାରିଖ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ଅନଲାଇନ ମାଧ୍ୟମରେ ପଞ୍ଜୀକରଣ ପାଇଁ ଇଚ୍ଛୁକ ଅନୁଷ୍ଠାନ ତଥା ବ୍ୟବସାୟୀ…

ଜମ୍ମୁ-କାଶ୍ମୀରରେ ଦୁଇ ଯବାନ ନିଖୋଜ; ପ୍ରତିକୂଳ ପାଗ ସତ୍ତ୍ବେ ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଭାରତୀୟ ସେନା ବୁଧବାର (୮ ଅକ୍ଟୋବର) ସୂଚନା ଦେଇଛି ଯେ ଜମ୍ମୁ - କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଦୁଇ ଜଣ ଯବାନ ନିଖୋଜ ଅଛନ୍ତି । ସେନା ଅନୁଯାୟୀ, ଚେନାବ ଉପତ୍ୟକାର କିସ୍ତୱାର-କୋକେରନାଗ ରେଞ୍ଜରେ ଅକ୍ଟୋବର ୬-୭ ତାରିଖରେ ଆରମ୍ଭ ହୋଇଥିବା ଆତଙ୍କବାଦ ବିରୋଧୀ ଅଭିଯାନ ସମୟରେ ଦୁଇ…

Maoist Surrender: ୭୦ ଲକ୍ଷ ପୁରସ୍କାର ରାଶି ଥିବା ୧୬ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ର ସୁରକ୍ଷା ବାହିନୀ ନକ୍ସଲ ମୁକାବିଲାରେ ଏକ ବଡ଼ ସଫଳତା ହାସଲ କରିଛି। ମୋଟ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୧୦ ଜଣ ମାଓବାଦୀଙ୍କ ନାମ ରହିଛି ଯାହାଙ୍କ ଉପରେ ₹୭୦ ଲକ୍ଷ ପୁରସ୍କାର ରାଶି ରହିଛି। ସେମାନେ ସମସ୍ତେ ନାରାୟଣପୁର ପୋଲିସ ଅଧିକ୍ଷକ…

ମା’ ସମଲେଇ ପୀଠର ବିକାଶ କାର୍ଯ୍ୟକୁ ବିଶ୍ବସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ଵ 

ଭୁବନେଶ୍ବର: ଲୋକସେବା ଭବନଠାରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରର ମା’ ସମଲେଶ୍ବରୀ ପୀଠର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି। ତେବେ ମା’ ସମଲେଶ୍ବରୀ ମନ୍ଦିର ବିକାଶ କାମ ୩୧୬ କୋଟି ଟଙ୍କା ବିନିଯୋଗରେ ୮୨ ଏକର ପରିମିତ ଅଞ୍ଚଳରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ…

ସ୍କୁଟିରେ ଭୟଙ୍କର ବିସ୍ଫୋରଣ, ୬ ଆହତ

କାନପୁର: ଉତ୍ତର ପ୍ରଦେଶର କାନପୁରରେ ମୂଳଗଞ୍ଜ ଥାନା ଅନ୍ତର୍ଗତ ମିଶ୍ରି ବଜାର ଅଞ୍ଚଳରେ ଥିବା ମର୍କଜ ମସଜିଦ ନିକଟରେ ଦୁଇଟି ସ୍କୁଟିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ହଠାତ ସନ୍ଧ୍ୟା ପ୍ରାୟ ୭:୧୫ ସମୟରେ ଉଭୟ ସ୍କୁଟିରେ ବିସ୍ଫୋରଣ ହୋଇଥିଲା। ଯାହା ଫଳରେ…

ଓଡିଶା ଛବିକୁ ମଳିନ ପାଇଁ ଉଦ୍ଦେଶ୍ୟ ପ୍ରଣୋଦିତ ଗୋଷ୍ଠୀ ଉଦ୍ୟମ କରୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିବା ସହିତ ରାଜ୍ୟର ସମସ୍ତ ଅଞ୍ଚଳରେ ଅସାମାଜିକ ବ୍ୟକ୍ତି, ବିଶୃଙ୍ଖଳାକାରୀ ତଥା ଅନ୍ୟାନ୍ୟ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡା ନଜର ରଖିବାକୁ ପୋଲିସ ପ୍ରଶାସନକୁ…

Switches to Zoho Mail: ଅଲବିଦା Gmail; ଜୋହୋ ମେଲକୁ ସ୍ୱିଚ୍ କଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ:ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର (୮ ଅକ୍ଟୋବର, ୨୦୨୫) ଘୋଷଣା କରିଛନ୍ତି ଯେ, ସେ ତାଙ୍କର ସରକାରୀ ଇମେଲ୍ ଠିକଣା ପରିବର୍ତ୍ତନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟରେ ସେ ଘୋଷଣା କରିଛନ୍ତି ଯେ ସେ ଏବେ ଜିମେଲ (Gmail) ବଦଳରେ ଜୋହୋ (Zoho)…

ଧନଶ୍ରୀଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ଚହଲ…

ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମା ୨୨ ଡିସେମ୍ବର, ୨୦୨୦ରେ ବିବାହ କରିଥିଲେ। ଓ ପରେ ୨୦ ମାର୍ଚ୍ଚ, ୨୦୨୫ରେ ଦୁହିଁଙ୍କ ଛାଡପତ୍ର ହୋଇଥିଲା। ତେବେ ଉଭୟ ୨୦୨୨ରୁ ଅଲଗା ରହୁଥିବା ନେଇ ମଧ୍ୟ ରିପୋର୍ଟରୁ ଜଣାପଡ଼ିଛି। ନିକଟରେ ଏକ ରିଆଲିଟି ଶୋ’ରେ…

୨ଟି ଗ୍ରୁପରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଅକ୍ଟୋବର ୧୫ରୁ ପାଇଁ ଭାରତୀୟ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସମ୍ପୂର୍ଣ୍ଣ ଟିମ ୨ଟି ଗ୍ରୁପରେ ଏହି ଗସ୍ତରେ ଯିବେ । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ ଖେଳିବ । ପିଟିଆଇ ଖବର ଅନୁସାରେ ଗୋଟିଏ ଗ୍ରୁପ ସକାଳେ ଏବଂ ଅନ୍ୟମାନେ ବିଜନେସ କ୍ଲାସ ଟିକେଟର…