ବିଷାକ୍ତ କଫ୍ ସିରପରେ ଶିଶୁ ମୃତ୍ୟୁ ଘଟଣା; ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଅଗଷ୍ଟ ଶେଷ ପରଠାରୁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ରାଜ୍ୟରେ ପାଞ୍ଚ ବର୍ଷରୁ କମ୍ ବୟସର ୯ ଶିଶୁଙ୍କ ମୃତ୍ୟୁ ପରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହା ପଛରେ ବିଷାକ୍ତ କଫ୍ ସିରପ୍ ଦାୟୀ କି ନାହିଁ ସେନେଇ ତଦନ୍ତ କରିବେ କର୍ତୁପକ୍ଷ।
ଔଷଧର…