Latest Odisha News

BREAKING NEWS

CEC Gyanesh Kumar: କାଲିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସିବେ ଭାରତର ମୁଖ୍ୟ ନିର୍ବାଚନ କମିସନର

ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର । ଡିସେମ୍ବର ୨୭ ରୁ ଡିସେମ୍ବର ୨୯ ପର୍ଯ୍ୟନ୍ତ ସେ ଓଡିଶା ଗସ୍ତରେ ଆସିବେ । କାର୍ଯ୍ୟସୂଚୀ ଅନୁଯାୟୀ, ୨୭ ତାରିଖରେ ସେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ।…

Free Bus service for school: ରାଜ୍ୟରେ ସ୍କୁଲ୍‌ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା

ଭୁବନେଶ୍ବର: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବ । ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ କଲେ ସରକାର । ଏ ନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି…

ମାଟି ତଳୁ ହାତୀର ଗଳିତ ଶବ ତସ୍କର ଖୋଳିବା ଘଟଣା; ଆଉ ୩ ଗିରଫ, ହାତୀ ଦାନ୍ତ ଜବତ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ନୀଳଗିରି କୂଳଡିହା ଅଭୟାରଣ୍ୟରେ ମାଟି ତଳୁ ହାତୀର ଗଳିତ ଶବ ତସ୍କର ଖୋଳିବା ଘଟଣାରେ ପୁଣି ୩ ଜଣ ଗିରଫ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ଅଭିଯୁକ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ବନ ବିଭାଗ କରିବା ସହ ୩ଟି ଦାନ୍ତ ଜବତ କରିଛି ।…

Premium Bikes: ଏହି ୩ ପ୍ରିମିୟମ୍ ବାଇକ୍ ୨୦୨୬ ଆରମ୍ଭରେ ଭାରତରେ ମାରିବେ ଏଣ୍ଟ୍ରି; ଦେଖନ୍ତୁ ଲିଷ୍ଟ…

ନୂଆଦିଲ୍ଲୀ:ଗତ କିଛି ବର୍ଷ ଧରି ଭାରତରେ ପ୍ରିମିୟମ୍ ଭାରତୀୟ ମୋଟରସାଇକେଲ୍ ବଜାର ନିରନ୍ତର ବୃଦ୍ଧି ପାଉଛି। ୨୦୨୫ ମସିହାରେ ଅନେକ ପ୍ରିମିୟମ୍ ଦୁଇଚକିଆ ଯାନ ଲଞ୍ଚ ହୋଇଥିଲା ଏବଂ ନୂତନ ବର୍ଷରେ ଭାରତୀୟ ବଜାରରେ ବିଭିନ୍ନ ନୂତନ ବାଇକ୍ ଲଞ୍ଚ ହେବ। ଯଦି ଆପଣ ମଧ୍ୟ ଆସନ୍ତା ବର୍ଷ ଏକ ନୂତନ…

ଲିଷ୍ଟ ଏ କ୍ରିକେଟରେ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ରାଜେଶ

ଭୁବନେଶ୍ୱର: ଚଳିତ ବିଜୟ ହଜାରେ ଟ୍ରଫିରେ ଓଡିଶାର ଉଦୀୟମାନ ପେସ ବୋଲର ରାଜେଶ ମହାନ୍ତିି ଇତିହାସ ରଚିଛନ୍ତି । ସେ ଓଡିଶାର ପ୍ରଥମ ବୋଲର ଭାବେ ଲିଷ୍ଟ ଏ କ୍ରିକେଟରେ ହ୍ୟାଟ୍ରିକ ନେବା ଗୌରବ ଅର୍ଜନ କରିଛନ୍ତି । ବେଙ୍ଗାଲୁରର ଅଲୁର ଖେଳାଯାଇଥିବା ସର୍ଭିସେସ ବିପକ୍ଷ ମ୍ୟାଚରେ ୨୫ ବର୍ଷୀୟ ରାଜେଶ…

ବିଜୟ ହଜାରେ ଟ୍ରଫି: ୮୪ ରନର ଟାର୍ଗେଟ ହାସଲ ପାଇଁ ନାକେଦମ ହେଲା ଓଡିଶା

ଭୁବନେଶ୍ୱର: ଅଲୂର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମୁକାବିଲାରେ ଓଡିଶା ୪ ୱିକେଟରେ ସର୍ଭିସେସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ସର୍ଭିସେସ ୨୧.୫ ଓଭରରେ ୮୩ ରନ କରି ଅଲଆଉଟ ହୋଇ ଯାଇଥିଲା । ପୂନମ ପୂନିଆ(୨୫) ଓ ଅର୍ଜୁନ ଶର୍ମା(୧୩ ନଟଆଉଟ)ଙ୍କ ବ୍ୟତୀତ ଅନ୍ୟ କୌଣସି…

Indian Passport Ranks: ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟକୁ ଝଟକା, ପୂର୍ବ ଅପେକ୍ଷା ଆହୁରି…

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟକୁ ଏକ ଝଟକା ଲାଗିଛି । ବିଶ୍ୱ ରାଙ୍କିଙ୍ଗରେ ଭାରତୀୟ ପାସପୋର୍ଟ ୮୫ତମ ସ୍ଥାନକୁ ଖସିଯାଇଛି, ଯାହା ପୂର୍ବରୁ ଏହାର ସ୍ଥାନ ୮୦ତମ ଥିଲା । ଭାରତ ସହିତ, ଆମେରିକାକୁ ମଧ୍ୟ ଝଟକା ଲାଗିଛି । ହେନଲି ପାସପୋର୍ଟ ସୂଚକାଙ୍କ ୨୦୨୫ ଏକ ନୂତନ ତାଲିକା…

କେବଳ ମଣିଷ ନୁହେଁ, ପିମ୍ପୁଡ଼ିମାନେ ମଧ୍ୟ ଡାକ୍ତରୀ ଅସ୍ତ୍ରୋପଚାର କରିପାରନ୍ତି; ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଆପଣମାନେ ଡାକ୍ତରମାନଙ୍କୁ ହସ୍ପିଟାଲରେ ଅସ୍ତ୍ରୋପଚାର କରୁଥିବା ଦେଖିଥିବେ, କିନ୍ତୁ ଜଙ୍ଗଲର ସବୁଠାରୁ ଛୋଟ ପ୍ରାଣୀ ମଧ୍ୟ ଏହି ସମାନ କାର୍ଯ୍ୟ କରିପାରନ୍ତି। ବିଜ୍ଞାନ ଜଗତର ଏହି ଖବର ଆଶ୍ଚର୍ଯ୍ୟଜନକ। ମଣିଷ ବ୍ୟତୀତ, ପୃଥିବୀରେ ଆଉ ଏକ ପ୍ରାଣୀ ଏବେ ଚିକିତ୍ସା କାର୍ଯ୍ୟ କରିବାକୁ…

Odia YouTuber Gulua: ଶେଷରେ ସତ ମାନିଲେ ୟୁଟ୍ୟୁବର ମିଷ୍ଟର୍ ଗୁଲୁଆ

ଭୁବନେଶ୍ୱର: ଶେଷରେ ସତ ମାନିଲେ ଗୁଲୁଆ। ପରକୀୟା ପ୍ରୀତିରେ ଥିବା ସ୍ବୀକାର କଲେ ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ। ୟୁଟ୍ୟୁବର ଦମ୍ପତି ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବାବେଳେ ଉଭୟ ଏବେ ମୁହାଁମୁହିଁ ହୋଇଛନ୍ତି। ଉଭୟ ଉଭୟଙ୍କ ଉପରେ ଦୋଷ ଲଦା ଲଦି ହେଲେ। ପରସ୍ପର…

ଏବେ ଆମେ ବିଜୁ ବାବୁ ଫର୍ମୁଲା ଆପଣେଇବୁ, ଦୁଇ ମୁଣ୍ଡିଆଙ୍କୁ ଛାଡିବୁ ନାହିଁ: ମୁନା ଖାଁ

ଭୁବନେଶ୍ୱର: ଦୁଇ ମୁଣ୍ଡିଆମାନଙ୍କୁ ଆମେ ଛାଡ଼ିବୁ ନାହିଁ । ଦୁଇ ମୁଣ୍ଡିଆ ଦୁଇ ପଟେ ଚାଲାକି ଦେଖାଇଲେ ଆଉ ଚଳିବ ନାହିଁ । କାହା ଅଣ୍ଡରରେ ରହିବା ନାହିଁ, ନବୀନଙ୍କ ଅଣ୍ଡରରେ ରହି କାମ କରିବାକୁ ବିଜେଡିର ପ୍ରତିଷ୍ଠା ଦିବସରେ ଆହ୍ବାନ ଦେଇଛନ୍ତି ସାଂସଦ ମୁନା ଖାଁ । ମୁନ୍ନା ଖାଁ ଆହୁରି…