ଏୟାର ଇଣ୍ଡିଆର ବିମାନରେ ପକ୍ଷୀ ମାଡ଼; ଉଡାଣ ବାତିଲ
ନୂଆଦିଲ୍ଲୀ: କଲମ୍ବୋରୁ ଚେନ୍ନାଇ ଯାଉଥିବା ଏକ ଏୟାର ଇଣ୍ଡିଆର ବିମାନରେ ବାର୍ଡ ହିଟର ଏକ ଘଟଣା ମଙ୍ଗଳବାର ଦିନ ଘଟିଛି। ଯାହା ଫଳରେ ବିମାନ କମ୍ପାନୀକୁ ଏହାର ପ୍ରତ୍ୟାବର୍ତ୍ତନ ବାତିଲ କରିବାକୁ ପଡ଼ିଥିବା ନେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।
ଘଟଣା ସମୟରେ ବିମାନରେ ୧୫୮ ଜଣ ଯାତ୍ରୀ…