Latest Odisha News

BREAKING NEWS

କ୍ୟାବିନେଟ୍ ମନ୍ତ୍ରୀ ହୋଇପାରନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆଝାରୁଦ୍ଦିନ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ଏବଂ କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ଖୁବ୍ ଶୀଘ୍ର ତେଲେଙ୍ଗାନା କ୍ୟାବିନେଟରେ ଯୋଗ ଦେଇପାରନ୍ତି। ଦଳୀୟ ନେତୃତ୍ୱ ତାଙ୍କୁ ମନ୍ତ୍ରୀ ପଦ ଦେବାକୁ ରାଜି ଥିବା ଜଣାପଡିଛି। ରାଜନୈତିକ ସମୀକ୍ଷକଙ୍କ ମତରେ କଂଗ୍ରେସ ଜୁବଲି ହିଲ୍ସ…

ଚିନ୍ତା ବଢ଼ାଇଲା ଷ୍ଟଡି: ମୋବାଇଲ ଫୋନ ଚୋରୀ କରୁଛି ଆମର ଗୋପନୀୟତା

ନୂଆଦିଲ୍ଲୀ: ମୋବାଇଲ ଫୋନ ଆମର ଗୋପନୀୟତା ଚୋରୀ କରୁଛି । ଆଇଆଇଟି ଦିଲ୍ଲୀ ପକ୍ଷରୁ ଏ ନେଇ ଏକ ଷ୍ଟଡି କରାଯାଇଥିଲା । ଯାହାକି ଫୋନ ବ୍ୟବହାରକାରୀଙ୍କୁ ଚିନ୍ତାରେ ପକାଇଛି । ଲୋକେଶନ ପରିମିଶନ ମାଗୁଥିବା ଆଣ୍ଡ୍ରଏଡ ଆପ୍ସ ୟୁଜର୍ସଙ୍କ ଅନୁମତି ବିନା ଗୋପନୀୟ ତଥ୍ୟ ପଦାରେ ପକାଉଛି । ସାଇବର…

ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ହୋମଗାର୍ଡଙ୍କ ମୃତ୍ୟୁ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋରୋରେ ଶୁକ୍ରବାର ଦିନ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସୋରୋର କଲେଜ ସ୍କୋୟାର ଅଞ୍ଚଳର NH 16 ରେ ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାମ ସୁଶାନ୍ତ ସେଠି ବୋଲି ଜଣାପଡ଼ିଛି। ଯିଏ…

Pak-Afghan Ceasefire: ଶେଷରେ ପଡିଲା ପୂର୍ଣ୍ଣଚ୍ଛେଦ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ହେଲା ଯୁଦ୍ଧବିରାମ…

ନୂଆଦିଲ୍ଲୀ: ବାକ୍ ଯୁଦ୍ଧ, ଯୁକ୍ତିତର୍କ, ଆଲୋଚନା ପର୍ଯ୍ୟାଲୋଚନା ପରେ ଶେଷରେ ଦୁଇ ଦେଶ ମଧ୍ୟରେ ଏକ ଯୁଦ୍ଧବିରତି ଚୁକ୍ତି ହୋଇଛି । ପାକିସ୍ତାନ ଏବଂ ଆଫଗାନିସ୍ତାନ ଏକ ଯୁଦ୍ଧବିରାମ ବଜାୟ ରଖିବାକୁ ରାଜି ହୋଇଛନ୍ତି। ଏହା ତୁର୍କୀ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଛି। ପୂର୍ବରୁ…

Ration KYC Deadline End: ସରିବାକୁ ଯାଉଛି ଡେଡ୍‌ଲାଇନ୍: ଇ-କେୱାଇସି କରିନଥିଲେ ମିଳିବନି ଚାଉଳ

ଭୁବନେଶ୍ୱର: ସରିବାକୁ ଯାଉଛି ଡେଡ୍‌ଲାଇନ। ଇ-କେୱାଇସି କରିନଥିଲେ ନଭେମ୍ବରରୁ ମିଳିବନି ଚାଉଳ। କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି। ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି…

ପ୍ରଖ୍ୟାତ ଗଣିତଜ୍ଞ ଉମାକାନ୍ତ ମହାପାତ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ପ୍ରସିଦ୍ଧ ଗଣିତଜ୍ଞ ତଥା ଶିକ୍ଷାବିତ୍ ଏବଂ କଟକ ରେଭେନ୍ସା କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଉମାକାନ୍ତ ମହାପାତ୍ରଙ୍କ ବୁଧବାର ରାତିରେ ଭୁବନେଶ୍ୱରରେ ପରଲୋକ ଘଟିଛି। ସେ ଶନିବାର ଦିନ ୯୪ ବର୍ଷ ବୟସରେ ପଦାର୍ପଣ କରିଥାନ୍ତେ। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ…

Sardar Patel 150th Birth Anniversary: ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଭବ୍ୟ କାର୍ଯ୍ୟକ୍ରମ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ…

ନୂଆଦିଲ୍ଲୀ: ଆଜି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀ। ଏହି ଅବସରରେ, ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଥିମ୍ ଉପରେ ଦେଶବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର କେଭାଡିଆରେ ଅଛନ୍ତି, ଯେଉଁଠାରେ ସେ ସର୍ଦ୍ଦାର ପଟେଲଙ୍କୁ…

Nuapada Bypoll: ବିଜେଡିର ମାରାଥନ ପ୍ରଚାରରେ ଦୁଲୁକୁଛି ନୂଆପଡ଼ା, ବିକାଶ ବନାମ ମିଛ ପ୍ରତିଶୃତିର ଲଢେଇ

ନୂଆପଡ଼ା: ମାତ୍ର କିଛି ଦିନ ପରେ ଉପନିର୍ବାଚନର ମତଦାନ। ନୂଆପଡା ଦଖଲ କରିବାକୁ ନେଇ ତିନି ପ୍ରମୁଖ ଦଳ ପ୍ରାଣପଣେ ଚେଷ୍ଟା ଚଳାଇଥିବା ବେଳେ ରାଲି, ସଭା ସମିତିରେ ପ୍ରକମ୍ପିତ ହେଉଛି ନୂଆପଡା ନିର୍ବାଚନ ମଣ୍ଡଳୀ। ଆଜି ନୂଆପଡା ଏନଏସି ସ୍ଥିତ ଦଶ ନମ୍ବର ୱାର୍ଡରେ ବିଜେଡିର ପ୍ରଚାର ସମୟରେ…

Pitavas Panda Murder Case: ପୀତବାସ ହତ୍ୟା: ଅଭିଯୁକ୍ତ ପୂର୍ବତନ ମେୟର ପିଣ୍ଟୁ ଦାସକୁ ଫୁଲବାଣୀ ଜେଲ୍‌

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲା। ଅଭିଯୁକ୍ତ ପୂର୍ବତନ ମେୟର ପିଣ୍ଟୁ ଦାସକୁ ଫୁଲବାଣୀ ଜେଲ୍‌। ବ୍ରହ୍ମପୁର ଜେଲ୍‌ରୁ ସ୍ଥାନାନ୍ତର ହେଲେ ପୂର୍ବତନ ମେୟର ତଥା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ (ପିଣ୍ଟୁ)। କଡ଼ା ସୁରକ୍ଷା ବଳୟରେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ ଅଭିମୁଖେ…

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ, ଦୌଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ। କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକତା ଦୌଡ଼କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…